ପୁଣି ସୁସ୍ମିତାଙ୍କ ଉପରେ ଫିଦା ହେଲେ ଲଳିତ ମୋଦି

ମୁମ୍ବାଇ: ପୁଣି ଚର୍ଚ୍ଚାରେ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ ଓ ବିବଦୀୟ ବ୍ୟବସାୟୀ ଲୋଳିତ ମୋଦିଙ୍କ ପ୍ରେମ ସମ୍ପର୍କ। ସୁସ୍ମିତା ସେନ୍‌ଙ୍କ ଉପରେ ପୁଣି ଫିଦା ହୋଇଛନ୍ତି ଲଳିତ। ସେ ସୁସ୍ମିତାଙ୍କ ଏକ ଭିଡିଓ ଦେଖି ହୋଇଯାଇଛନ୍ତି ମତୁଆଲା। ଆଉ ନିଜକୁ ଅଟକାଇ ପାରିନାହାନ୍ତି।  ସୋଶାଲ ମିଡିଆରେ ସୁସ୍ମିତାଙ୍କ ପ୍ରତି ନିଜ ପ୍ରେମ ଜାହିର କରିଛନ୍ତି ଲଳିତ। ପ୍ରକୃତରେ ନିଜ ଇନ୍‌ଷ୍ଟାଗ୍ରାମରେ ସୁସ୍ମିତା ସେନ୍‌ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡଓରେ […]

sushmita sen-1

sushmita sen-1

Madhupriya Mistry
  • Published: Saturday, 06 August 2022
  • Updated: 06 August 2022, 05:42 PM IST

Sports

Latest News

ମୁମ୍ବାଇ: ପୁଣି ଚର୍ଚ୍ଚାରେ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ ଓ ବିବଦୀୟ ବ୍ୟବସାୟୀ ଲୋଳିତ ମୋଦିଙ୍କ ପ୍ରେମ ସମ୍ପର୍କ। ସୁସ୍ମିତା ସେନ୍‌ଙ୍କ ଉପରେ ପୁଣି ଫିଦା ହୋଇଛନ୍ତି ଲଳିତ। ସେ ସୁସ୍ମିତାଙ୍କ ଏକ ଭିଡିଓ ଦେଖି ହୋଇଯାଇଛନ୍ତି ମତୁଆଲା। ଆଉ ନିଜକୁ ଅଟକାଇ ପାରିନାହାନ୍ତି।  ସୋଶାଲ ମିଡିଆରେ ସୁସ୍ମିତାଙ୍କ ପ୍ରତି ନିଜ ପ୍ରେମ ଜାହିର କରିଛନ୍ତି ଲଳିତ।

ପ୍ରକୃତରେ ନିଜ ଇନ୍‌ଷ୍ଟାଗ୍ରାମରେ ସୁସ୍ମିତା ସେନ୍‌ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡଓରେ ସେ ଗଭୀର ସମୁଦ୍ର ଭତରେ ବୁଢ ପକାଉଥିବା ପହଁରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଶେଆର କରି ସେ ଲେଖିଛନ୍ତି, “ଆଲାଇଞ୍ଜ କର, ନିଶ୍ୱାସ ନିଅ ... ଆଉ ଛାଡିଦିଅ। ସମର୍ପଣର ଏକ ଶିକ୍ଷା, ଯେପରିକି ମୁଁ ଭୂମଧ୍ୟସାଗରରେ ପହଁରିବାର ଅନୁଭବ କରୁଛି। ଯେଉଁଠାରେ ଜୀବନର ଗଭୀରତା ଅଛି ... ମୁଁ ସମ୍ପୂର୍ଣ୍ଣ ଭାବେ ତା' ଭିତରେ ଅଛି। ମୁ ତୁମମାନଙ୍କୁ ଭଲ ପାଏ!!!"

Sushmita Sen says 'you're the love of my life' in video from Maldives. Is  it for BF Lalit Modi? - Movies News

ସୁସ୍ମିତା ସେନା ଏହି ଭିଡିଓରେ ଏକ କଳା ରଙ୍ଗର ଟପ୍‌ ଓ ଧଳା ରଙ୍ଗର ସ୍ମଟ ପିନ୍ଧିଥିବା ନଜର ଆସିଛନ୍ତି। ଏକ ୟାର୍ଟ ଉପରୁ ସୁସ୍ମିତା ସମୁଦ୍ର ଭିତରକୁ ବୁଡ ପକାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦେଖି ତାଙ୍କ ଫ୍ୟାନ୍‌ ଓ ପଲୋଅର୍ସମାନେ ତାଙ୍କୁ ପ୍ରଶଂସାର ପୋତି ପକାଇଥିବା ବେଳେ ତାଙ୍କ ବୟଫ୍ରେଣ୍ଡ ଲଳିତ ମୋଦି ମଧ୍ୟ ଆଉ ନିଜକୁ ଅଟକାଇ ପାରି ନାହାନ୍ତି। ସେ ସୁସ୍ମିତାଙ୍କ ଭିଡିଓରେ ରୋମାଣ୍ଟିକ୍‌ ହୋଇ କମେଣ୍ଟ କରିଛନ୍ତି। ସେ ଲେଖିଛନ୍ତି, '' ସର୍ଦିନିଆରେ ବେଶ୍‌ ହଟ୍‌ ଲାଗୁଛ''। ଲଲିତ ମୋଦିଙ୍କ ଏହି କମେଣ୍ଟ ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଗତମାସ ୧୪ ତାରିଖରେ ଲଳିତ ମୋଦି ସୁସ୍ମିତାଙ୍କୁ ଡେଟ୍‌ କରୁଥିବା ନେଇ ଅଫିସିଆଲ ଭାବେ ଘୋଷଣା କରିଥିଲେ। ଏଥିସହ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସୁସ୍ମିତାଙ୍କ ସହ ଅନେକ ରୋମାଣ୍ଟିକ୍‌ ଫଟୋ ଶେଆର କରି ସୁସ୍ମିତାଙ୍କୁ ତାଙ୍କର 'ବେଟେର୍‌ ହାଫ୍‌' ବୋଲି କହିଥିଲେ।

Sushmita Sen Reply: Sushmita Sen gives a befitting reply to those calling  her a gold digger - The Economic Times

ସେ ଲେଖିଥିଲେ “ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ଆମେ ପରସ୍ପରକୁ ଡେଟ କରୁଛୁ। ଏପର୍ଯ୍ୟନ୍ତ ବିବାହ କରିନୁ। କିନ୍ତୁ ହଁ ଗୋଟିଏ ଦିନ ଏହା ହେବ।” ଲଲିତ ମୋଦି ଶେୟାର କରିଥିବା ଫଟୋରେ ସେ ଓ ସୁସ୍ମିତା ସେନ ବେଶ ରୋମାଣ୍ଟିକ ପୋଜରେ ରହିଛନ୍ତି। ପ୍ରଥମ ଟ୍ୱିଟରେ ଲଳିତ ମୋଦି ଲେଖିଥିଲେ ଯେ “ବିଶ୍ୱସ୍ତରୀୟ ଭ୍ରମଣ କରିବା ପରେ ଏବେ ଲଣ୍ଡନ ଫେରିଛୁ। ପରିବାର ସହିତ ମାଲଦ୍ୱୀପ ଓ ସରଡିନିଆ ଯାଇଥିଲି। ମୋ ବେଟର ହାଫ ସୁସ୍ମିତା ସେନଙ୍କ ସହ ନୂଆ ଆରମ୍ଭ ପାଇଁ ବେଶ ଉତ୍ସାହିତ।”

ସୁସ୍ମିତା ଓ ଲଳିତଙ୍କ ଏହି ଫଟୋ ସୋଶାଲ ମିଡିଆରେ ନିଆଁ ଲଗାଇବା ସହ ବିଟାଉନରେ ଏହାକୁ ନେଇ ଜୋରସୋର୍‌ରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।  ଲଳିତ ମୋଦିଙ୍କ ପୂର୍ବରୁ ସୁସ୍ମିତା ମଡେଲ୍‌ ରୋହମାନ ସଲ୍‌ଙ୍କୁ ଡେଟ୍‌ କରୁଥିଲେ। ଯାହାସହ ତାଙ୍କର ୨୦୧୮ରେ ସୋଶାଲ ମିଡିଆ ଜରିଆରେ ଦେଖାସାକ୍ଷାତ ହୋଇଥିଲା। କିନ୍ତୁ ଗତବର୍ଷ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା।

View this post on Instagram

A post shared by Sushmita Sen (@sushmitasen47)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story