ପୁଣି ପ୍ରେମରେ ପଡ଼ିଲେ ସ୍ୱରା! ଶେଆର କଲେ ରୋମାଣ୍ଟିକ ଫଟୋ

ମୁମ୍ବାଇ: ବଲିଉଡର ବିନ୍ଦାସ ଅଭିନେତ୍ରୀ ସ୍ୱରା ଭାସ୍କର। ପ୍ରାୟତଃ ସେ କିଛି ନା କିଛି ଖବରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏବେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ କୁଆଡେ ପୁଣିଥରେ ପ୍ରେମରେ ପଡିଛନ୍ତି। ଏ କଥା ଆମେ କହୁନୁ, ସେ ଇନ୍‌ଷ୍ଟାଗ୍ରାମରେ ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ଶେଆର କରିଥିବା ରୋମାଣ୍ଟିକ ଫଟୋକୁ ଦେଖି ଏଭଳି କିଛି ଖବର ଚର୍ଚ୍ଚା ହେଉଛି। ଫଟୋରେ ସ୍ୱରା ଜଣେ ମିଷ୍ଟ୍ରି ମ୍ୟାନ୍‌ଙ୍କ […]

swara-bhaskar

swara-bhaskar

Madhupriya Mistry
  • Published: Monday, 09 January 2023
  • Updated: 09 January 2023, 03:18 PM IST

Sports

Latest News

ମୁମ୍ବାଇ: ବଲିଉଡର ବିନ୍ଦାସ ଅଭିନେତ୍ରୀ ସ୍ୱରା ଭାସ୍କର। ପ୍ରାୟତଃ ସେ କିଛି ନା କିଛି ଖବରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏବେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ କୁଆଡେ ପୁଣିଥରେ ପ୍ରେମରେ ପଡିଛନ୍ତି। ଏ କଥା ଆମେ କହୁନୁ, ସେ ଇନ୍‌ଷ୍ଟାଗ୍ରାମରେ ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ଶେଆର କରିଥିବା ରୋମାଣ୍ଟିକ ଫଟୋକୁ ଦେଖି ଏଭଳି କିଛି ଖବର ଚର୍ଚ୍ଚା ହେଉଛି।

ଫଟୋରେ ସ୍ୱରା ଜଣେ ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ନଜର ଆସିଛନ୍ତି। ସ୍ୱରା ଯେଉଁ ବ୍ୟକ୍ତିଙ୍କ ସହ ରୋମାଣ୍ଟିକ ହୋଇଛନ୍ତି ତାଙ୍କ ଚେହେରା ମଧ୍ୟ ସଠିକ୍ ଭାବେ ଦେଖାଯାଉନି। ଫଟୋରେ ଦୁହେଁ ପରସ୍ପରକୁ ପ୍ୟାମ୍ପର କରୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ଦେଖିବା ପରେ ସ୍ୱରାଙ୍କ ଜୀବନରେ ପୁଣି ଥରେ ପ୍ରେମ ଫେରିଆସିଥିବା ଆଶଙ୍କା କରାଯାଉଛି।

ସ୍ୱରା ଖୋଦ୍ ଏହି ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, ‘ଏହା ପ୍ରେମ ହେଇପାରେ।’ ଫଟୋରେ ସ୍ୱରା ଓ ମିଷ୍ଟ୍ରି ମ୍ୟାନ୍ ଦୁହେଁ ମୁଣ୍ଡ ନୁଇଆଁ ରହିଥିବା ନଜର ଆସିଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ସ୍ୱରାଙ୍କୁ ଲୋକେ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି। ତେବେ ଏହି ବ୍ୟକ୍ତି ଜଣକ କିଏ ତାହା ଜାଣିବା ପାଇଁ ୟୁଜର୍ସଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି।

ସେପଟେ ଆଉ କିଛି ସୋଶାଲ ମିଡିଆ ୟୁଜର୍ସ ଫଟୋକୁ ନେଇ ସ୍ୱରାଙ୍କୁ ଟାର୍ଗେଟ୍ କରିଛନ୍ତି। ଭୁଲ କାମ କଲେ ଏଭଳି ମୁହଁ ଲୁଚାଇବାକୁ ପଡେ ବୋଲି ଜଣେ ୟୁଜର୍ସ କହିଛନ୍ତି। ତେବେ ସ୍ୱାରା ଯେଉଁ ବ୍ୟକ୍ତିଙ୍କୁ ଡେଟ୍ କରୁଛନ୍ତି ସେ କିଏ? ଏହାର ଖୁଲାସା କେବଳ ଅଭିନେତ୍ରୀ ହିଁ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story