ଗ୍ୟାଙ୍ଗଷ୍ଟାର ଅବୁ ସାଲେମ୍‌ ସହ ସୋନୁ ନିଗମ୍‌ଙ୍କ ସମ୍ପର୍କ ଅଛି!

ମୁମ୍ୱାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ ସିଙ୍ଗର୍‌ ସୋନୁ ନିଗମ୍‌ ସୋଶାଲ ମିଡିଆରେ ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ହେଉଥିବା ନେପୋଟିଜିମ୍‌ ବା ପ୍ରିୟାପ୍ରୀତି ତୋଷଣ ଉପରେ ସ୍ୱର ଉଠାଇଥିଲେ। ଯେଉଁଥିରେ ସୋନୁ ନିଗମ୍‌ କହିଥିଲେ, ‘ବଲିଉଡ୍‌ ପରି ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ମଧ୍ୟ ଖୁବ୍‌ଶୀଘ୍ର ଆତ୍ମହତ୍ୟା ଖବର ଶୁଣିବାକୁ ମିଳିବ।’ ଜଣେରୁ ଦୁଇଜଣ ଲୋକ ଏହି ଇଣ୍ଡଷ୍ଟ୍ରୀକୁ ଚଲାଉଛନ୍ତି। ଯାହା ଠିକ୍‌ ନୁହେଁ। କେବଳ ଏତିକି ନୁହେଁ, ସୋନୁ ନିଗମ୍‌ ତାଙ୍କ ଭିଡିଓରେ ଟି-ସିରିଜ୍‌ର […]

sonu

sonu

Puspanjali Panda
  • Published: Thursday, 25 June 2020
  • Updated: 25 June 2020, 06:08 PM IST

ମୁମ୍ୱାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ ସିଙ୍ଗର୍‌ ସୋନୁ ନିଗମ୍‌ ସୋଶାଲ ମିଡିଆରେ ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ହେଉଥିବା ନେପୋଟିଜିମ୍‌ ବା ପ୍ରିୟାପ୍ରୀତି ତୋଷଣ ଉପରେ ସ୍ୱର ଉଠାଇଥିଲେ। ଯେଉଁଥିରେ ସୋନୁ ନିଗମ୍‌ କହିଥିଲେ, ‘ବଲିଉଡ୍‌ ପରି ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ମଧ୍ୟ ଖୁବ୍‌ଶୀଘ୍ର ଆତ୍ମହତ୍ୟା ଖବର ଶୁଣିବାକୁ ମିଳିବ।’ ଜଣେରୁ ଦୁଇଜଣ ଲୋକ ଏହି ଇଣ୍ଡଷ୍ଟ୍ରୀକୁ ଚଲାଉଛନ୍ତି। ଯାହା ଠିକ୍‌ ନୁହେଁ।

କେବଳ ଏତିକି ନୁହେଁ, ସୋନୁ ନିଗମ୍‌ ତାଙ୍କ ଭିଡିଓରେ ଟି-ସିରିଜ୍‌ର ନିର୍ମାତା ଭୂଷଣ କୁମାର ଓ ତାଙ୍କ ସ୍ତ୍ରୀ ଦିବ୍ୟା ଖୋସଲା କୁମାରୀଙ୍କୁ ମଧ୍ୟ ଆଙ୍ଗୁଳି ଦେଖାଇ ମ୍ୟୁଜିକ୍‌ ମାଫିଆ ବୋଲି କହିଥିଲେ। ସୋନୁଙ୍କ ଭିଡିଓ ପରେ ଟି-ସିରିଜ୍‌କୁ ସୋଶାଲ ମିଡିଆରେ ଟ୍ରୋଲିଙ୍ଗର ଶିକାର ହେବାକୁ ପଡ଼ିଥିଲା। ଏପିରିକି ଧମକ ହତ୍ୟା ଧମକ ମଧ୍ୟ ମିଳିଥିଲା। ଏସବୁକୁ ନେଇ ରାଗି ଯାଇଛନ୍ତି ଦିବ୍ୟା ଖୋସଲା କୁମାରୀ। ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେଆର୍‌ କରି ସେ ସିଧା ସୋନୁଙ୍କୁ ଟାର୍ଗେଟ୍‌ କରିଛନ୍ତି।

https://www.instagram.com/tv/CB09zZJBXyi/?utm_source=ig_web_copy_link

ଦିବ୍ୟା କହିଛନ୍ତି, ‘କିଛି ଦିନ ହେବ ମୁଁ ଦେଖୁଛି, ସୋନୁ ନିଗମ୍‌ ଟି-ସିରିଜ୍‌ ଓ ଭୂଷଣ କୁମାରଙ୍କୁ ବଦନାମ୍‌ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଏହାକୁ ନେଇ ମୁଁ କହିବି ଯେ ଟି-ସିରିଜ୍‌ ଆଜି ପର୍ଯ୍ୟନ୍ତ ହଜାର ହଜାର ନୂଆ କଳାକାରଙ୍କୁ ଆଗକୁ ଯିବା ପାଇଁ ମୌକା ଦେଇଛି। ସୋମାନଙ୍କ ମଧ୍ୟରେ ନେହା କକ୍କର, ରକୁଲ୍‌ ପ୍ରୀତ ପରି କଳାକାର ରହିଛନ୍ତି। ସୋନୁ ତାଙ୍କ ଭିଡିଓରେ କହିଛନ୍ତି, ଇଣ୍ଡଷ୍ଟ୍ରୀରେ ପ୍ରକୃତ ଟାଲେଣ୍ଟ ଥିବା କଳାକାରଙ୍କୁ ଠିକ୍‌ ଦିଗ ମିଳିନଥାଏ। ତେବେ ମୁଁ ସୋନୁଙ୍କୁ ଗୋଟିଏ କଥା ପଚାରିବାକୁ ଚାହୁଁଛି, ଆପଣ ଜଣେ ଏତେ ବଡ଼ କଳାକାର। ଆପଣ ଆଜି ପର୍ଯ୍ୟନ୍ତ କେତେ ନୂଆ କଳାକାରଙ୍କୁ ଆଗକୁ ଯିବା ପାଇଁ ସାହାଯ୍ୟ କରିଛନ୍ତି। ସୋଶାଲ ମିଡିଆରେ କ୍ୟାମେରା ପଛରେ କହିବା ବହୁତ ସହଜ। କିନ୍ତୁ ଗ୍ରାଉଣ୍ଡ ଲେବୁଲ୍‌କୁ ଯାଇ ଆଜି ପର୍ଯ୍ୟନ୍ତ କୌଣସି କଳାକାରଙ୍କୁ ଆଗକୁ ଯିବା ପାଇଁ ଆପଣ ସାହାଯ୍ୟ କରିନାହାନ୍ତି। ଆପଣ କେବଳ ନିଜ କଥା ଚିନ୍ତା କରୁଛନ୍ତି। ୯୭ ପ୍ରତିଶତ ଲୋକ ଟି-ସିରିଜ୍‌ରେ କାମ କରନ୍ତି, ଯେଉଁମାନେ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ନୁହଁନ୍ତି। ’

ସୋନୁ ନିଗମ୍‌ ୫ ଟଙ୍କାରେ ଦିଲ୍ଲୀରେ ରାମଲୀଳାରେ ଗୀତ ଗାଉଥିଲେ। ସେଠାରେ ତାଙ୍କୁ ମୋ ଶ୍ୱଶୂର ଗୁଲସନ୍‌ କୁମାର ସ୍ପଟ୍‌ କରି ନିଜେ ଟିକେଟ୍ କରି ମୁମ୍ୱାଇ ଆଣିଥିଲେ ଏବଂ ବଡ଼ କଳାକାର କରିବା ପାଇଁ କଥା ଦେଇଥିଲେ। ଆଜି ଆପଣ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ତାହା କେବଳ ଗୁଲସନ୍‌ କୁମାରଙ୍କ ପାଇଁ। ଟି-ସିରିଜ୍‌ ପାଇଁ ସୋନୁ ନିଗମ୍‌ ଏତେ ବଡ଼ ହୋଇଛନ୍ତି, ହେଲେ ଟି-ସିରିଜ୍‌ ପାଇଁ ଟିକେ ମଧ୍ୟ କୃତଜ୍ଞ ନାହାନ୍ତି। ଏହା ବଦଳରେ ସେ ଅଲଗା କମ୍ପାନୀ ସହିତ କାମ କରୁଛନ୍ତି। ସୋନୁ ନିଗମ୍‌ଙ୍କର ଗ୍ୟାଙ୍ଗଷ୍ଟର୍‌ ଅବୁ ସାଲେମ୍ ସହିତ ସମ୍ପର୍କ ରହିଛି। ତେଣୁ ଏହାର ଯାଞ୍ଚ କରିବା ଉଚିତ୍‌ ବୋଲି ଦିବ୍ୟା କହିଛନ୍ତି। ଏହି ଭିଡିଓରେ ଦିବ୍ୟା ସୋନୁଙ୍କ ଉପରେ ‘ମି ଠୁ’ ଅଭିଯୋଗ ଲଗାଇବେ ବୋଲି ମଧ୍ୟ କହିଛନ୍ତି।

ଦିବ୍ୟା ଆହୁରି ମଧ୍ୟ କହିଛନ୍ତି, ଆପଣଙ୍କ ଭିଡିଓ ପରେ ଆମକୁ ହତ୍ୟା ଧମକ ମିଳିବାରେ ଲାଗିଛି। ଏପରିକି ମୋ ଛୋଟ ପୁଅ, ସ୍ୱାମୀଙ୍କୁ ହତ୍ୟା ଧମକ ଓ ମୋତେ ବଳାତ୍କାର ଧମକ ମିଳୁଛି। ଟି-ସିରିଜ୍‌କୁ ବଦନାମ୍‌ କରିବା ପାଇଁ ଆପଣ ସମସ୍ତଙ୍କୁ ଏକାଠି କରୁଛନ୍ତି। ସୋନୁ ନିଗମ୍‌ କ’ଣ ଏହା ତାଙ୍କ ସ୍ତ୍ରୀ ପ୍ରମାଣିତ କରିସାରିଛନ୍ତି। ଏହି ଭିଡିଓ ମୁଁ କରିବାକୁ ଚାହୁଁନଥିଲି, ହେଲେ ଗୀତାରୁ ମୋତେ ଏହି ଯୁଦ୍ଧ ଲଢ଼ିବା ପାଇଁ ଶକ୍ତି ମିଳିଥିଲା। ତେଣୁ ଯେତେ ସବୁ ସିଙ୍ଗର୍‌ ଓ ନିର୍ଦ୍ଦେଶକଙ୍କୁ ଆପଣ ଭଡ଼କାଉଛନ୍ତି, ଏସବୁ ବନ୍ଦ କରନ୍ତୁ। କୌଣସି ଭିଡିଓ କରିବା ପୂର୍ବରୁ ବାରମ୍ୱାର ଚିନ୍ତା କରି ଭିଡିଓ କରନ୍ତୁ ବୋଲି ଦିବ୍ୟା ସୋନୁ ନିଗମ୍‌ଙ୍କୁ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଦିବ୍ୟାଙ୍କର ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍‌ ହେବାପରେ ସୋନୁ ନିଗମ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହାକୁ ଶେଆର୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story