୬ ବର୍ଷର ଡେଟିଂ ପରେ ଅଲଗା ହେଲେ ଟାଇଗର୍‌-ଦିଶା!

ମୁମ୍ବାଇ: ୬ ବର୍ଷର ପ୍ରେମ ସମ୍ପର୍କରେ ଲାଗିଲା ଫୁଲ ଷ୍ଟପ୍‌। ଅଲଗା ହେଲେ ବି-ଟାଉନ୍‌ର ଆଉ ଏକ ଲଭ୍‌ ବାର୍ଡ। ଅଭିନେତା ଟାଇଗର ର୍ଶଫ ଓ ଦିଶା ପଟାନୀଙ୍କ ମଧ୍ୟରେ ହେଲା ବ୍ରେକ୍‌ ଅପ୍‌। ଟାଇଗର ର୍ଶଫ ଏବଂ ଦିଶା ପଟାନୀ ବି-ଟାଉନର ଲୋକପ୍ରିୟ କପଲ୍‌ମାନଙ୍କ ମଧ୍ୟରୁ ଜଣେ। ଦୁହେଁ ପରସ୍ପରକୁ ବର୍ଷ ବର୍ଷ ଧରି ଜାଣିଛନ୍ତି। ଏହା ସତ ଯେ ଉଭୟ ନିଜ ସମ୍ପର୍କକୁ ନେଇ କେବେ କ୍ୟାମେରା ଆଗରେ ସ୍ୱୀକାର କରି ନାହାନ୍ତି। କିନ୍ତୁ […]

tiger-shroff and disha-patani

tiger-shroff and disha-patani

Madhupriya Mistry
  • Published: Wednesday, 27 July 2022
  • Updated: 27 July 2022, 06:02 PM IST

Sports

Latest News

ମୁମ୍ବାଇ: ୬ ବର୍ଷର ପ୍ରେମ ସମ୍ପର୍କରେ ଲାଗିଲା ଫୁଲ ଷ୍ଟପ୍‌। ଅଲଗା ହେଲେ ବି-ଟାଉନ୍‌ର ଆଉ ଏକ ଲଭ୍‌ ବାର୍ଡ। ଅଭିନେତା ଟାଇଗର ର୍ଶଫ ଓ ଦିଶା ପଟାନୀଙ୍କ ମଧ୍ୟରେ ହେଲା ବ୍ରେକ୍‌ ଅପ୍‌।

ଟାଇଗର ର୍ଶଫ ଏବଂ ଦିଶା ପଟାନୀ ବି-ଟାଉନର ଲୋକପ୍ରିୟ କପଲ୍‌ମାନଙ୍କ ମଧ୍ୟରୁ ଜଣେ। ଦୁହେଁ ପରସ୍ପରକୁ ବର୍ଷ ବର୍ଷ ଧରି ଜାଣିଛନ୍ତି। ଏହା ସତ ଯେ ଉଭୟ ନିଜ ସମ୍ପର୍କକୁ ନେଇ କେବେ କ୍ୟାମେରା ଆଗରେ ସ୍ୱୀକାର କରି ନାହାନ୍ତି। କିନ୍ତୁ ତାଙ୍କ ଫ୍ୟାନ୍ସ ଜାଣନ୍ତି ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି। ସେ ପାର୍ଟି ହେଉ ଅବା କୌଣସି ଫଙ୍କସନ୍‌, ପ୍ରାୟତଃ ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳେ। ହେଲେ ଏବେ ଆଉ ଦେଖିବାକୁ ମିଳିବ ନାହିଁ। ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିବା ଶୁଣିବାକୁ ମିଳୁଛି।

ଟାଇଗର ଓ ଦିଶାଙ୍କ ବ୍ରେକ୍ଅପ୍‌ ନେଇ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ହେଲେ ଦୁଇ ଜଣଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳି ନାହିଁ। ଶୁଣିବାକୁ ମିଳିଛି କି ଗତ ଏକ ବର୍ଷ ଧରି ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।  ଯାହା ଧିରେ ଧିରେ ବଢିବାରେ ଲାଗିଲା।

ଟାଇଗରଙ୍କ ଜଣେ ଘନିଷ୍ଠ ବନ୍ଧୁ ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ସାକ୍ଷାତକାର୍‌ରେ କପଲଙ୍କ ଏହି ବ୍ରେକଅପ୍ ଖବରକୁ ସତ ବୋଲି କହିଛନ୍ତି। ବ୍ରେକଅପ୍‌ ପରେ ବି ଟାଇଗର ନିଜ କାମରେ ଏହାର କୌଣସି ପ୍ରଭାବ ପଡିବାକୁ ଦେଇ ନଥିବା ସେ କହିଛନ୍ତି। ସେ ପୂର୍ବ ଭଳି ନିଜ କାମକୁ ନେଇ ବେଶ୍‌ ତତ୍ପର ଅଛନ୍ତି।

ତେବେ ଏହି ଦୁଇ ଷ୍ଟାର୍‌ କପଲ୍‌ ଅଲଗା ହେବାର ପ୍ରକୃତ କାରଣ କ'ଣ ତାହା ଜଣା ପଡିନାହିଁ। କିନ୍ତୁ ବର୍ତ୍ତମାନ ଦୁହେଁ ଆଉ କପଲ୍‌ ଭାବରେ ଏକାଠି ନାହାଁନ୍ତି। ଉଭୟ ଏକାକୀ ଜୀବନ ବିତାଉଛନ୍ତି। ଟାଇଗର ଏବେ ଲଣ୍ଡନରେ ନିଜ ଅପ୍‌କମିଂ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ବେଳେ ଦିଶା ପଟାନୀ ତାଙ୍କର ଫିଲ୍ମ 'ଏକ ଭିଲେନ୍‌-ରିଟର୍ଣ୍ଣ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story