Advertisment

ପନ୍ତଙ୍କୁ ଛାଡ଼ି ପାକସ୍ତାନୀ କ୍ରିକେଟର୍‌ ପ୍ରେମରେ ଉର୍ବଶୀ!

ମୁମ୍ବାଇ: ପ୍ରେମରେ ଉବୁଟୁବୁ ଅଭିନେତ୍ରୀ ଉର୍ବଶୀ ରୌତେଲା। ଭାରତୀୟ କ୍ରିକେଟର୍‌ଙ୍କୁ ଛାଡି ପାକିସ୍ତାନୀ କ୍ରିକେଟର୍‌ ପ୍ରେମରେ ପଡିଛନ୍ତି  ଉର୍ବଶୀ। ସେ ପାକିସ୍ତାନର କ୍ରିକେଟର ନସୀମ ସାହାଙ୍କ ପ୍ରେମରେ ପଡିଛନ୍ତି। ଏକଥା ଆମେ କହୁନି। ସୋଶାଲ ମିଡିଆରେ ଉର୍ବଶୀ ଓ ନସୀମଙ୍କୁ ନେଇ ଏଭଳି କିଛି ଚର୍ଚ୍ଚା ହେଉଛି। ଏଥିପାଇଁ ତାଙ୍କୁ ଚାରିଆଡୁ ଟ୍ରୋଲ କରାଯାଇଛି। ନିକଟରେ ଏସିଆ କପ୍‌ରେ ଭାରତ ଓ ପାକିସ୍ତନାରେ ହୋଇଥିବା ମ୍ୟାଚ୍‌ ଦେଖିବା ପାଇଁ ଦୁବାଇ ପହଞ୍ଚିଥିଲେ ଉର୍ବଶୀ। ତେବେ କ୍ରିକେଟର ଋଷଭ […]

ଅଦ୍ୟତନ ହୋଇଛି
ପନ୍ତଙ୍କୁ ଛାଡ଼ି ପାକସ୍ତାନୀ କ୍ରିକେଟର୍‌ ପ୍ରେମରେ ଉର୍ବଶୀ!

Urvashi

Advertisment

ମୁମ୍ବାଇ: ପ୍ରେମରେ ଉବୁଟୁବୁ ଅଭିନେତ୍ରୀ ଉର୍ବଶୀ ରୌତେଲା। ଭାରତୀୟ କ୍ରିକେଟର୍‌ଙ୍କୁ ଛାଡି ପାକିସ୍ତାନୀ କ୍ରିକେଟର୍‌ ପ୍ରେମରେ ପଡିଛନ୍ତି  ଉର୍ବଶୀ। ସେ ପାକିସ୍ତାନର କ୍ରିକେଟର ନସୀମ ସାହାଙ୍କ ପ୍ରେମରେ ପଡିଛନ୍ତି। ଏକଥା ଆମେ କହୁନି। ସୋଶାଲ ମିଡିଆରେ ଉର୍ବଶୀ ଓ ନସୀମଙ୍କୁ ନେଇ ଏଭଳି କିଛି ଚର୍ଚ୍ଚା ହେଉଛି। ଏଥିପାଇଁ ତାଙ୍କୁ ଚାରିଆଡୁ ଟ୍ରୋଲ କରାଯାଇଛି।

Advertisment

ନିକଟରେ ଏସିଆ କପ୍‌ରେ ଭାରତ ଓ ପାକିସ୍ତନାରେ ହୋଇଥିବା ମ୍ୟାଚ୍‌ ଦେଖିବା ପାଇଁ ଦୁବାଇ ପହଞ୍ଚିଥିଲେ ଉର୍ବଶୀ। ତେବେ କ୍ରିକେଟର ଋଷଭ ପନ୍ତ ଏବଂ ତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଯୋଗୁଁ ଉର୍ବଶୀ ଏହି ମ୍ୟାଚ୍‌ ଦେଖିବା ପାଇଁ ଯାଇଥିବା କିଛି ଲୋକ ବିଶ୍ୱାସ କରୁଥିଲେ। ସେପ୍ଟେମ୍ବର ୪ରେ, ଉର୍ବଶୀ ପୁଣି ଥରେ ଇଣ୍ଡୋ-ପାକ୍ ମ୍ୟାଚ୍ ଦେଖିବାକୁ ଆସିଥିଲେ। ତେବେ ଏଥର ତାଙ୍କ ନଜର ପନ୍ତ ଉପରେ ନୁହେଁ ବରଂ ପାକିସ୍ତାନୀ କ୍ରିକେଟର ନସୀମଙ୍କ ଉପରେ ଥିଲା।

https://twitter.com/zkii25/status/1567048768553361409?s=20&t=MrCbAKpto0JOL7GOO8QXAA

Advertisment

ପନ୍ତଙ୍କ ସହ ଝଗଡା ମଧ୍ୟରେ ପାକିସ୍ତାନ କ୍ରିକେଟର ନସୀମଙ୍କ ପ୍ରେମରେ ପଡି ଯାଇଛନ୍ତି ଉର୍ବଶୀ। ମ୍ୟାଚ୍‌ ପରେ ଉର୍ବଶୀ ନସୀମଙ୍କ ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରି ଏଭଳି କିଛି ହିଣ୍ଟ ଦେଇଛନ୍ତି। ଏହି ଭିଡିଓରେ ନସୀମ୍‌ କ୍ରିକେଟ ପିଚ୍‌ରେ ହସୁଥିବା ବେଳେ ଉର୍ବଶୀ ତାଙ୍କୁ ଦେଖି ଲାଜେଇ ଯାଉଥିବା ଦେଖିବାକୁ ମିଳିଛି।

ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଉର୍ବଶୀ ଓ ନସୀମଙ୍କୁ ନେଇ ସୃଷ୍ଟି ହୋଇଯାଇଛି ମିମ୍ସର ଝଡ। ଉର୍ବଶୀଙ୍କ ଏହି ଭିଡିଓକୁ ନେଇ ତାଙ୍କ ଅନେକ ୟୁଜର୍ସ ଟ୍ରୋଲ ମଧ୍ୟ କରିଛନ୍ତି। ସେପଟେ ଉର୍ବଶୀ ପାକିସ୍ତାନୀ କ୍ରିକେଟରଙ୍କ ପ୍ରେମରେ ପଡିବା ଶୁଣି ଋଷଭ ପନ୍ତଙ୍କ ଫ୍ୟାନ୍‌ମାନଙ୍କ ହୃଦୟ ଭାଙ୍ଗି ଯାଇଛି। ବହୁ ଦିନ ପୂର୍ବେ ଉର୍ବଶୀ ଓ ଋଷଭ ପନ୍ତ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହି ଖବରକୁ ଖଣ୍ତନ କରିଥିଲେ ଋଷଭ।

https://twitter.com/fzk_94/status/1567115441750921218?s=20&t=jEgHkJ8QnhMGDv_wPyG1-Q

https://twitter.com/a__monotheistic/status/1567140123644502022?s=20&t=QbDHg9aIhRfdDjdxxDIgAg

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe