ଦୟାକରି ମତେ ରକ୍ଷା କର...ଗୁହାରି କଲେ ଉର୍ବଶୀ

ମୁମ୍ବାଇ: ବଲିଉଡର ହଟ୍‌ ଆଣ୍ଡ ଗ୍ଲାମରସ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା। ସେ ତାଙ୍କ ଫ୍ୟାଶନ ଆଉ ଗ୍ଲାମରକୁ ନେଇ ସବୁଦିନ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଗୋଟିଏ ଝଲକ୍‌ ପାଇ ଫ୍ୟାନ୍‌ମାନେ ତାଙ୍କ ଉପରେ ଫିଦା ହୋଇଯାଉଛନ୍ତି। କିନ୍ତୁ ଏବେ ସେ ଅଡୁଆରେ ଫସିଛନ୍ତି। ତାଙ୍କ ଜୀବନ ପ୍ରତି ରହିଛି ବିପଦ। ଏଥିଲାଗି ତାଙ୍କୁ ରକ୍ଷା କରିବା ପାଇଁ ସେ ଗୁହାରି କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ ଭିଡିଓ ଶେଆର କରି ‘ମୋତେ ରକ୍ଷା କର, ପ୍ଲିଜ ସେଭ୍‌ ମି…’ […]

urvashi-rautela

urvashi-rautela

Madhupriya Mistry
  • Published: Tuesday, 26 July 2022
  • Updated: 26 July 2022, 01:40 PM IST

Sports

Latest News

ମୁମ୍ବାଇ: ବଲିଉଡର ହଟ୍‌ ଆଣ୍ଡ ଗ୍ଲାମରସ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା। ସେ ତାଙ୍କ ଫ୍ୟାଶନ ଆଉ ଗ୍ଲାମରକୁ ନେଇ ସବୁଦିନ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଗୋଟିଏ ଝଲକ୍‌ ପାଇ ଫ୍ୟାନ୍‌ମାନେ ତାଙ୍କ ଉପରେ ଫିଦା ହୋଇଯାଉଛନ୍ତି। କିନ୍ତୁ ଏବେ ସେ ଅଡୁଆରେ ଫସିଛନ୍ତି। ତାଙ୍କ ଜୀବନ ପ୍ରତି ରହିଛି ବିପଦ। ଏଥିଲାଗି ତାଙ୍କୁ ରକ୍ଷା କରିବା ପାଇଁ ସେ ଗୁହାରି କରିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ସେ ଭିଡିଓ ଶେଆର କରି 'ମୋତେ ରକ୍ଷା କର, ପ୍ଲିଜ ସେଭ୍‌ ମି...' ବୋଲି ଗୁହାରି କରିଛନ୍ତି। ଏହି ଭିଡିଓକୁ ପୋଷ୍ଟ କରି କିଛି ସମୟ ପରେ ଡିଲିଟ୍‌ କରିଦେଇଛନ୍ତି ଉର୍ବଶୀ।  ତେବେ କାହାଠୁ ନିଜକୁ ରକ୍ଷା କରିବାକୁ ଏପରି ଷୋଷ୍ଟ କରିଥିଲେ ଉର୍ବଶୀ। ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଛି।

ବଲିଉଡ଼ରେ ଚର୍ଚ୍ଚିତ ହିରୋଇନ୍‌ଙ୍କ ମଧ୍ୟରେ ଉର୍ବଶୀ ରୌତେଲା ଅନ୍ୟ ଜଣେ। ସବୁବେଳେ ନିଜର ଗେଟ୍‌ଅପ୍‌କୁ ନେଇ ଚର୍ଚ୍ଚାରେ ଥା'ନ୍ତି ସେ। ନିକଟରେ ଫ୍ୟାନ୍‌ମାନଙ୍କୁ ଚକ୍‌ମା ଦେବା ପାଇଁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଅପ୍‌କମିଂ ଫିଲ୍ମ ଶୁଟିଂ ବେଳର ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ଶତାଧିକ ଗୁଣ୍ଡା ହାତରେ ଖଣ୍ଡା କାତି ଧରି ତାଙ୍କୁ ଘେରି ରହିଛନ୍ତି। ଏହି ଭିଡିଓକୁ ପୋଷ୍ଟ କରି ଉର୍ବଶୀ କ୍ୟାପସନ୍‌ 'ପ୍ଲିଜ୍‌ ସେଭ୍‌ ମି..' ଲେଖିଥିଲେ। ପରେ ଏହି ଭିଡିଓକୁ ନେଇ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଏହାର କିଛି ସମୟ ପରେ ଉର୍ବଶୀ ସେହି ପୋଷ୍ଟକୁ ଡିଲିଟ୍‌ କରିଦେଇଥିଲେ।

Urvashi Rautela Latest Photos: Current Photogallery, Images, Pics on Urvashi Rautela at News18

ଉର୍ବଶୀ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିବା ଭିଡିଓଟି ‘ଦ ଲେଜେଣ୍ଡ’ ଫିଲ୍ମର ବୋଲି ଜଣାପଡିଛି। ଏହାଏକ ଆକ୍ସନ-ଥ୍ରୀଲର ତାମିଲ୍‌ ଫିଲ୍ମ। ଏହି ଫିଲ୍ମରେ ତାମିଲ୍‌ ସୁପରଷ୍ଟାର ଅରୁଲ ସରଭନଙ୍କ ଦମ୍‌ଦାର୍‌ ରୋଲ୍‌ ଦେଖିବାକୁ ମିଳିବ। ଏହାବାଦ୍‌ ଏହି ଫିଲ୍ମ ଜରିଆରେ ତାମିଲ୍‌ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ ଉର୍ବଶୀ ରୌତେଲା। ଆସନ୍ତା ୨୮  ତାରିଖରେ ଏହି ଫିଲ୍ମଟି ରିଲିଜ ହେବ। ହିନ୍ଦୀ, ତାମିଲ୍‌, ତେଲୁଗୁ, କନ୍ନଡ଼, ମାଲୟାଲମ୍‌ ଭାଷାରେ ଫିଲ୍ମଟି ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story