ଆଉ ନାହାନ୍ତି ଭେଟରାନ ଅଭିନେତ୍ରୀର ତବସୁମ

ମୁମ୍ବାଇ: ପରପାରିରେ ଭେଟରାନ ଅଭିନେତ୍ରୀ ତବସୁମ ଗୋଭିଲ୍‌। ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଅନେକ ବଲିଉଡ ସିନେମା ସହ ସେ ଟିଭି ଶୋ’ ଓ ୟୁଟ୍ୟୁକରେ ବେଶ ସକ୍ରିୟ ରହିଥିଲେ।ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଥିଲେ ମଧ୍ୟ ଆଜି ଖବର ସାମ୍ନାକୁ ଆସିଛି। ଆସନ୍ତା ୨୧ ତାରିଖରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଗୋଟିଏ ପ୍ରାର୍ଥନା ସଭା ମୁମ୍ବାଇରେ ଆୟୋଜିତ ହେବ। ତାଙ୍କ ପୁଅ ଲୁହ ଭିଜା ଆଖିରେ […]

Tabssum

Tabssum

Hemant Lenka
  • Published: Saturday, 19 November 2022
  • Updated: 19 November 2022, 08:35 PM IST

Sports

Latest News

ମୁମ୍ବାଇ: ପରପାରିରେ ଭେଟରାନ ଅଭିନେତ୍ରୀ ତବସୁମ ଗୋଭିଲ୍‌। ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଅନେକ ବଲିଉଡ ସିନେମା ସହ ସେ ଟିଭି ଶୋ’ ଓ ୟୁଟ୍ୟୁକରେ ବେଶ ସକ୍ରିୟ ରହିଥିଲେ।ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଥିଲେ ମଧ୍ୟ ଆଜି ଖବର ସାମ୍ନାକୁ ଆସିଛି। ଆସନ୍ତା ୨୧ ତାରିଖରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଗୋଟିଏ ପ୍ରାର୍ଥନା ସଭା ମୁମ୍ବାଇରେ ଆୟୋଜିତ ହେବ।

ତାଙ୍କ ପୁଅ ଲୁହ ଭିଜା ଆଖିରେ କହିଛନ୍ତି, “ମା’(ତବସୁମ) ସୁସ୍ଥ ଥିଲେ। ହଠାତ ଏମିତି ଘଟଣା ଘଟଣା ଘଟିଛି। ଶୁକ୍ରବାର ରାତି ପ୍ରାୟ ୮.୪୦ରେ ତାଙ୍କ ଦେହାନ୍ତ ହୋଇଛି। ହସ୍ପିଟାଲରେ ହୃଦଘାତ ଯୋଗୁ ସେ ଆଖି ବୁଜିଛନ୍ତି। ୧୦ ଦିନ ତଳେ ସେ ଶୁଟିଂ ସେଟକୁ ଯାଇଥିଲେ।

ଆସନ୍ତା ସପ୍ତାହରେ ପୁଣି ଶୁଟିଂ ହେବାର ଥିଲା। ସବୁ କିଛି ହଠାତ୍‌ ହୋଇ ଯାଇଛି। ତାଙ୍କର ଗ୍ରାଷ୍ଟ୍ରୋ ସମସ୍ୟା ଥିଲା। କିଛି ଦିନ ସେ ଏଥିପାଇଁ ହସ୍ପିଟାଲ ଯାଇଥିଲେ। ଏହାପରେ ଡିସଚାର୍ଜ ହୋଇଥିଲେ। ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ପୁଣି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ୨ ମିନିଟ୍‌ ଭିତରେ ୨ଟି ହୃଦଘାତ ହେବାରୁ ତାଙ୍କ ମୃତ୍ୟୁ ଘଟିଛି।”

୧୯୪୪ ମସିହା ଜୁଲାଇ ୯ରେ ଜନ୍ମ ଗ୍ରହଣ କରିଥିବା ତବସୁମ ୧୯୪୭ରେ ଶିଶୁ କଳାକାର ଭାବେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଟକ ଶୋ’ ଫୁଲ ଖିଲେ ହେଁ ଗୁଲଶନ ଗୁଲଶନର ହୋଷ୍ଟିଂ ସେ ଦୀର୍ଘ ବର୍ଷ ହେଲା କରି ଚାଲିଥିଲେ।

୧୯୭୨ରୁ ୧୯୯୩ ଯାଏ ସେ ଏହି କାର୍ଯ୍ୟକ୍ରମର ଆଙ୍କର ଭୂମିକାରେ ରହିଥିଲେ। ନର୍ଗିସଙ୍କ ସହ ଶିଶୁ କଳାକାର ଭାବେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ତବସୁମ ୧୯୪୭ରେ ମେରା ସୁହାଗ, ୧୯୪୭ରେ ମହଞ୍ଜଦାର ଓ ୧୯୪୯ରେ ୧୯୪୯ରେ ରିଲିଜ ହୋଇଥିବା ବାରି ବେହେନରେ ସେ ଶିଶୁ କଳାକାର ଭାବେ ସମସ୍ତ ହୃଦୟ ଜିତିଥିଲେ।

ଏହାବାଦ ଦିଦାର, ସଂଗ୍ରାମ, ଜୋଗାନ, ଜନ୍ନି ମେରା ନାମ, ତେରେ ମେରେ ସପନେ, ଚାମେଲି ଶାଦି ଓ ଆହୁରି ଅନେକ ସିନେମାରେ ସେ ନିଖୁଣ ଅଭିନୟ କରିଛନ୍ତି। ୧୯୯୦ରେ ତାଙ୍କର ଶେଷ ସିନେମା ସ୍ୱର୍ଗ ରିଲିଜ୍‌ ହୋଇଥିଲା। ଫିଲ୍ମ କ୍ୟାରିୟର ପରେ ସେ ଏକାଧିକ ଶୋ’ ଓ ୟୁଟ୍ୟୁକରେ ସକ୍ରିୟ ଥିଲେ।

ଗତବର୍ଷ କରୋନାରେ ଆକ୍ରାନ୍ତ ହେବା ପରେ ତବସୁମଙ୍କୁ ୧୦ ଦିନ ହସ୍ପିଟାଲରେ ରହିବାକୁ ପଡ଼ିଥିଲା। ତାଙ୍କ ଦେହାନ୍ତରେ ପୂରା ଫିଲ୍ମ ଓ ଟିଭି ଜଗତ ସ୍ତବ୍ଧ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story