ବିକ୍କି-କ୍ୟାଟ୍ରିନାଙ୍କ ଲାଇଫ୍‌ରେ ଏଣ୍ଟ୍ରି କଲେ ସଉତୁଣୀ!

ମୁମ୍ବାଇ: ବଲିଉଡର ମୋଷ୍ଟ ପପୁଲାର ଯୋଡି ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫ। ଗତ ବର୍ଷ ଦୁହେଁ ବିବାହ କରିଛନ୍ତି। ଦୀର୍ଘ ଦିନ ପରସ୍ପରକୁ ଡେଟ୍‌ କରିବା ପରେ ଉଭୟ ସାତଫେରା ନେଇଥିଲେ। ତେବେ ବିବାହକୁ ବର୍ଷେ ନ ବିତୁଣୁ ଏବେ ବିକ୍କିଙ୍କୁ ମିଳିଯାଇଛନ୍ତି ଆଉ ଜଣେ ପାର୍ଟନର। କ୍ୟାଟ୍ରିନାଙ୍କ ବୈବାହିକ ଜୀବନରେ ଏଣ୍ଟ୍ରି କରିଛନ୍ତି ସଉତୁଣୀ। ବିକ୍କି ଏବେ କ୍ୟାଟ୍ରିନାଙ୍କୁ ଛାଡି ତାଙ୍କ ସହ ସମୟ ବିତାଉଛନ୍ତି। ବାସ୍ତବରେ କ୍ୟାଟ୍ରିନାଙ୍କ ଏହି ସଉତୁଣୀ ଜଣଙ୍କ ଆଉ […]

vicky-kaushal-katrina-kaif

vicky-kaushal-katrina-kaif

Madhupriya Mistry
  • Published: Monday, 13 June 2022
  • Updated: 13 June 2022, 04:18 PM IST

Sports

Latest News

ମୁମ୍ବାଇ: ବଲିଉଡର ମୋଷ୍ଟ ପପୁଲାର ଯୋଡି ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫ। ଗତ ବର୍ଷ ଦୁହେଁ ବିବାହ କରିଛନ୍ତି। ଦୀର୍ଘ ଦିନ ପରସ୍ପରକୁ ଡେଟ୍‌ କରିବା ପରେ ଉଭୟ ସାତଫେରା ନେଇଥିଲେ। ତେବେ ବିବାହକୁ ବର୍ଷେ ନ ବିତୁଣୁ ଏବେ ବିକ୍କିଙ୍କୁ ମିଳିଯାଇଛନ୍ତି ଆଉ ଜଣେ ପାର୍ଟନର। କ୍ୟାଟ୍ରିନାଙ୍କ ବୈବାହିକ ଜୀବନରେ ଏଣ୍ଟ୍ରି କରିଛନ୍ତି ସଉତୁଣୀ। ବିକ୍କି ଏବେ କ୍ୟାଟ୍ରିନାଙ୍କୁ ଛାଡି ତାଙ୍କ ସହ ସମୟ ବିତାଉଛନ୍ତି।

ବାସ୍ତବରେ କ୍ୟାଟ୍ରିନାଙ୍କ ଏହି ସଉତୁଣୀ ଜଣଙ୍କ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବଲିଉଡର ଫେମସ୍‌ କୋରିଓଗ୍ରାଫର ଫରାହ୍ ଖାନ୍‌। ନିକଟରେ ଫରାହ୍‌ ଖାନ୍‌ ଓ ବିକ୍କି କୌଶଲ କ୍ରୋଏସିଆରେ ଏକ ଶୁଟିଂ ବେଳେ ଏକାଠି ହୋଇଛନ୍ତି। ସେହି ଶୁଟିଂ ବେଳର ଫଟୋକୁ ଫରାହ୍ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

ଫଟୋରେ ବିକ୍କି ବେଶ୍‌ ହ୍ୟାଣ୍ଡସମ ଦେଖାଯାଉଥିବା ବେଳେ ଫରାହ୍‌ ବ୍ଲାକ ଚଷମା ପିନ୍ଧି ତାଙ୍କ ସହ ପୋଜ୍ ଦେଇଛନ୍ତି। ଏହି ଫଟୋକୁ ଶେଆର କରି ଫରାହ୍ କ୍ୟାପସନରେ ମଜାଳିଆ ଢଙ୍ଗରେ ଲେଖିଛନ୍ତି, 'ସରି କ୍ୟାଟ୍ରିନା, ବିକ୍କିଙ୍କୁ ଆଉ ଜଣେ ପାର୍ଟନର ମିଳି ଯାଇଛନ୍ତି।' ଏଥିସହ ଫଟୋର ବ୍ୟାକ୍‌ଗ୍ରାଉଣ୍ଡରେ 'କଲ୍‌ ହୋ ନା ହୋ' ଫିଲ୍ମର ଗୀତ ମଧ୍ୟ ଲଗାଇଛନ୍ତି।

Vicky Kaushal has found someone else' says Farah Khan, Katrina Kaif reacts | Colors of India

ଫରାହ୍ ଖାନଙ୍କ ଏଭଳି ଥଟ୍ଟାମଜା ଭରା ପୋଷ୍ଟ ଉପରେ ମିସେସ କୌଶଲ ପ୍ରତିକ୍ରିୟା ଦେଇଛନ୍ତି। ସେ ଫରାହ୍‌ ଓ ବିକ୍କିଙ୍କ ଫଟୋକୁ ରି-ଶେଆର କରି କହିଛନ୍ତି, 'ଆପଣଙ୍କୁ ଅନୁମତି ଅଛି।' ଏଥିସହ କ୍ୟାଟ୍ରିନା ଏକ ଲାଲ ରଙ୍ଗର ହାର୍ଟ ଇମୋଜି ମଧ୍ୟ ଶେଆର କରିଛନ୍ତି।

ଚଳଚ୍ଚିତ୍ର ନିର୍ମାତା ତଥା କୋରିଓଗ୍ରାଫର ଫରାହ୍ ଖାନ ସୋଶାଲ୍ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରାୟତଃ ଇଣ୍ଡଷ୍ଟ୍ରିର ହ୍ୟାଣ୍ଡସମ ହଙ୍କ୍ ମାନଙ୍କ ସହ ସୋଶାଲ ମିଡିଆରେ ଫଟୋ ଶେଆର କରନ୍ତି। ବେଳେବେଳେ ସେ ଥ୍ରୋବ୍ୟାକ୍ ଫଟୋକୁ ମଧ୍ୟ ଶେଆର କରି ପ୍ରଶଂସକଙ୍କ ହୃଦୟ ଜିତନ୍ତି। ଏଥର ଫରାହ ଖାନ ଅଭିନେତା ବିକ୍କି କୌଶଲଙ୍କୁ ଧରିଛନ୍ତି।

फराह खान की पोस्टफराह खान की पोस्ट

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story