କାହାଣୀ ଶୁଣାଇଲେ ହ୍ରିତିକ୍‌, ରାଗିଗଲେ ସୈଫ

ମୁମ୍ବାଇ: ହାତରେ ହତକଡି, କିନ୍ତୁ କମିନି ସ୍ୱାଗ୍‌। ପୂରାପୁରି ଧାସୁ ଅନ୍ଦାଜରେ ଚୌକି ଉପରେ ବସିଛନ୍ତି ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ ରୋସନ୍‌। ଆଉ ତାଙ୍କ ଆଗରେ ବସିଛନ୍ତି ନୱାବ ସୈଫ ଅଲ୍ଲି ଖାନ୍‌। ସୈଫଙ୍କୁ କାହାଣୀ ଶୁଣାଉଛନ୍ତି ହ୍ରିତିକ୍‌। କିହଲେ, ‘ଭଲ ଏବଂ ଖରାପ ମଧ୍ୟରେ ପାର୍ଥକ୍ୟ କରିବା ସହଜ କିନ୍ତୁ ଏଠାରେ ଉଭୟ ଖରାପ।’ ଏହା ଶୁଣି ରାଗିଗଲେ ସୈଫ। ଏଭଳି କିଛି ଦମ୍‌ଦାର ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ବହୁ ପ୍ରତିକ୍ଷିତ […]

saif-ali-khan-hrithik-roshan

saif-ali-khan-hrithik-roshan

Madhupriya Mistry
  • Published: Wednesday, 24 August 2022
  • Updated: 24 August 2022, 12:47 PM IST

Sports

Latest News

ମୁମ୍ବାଇ: ହାତରେ ହତକଡି, କିନ୍ତୁ କମିନି ସ୍ୱାଗ୍‌। ପୂରାପୁରି ଧାସୁ ଅନ୍ଦାଜରେ ଚୌକି ଉପରେ ବସିଛନ୍ତି ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ ରୋସନ୍‌। ଆଉ ତାଙ୍କ ଆଗରେ ବସିଛନ୍ତି ନୱାବ ସୈଫ ଅଲ୍ଲି ଖାନ୍‌। ସୈଫଙ୍କୁ କାହାଣୀ ଶୁଣାଉଛନ୍ତି ହ୍ରିତିକ୍‌। କିହଲେ, 'ଭଲ ଏବଂ ଖରାପ ମଧ୍ୟରେ ପାର୍ଥକ୍ୟ କରିବା ସହଜ କିନ୍ତୁ ଏଠାରେ ଉଭୟ ଖରାପ।' ଏହା ଶୁଣି ରାଗିଗଲେ ସୈଫ। ଏଭଳି କିଛି ଦମ୍‌ଦାର ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ବହୁ ପ୍ରତିକ୍ଷିତ ଫିଲ୍ମ 'ବିକ୍ରମ ବେଧା'ର ଟିଜର୍‌ରେ।

ପରଦାକୁ ପୁଣି ଫେରିଛନ୍ତି 'ବିକ୍ରମ ବେଧା'। ଏଥର କିନ୍ତୁ ପୂରାପୁରି ନୂଆ ଅବତାର ଓ ନୂଆ ସ୍ୱାଗ୍‌ରେ। ଦମ୍‌ଦାର ଆକ୍ସନ ସାଙ୍ଗକୁ ଡାଏଲଗ୍‌ ଡେଲିଭରି ମଧ୍ୟ ରହିଛି ବେଶ୍‌ ଖାସ୍‌। ୨୦୧୭ରେ ରିଲିଜ ହୋଇଥିବା ସୁପରହିଟ୍‌ ତାମିଲ ଫିଲ୍ମ ବିକ୍ରମ ବେଧାରେ ଆର୍‌ ମାଧବନ ଓ ବିଜୟ ସେତୁପତି ନଜର ଆସିଥିଲେ। ଏବେ କିନ୍ତୁ ଏହି 'ବିକ୍ରମ ବେଧା'ରେ ସୈଫ ଓ ହ୍ରିତିକଙ୍କ ଆକ୍ସନ ଦେଖିବାକୁ ମିଳିବ। ପ୍ରଥମ କରି ପରଦାରେ ନଜର ଆସିବେ ଏହି ଦୁଇ ଯୋଡି।

ତାମିଲ ଫିଲ୍ମ 'ବିକ୍ରମ ବେଧା'ର ହିନ୍ଦି ରିମେକ୍‌ରେ ହ୍ରିତିକ ରୋସନ୍‌ ଓ ସୈଫ ଅଲ୍ଲି ଖାନ୍‌ ଲିଡ୍‌ ରୋଲରେ ଅଛନ୍ତି। ଏହି ଫିଲ୍ମ ଜରିଆରେ ବଲିଉଡର ଗ୍ରୀକ୍‌ ଗଡ୍‌ କୁହାଯାଉଥିବା ହ୍ରିତିକି ତିନି ବର୍ଷ ପରେ ସିଲଭର ସ୍କ୍ରିନ୍‌କୁ ଫେରିବେ। ୧ ମିନିଟ୍‌ ୪୬ ସେକେଣ୍ଡର ଏହି ଟିଜରରେ ଭରପୁର ଆକ୍ସନ ସିନ୍‌ ରହିଛି। ସେହିପରି ଡାଏଲଗ୍ ସାଙ୍ଗ ଥ୍ରୀଲର ମଧ୍ୟ ଦେଖିବାକୁ ମିଳିଛି। ଏହି ଫିଲ୍ମକୁ ପୁଷ୍କର ଗାୟତ୍ରୀ ନିର୍ଦ୍ଦେଶନା ଦେଇଛନ୍ତି। ପୁଷ୍କର ତାମିଲ 'ବିକ୍ରମ ବେଧା' ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ।

ଫିଲ୍ମରେ ହ୍ରିତିକ୍‌ଙ୍କୁ ଭିଲେନ୍‌ ଭୂମିକାରେ ଦେଖିବାକୁ ମିଳିବ। ଆଉ ପୁଲିସ ଚରିତ୍ରରେ ନଜର ଆସିବେ ସୈଫ୍‌। ଫିଲ୍ମର କାହାଣୀ ଭଲ ବନାମ ଖରାପ ଉପରେ ଆଧାରିତ। ଅନ୍ୟ ପ୍ରମୁଖ ଭୂମିକାରେ ରାଧିକା ଆପ୍‌ତେ, ରୋହିତ ଶରାଫ, ଶାରିବ ହାଶମି, ଯୋଗିତା ବିହାନି ମଧ୍ୟ ଅଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ରେ ଫିଲ୍ମଟି ପରଦାକୁ ଆସିବ।

https://youtu.be/nf51aIeEWa0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story