'ଦ କଶ୍ମୀର ଫାଇଲ୍ସ'କୁ ନେଇ ନେତା-ନିର୍ଦ୍ଦେଶକ ମୁହାମୁହିଁ

ନୂଆଦିଲ୍ଲୀ: ଫିଲ୍ମ ଦ କଶ୍ମୀର ଫାଇଲ୍ସ। ଚଳିତ ବର୍ଷର ଐତିହାସିକ ଫିଲ୍ମ ମଧ୍ୟରୁ ଗୋଟିଏ। ତେବେ ଏହି ଫିଲ୍ମକୁ ନେଇ ଜାରି ରହିଛି ରାଜନୀତି। ଯେବେଠୁ ଏହି ଫିଲ୍ମ ରିଲିଜ ହୋଇଛି ସେବେଠାରୁ ଚର୍ଚ୍ଚାରେ ରହିଛି। କେହି କେହି ଏହି ଫିଲ୍ମକୁ ଅପପ୍ରଚାର ବୋଲି କୁହଥିବାବେଳେ ଆଉ କିଏ ମନଗଢ଼ା ବୋଲି କହୁଛି। ଏବେ ପୁଣି ଥରେ କଶ୍ମୀର ଫାଇଲ୍ସକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ଦୁଇ ପ୍ରସିଦ୍ଧ ବ୍ୟକ୍ତି। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଓ ବରିଷ୍ଠ […]

vivek-agnihotri-and-shashi-tharoor

vivek-agnihotri-and-shashi-tharoor

Madhupriya Mistry
  • Published: Tuesday, 10 May 2022
  • Updated: 10 May 2022, 03:45 PM IST

ନୂଆଦିଲ୍ଲୀ: ଫିଲ୍ମ ଦ କଶ୍ମୀର ଫାଇଲ୍ସ। ଚଳିତ ବର୍ଷର ଐତିହାସିକ ଫିଲ୍ମ ମଧ୍ୟରୁ ଗୋଟିଏ। ତେବେ ଏହି ଫିଲ୍ମକୁ ନେଇ ଜାରି ରହିଛି ରାଜନୀତି। ଯେବେଠୁ ଏହି ଫିଲ୍ମ ରିଲିଜ ହୋଇଛି ସେବେଠାରୁ ଚର୍ଚ୍ଚାରେ ରହିଛି। କେହି କେହି ଏହି ଫିଲ୍ମକୁ ଅପପ୍ରଚାର ବୋଲି କୁହଥିବାବେଳେ ଆଉ କିଏ ମନଗଢ଼ା ବୋଲି କହୁଛି। ଏବେ ପୁଣି ଥରେ କଶ୍ମୀର ଫାଇଲ୍ସକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ଦୁଇ ପ୍ରସିଦ୍ଧ ବ୍ୟକ୍ତି। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ମଧ୍ୟରେ ଏକ ପ୍ରକାର ଆରମ୍ଭ ହୋଇଯାଇଛି ଟ୍ୱିଟ୍‌ ୱାର୍‌।

ସିଙ୍ଗାପୁରରେ ଦ କଶ୍ମୀର ଫାଇଲ୍ସକୁ ବ୍ୟାନ୍‌ କରିବା ପରେ ଆରମ୍ଭ ହୋଇଛି ବିବାଦ। ସିଙ୍ଗାପୁରର ଏକ ନ୍ୟୁଜ୍‌ ଚ୍ୟାନେଲ ନ୍ୟୁଜ୍‌‌ ଏସିଆର ଆର୍ଟିକେଲକୁ ଶେଆର କରି ଶଶି ଥରୁର ଟ୍ୱିଟ୍‌ କରି କହିଛନ୍ତି, ‘ଭାରତୀୟ ଶାସକ ଦଳ ଦ୍ୱାରା ପ୍ରୋତ୍ସାହିତ(ପ୍ରମୋଟେଡ୍‌) ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’କୁ ସିଙ୍ଗାପୁରରେ ବ୍ୟାନ୍‌ କରାଯାଇଛି।' ଏହି ଟ୍ୱିଟ୍‌ ଜରିଆରେ ବିଜେପିକୁ ଟାର୍ଗେଟ୍‌ କରିଥିଲେ ସାଂସଦ ଥରୁର।

https://twitter.com/vivekagnihotri/status/1523865727513505792?s=20&t=FLxWaV5ZBJL8yyqN3-mMgQ

ତେବେ ଥରୁରଙ୍କ ଏହି ଟ୍ୱିଟ୍‌ରେ ଚିହିଁକି ଉଠିଥିଲେ 'ଦ କଶ୍ମୀର ଫାଇଲ୍ସ' ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ। ଅଗ୍ନିହୋତ୍ରୀ ରି-ଟ୍ୱିଟ୍‌ କରି ଥରୁରଙ୍କୁ ତାଙ୍କ ଭାଷାରେ ହିଁ ଜବାବ ଦେଇଥିଲେ। ସେ ଟ୍ୱିଟ୍‌ କରି ଲେଖିଥିଲେ- 'ମୋର ପ୍ରିୟ ସର୍ବଦା ଅଭିଯୋଗ କରୁଥିବା ଶଶି ଥରୁର। ସିଙ୍ଗାପୁର ସେନ୍‌ସର ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରତିକ୍ରିୟାଶୀଳ ସେନ୍‌ସର। ଏପରିକି ଏହା ‘ଲାଷ୍ଟ୍‌ ଟେମ୍ପଟେସନ୍‌ ଅଫ୍‌ ଖ୍ରୀଷ୍ଟ୍‌’ ଫିଲ୍ମକୁ ମଧ୍ୟ ବ୍ୟାନ୍‌ କରିଥିଲା। ଏପରିକି ଏକ ରୋମାଣ୍ଟିକ୍‌ ଫିଲ୍ମ ‘ଦ ଲୀଲା ହୋଟଲ୍‌ ଫାଇଲ୍ସ’କୁ ବି ସିଙ୍ଗାପୁର ଆଗକୁ ବ୍ୟାନ କରିବ। ତେଣୁ ଦୟାକରି କଶ୍ମୀର ହିନ୍ଦୁଙ୍କ ନରସଂହାରକୁ ନେଇ ପରିହାସ କରିବା ବନ୍ଦ କରନ୍ତୁ।’

ନିଜର ଏହି ଟ୍ୱିଟ୍‌ ସହ ବିବେକ ଅଗ୍ନିହୋତ୍ରୀ ସିଙ୍ଗାପୁର ଦ୍ୱାରା ବ୍ୟାନ୍‌ କରାଯାଇଥିବା ୪୮ଟି ଲୋକପ୍ରିୟ ଫିଲ୍ମର ତାଲିକାର ଏକ ଫଟୋ ମଧ୍ୟ ଶେଆର କରିଛନ୍ତି। ସେ ଶେଆର କରିଥିବା କିଛି ଫିଲ୍ମକୁ ଆଇଏମ୍‌ଡିବିରେ ୮ପଏଣ୍ଟ ରେଟିଂ ମଧ୍ୟ ମିଳିଛି। ଏଥିସହ ବିବେକ ଅଗ୍ନିହୋତ୍ରୀ ନିଜର ଦ୍ୱିତୀୟ ଟ୍ୱିଟ୍‌ରେ ଶଶି ଥରୁରଙ୍କୁ ତାଙ୍କ ଦିବଙ୍ଗତ ପତ୍ନୀ ସୁନନ୍ଦା ପୁଷ୍କରଙ୍କ କଥା ମନେ ପକାଇ ଦେଇଛନ୍ତି।

ବିବେକ ଟ୍ୱିଟ୍‌ କରି ଲେଖିଛି, 'କ'ଣ ଏହା ସତ ଯେ ସୁନନ୍ଦା ପୁଷ୍କର କଶ୍ମୀରୀ ହିନ୍ଦୁ ଥିଲେ? ଆଟାଚ ହୋଇଥିବା ସ୍କ୍ରିନ୍‌ଶଟ୍‌ ସତ କି? ଯଦି ହତ୍ୟ ତେବେ ହିନ୍ଦୁ ରୀତିନୀତି ଅନୁସାରେ, କୌଣସି ମୃତକଙ୍କୁ ସମ୍ମାନ ଦେବାକୁ ଯାଇ ଆପଣଙ୍କୁ(ଶଶି ଥରୁର) ଆପଣଙ୍କ ଟ୍ୱିଟ୍‌ ଡିଲିଟ୍‌ କରିଦେବା ଉଚିତ ଏବଂ ତାଙ୍କ(ସୁନନ୍ଦା) ଆତ୍ମାକୁ କ୍ଷମା ମାଗିବା ଉଚିତ।'

ଟ୍ୱିଟର୍‌ରରେ ବିବେକ ଅଗ୍ନିହୋତ୍ରୀ ଯେଉଁ ସ୍କ୍ରିନ୍‌ଶଟ୍‌ ଆଟାଚ କରିଛନ୍ତି ତାହା ସୁନନ୍ଦା ପୁଷ୍କରଙ୍କ ପୁରୁଣା ଟ୍ୱିଟ୍‌ ଥିଲା, ଯେଉଁଥିରେ ସେ ଜଣେ କଶ୍ମୀର ବାସିନ୍ଦା ହୋଇଥିବା କହିଥିଲେ। ତେବେ ବିବେକଙ୍କ ଏହି ଟ୍ୱିଟ୍‌କୁ ନେଇ କଂଗ୍ରେସ ନେତା ଶଶି ଥରୁରଙ୍କ କ'ଣ ପ୍ରତିକ୍ରିୟା ଆସୁଥିବା ତାହା ଆଗକୁ ଦେଖିବାକୁ ବାକି ରହିଲା।

ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମ 'ଦ କଶ୍ମୀର ଫାଇଲ୍ସ' ଯେତିକି ଚର୍ଚ୍ଚିତ ଥିଲା ସେତିକି ବ୍ଲକବଷ୍ଟର ହିଟ୍‌ ମଧ୍ୟ ପ୍ରମାଣିତ ହୋଇଥିଲା। ଏହି ଫିଲ୍ମରେ କଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣା, ସଙ୍ଘର୍ଷ ଓ ନରସଂହାରକୁ ନାଟକୀୟ ଢ଼ଙ୍ଗରେ ଉପସ୍ଥାପନ କରାଯାଇଥିଲା।

https://twitter.com/vivekagnihotri/status/1523869657706364929?s=20&t=LmshhVsryN0wbRmv-qyutw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story