ଲକ୍‌ଡାଉନ୍‌ରେ ଲକ୍‌ ହେଲେ ୟାମି

ମୁମ୍ବାଇ: ହାତକୁ ଦି ହାତ ହେଲେ ବଲିଉଡ ଷ୍ଟାର ୟାମି ଗୌତମ । ଲକଡାଉନ୍ ଭିତରେ ଗୋପନରେ କଲେ ବିବାହ । କେବଳ ନିଜ ପରିବାର ଲୋକ ଏବଂ ନିକଟ ସମ୍ପର୍କିୟଙ୍କ ଉପସ୍ଥିତିରେ ବହୁ ଦିନ ସଙ୍ଗକୁ କଲେ ଜୀବନସାଥୀ । ଉରି ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ହାତ ଧରିଛନ୍ତି ୟାମି । ବୈଦିକ ରତିନୀତିରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି । ଇନ୍‌ଷ୍ଟାଗ୍ରାମରେ ଫଟୋ ସେଆର କରି ନିଜେ ୟାମି ନିଜ ବିବାହର ସୂଚନା […]

Yammi

Yammi

Madhupriya Mistry
  • Published: Friday, 04 June 2021
  • Updated: 04 June 2021, 06:10 PM IST

Sports

Latest News

ମୁମ୍ବାଇ: ହାତକୁ ଦି ହାତ ହେଲେ ବଲିଉଡ ଷ୍ଟାର ୟାମି ଗୌତମ । ଲକଡାଉନ୍ ଭିତରେ ଗୋପନରେ କଲେ ବିବାହ । କେବଳ ନିଜ ପରିବାର ଲୋକ ଏବଂ ନିକଟ ସମ୍ପର୍କିୟଙ୍କ ଉପସ୍ଥିତିରେ ବହୁ ଦିନ ସଙ୍ଗକୁ କଲେ ଜୀବନସାଥୀ । ଉରି ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ହାତ ଧରିଛନ୍ତି ୟାମି । ବୈଦିକ ରତିନୀତିରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି ।

ଇନ୍‌ଷ୍ଟାଗ୍ରାମରେ ଫଟୋ ସେଆର କରି ନିଜେ ୟାମି ନିଜ ବିବାହର ସୂଚନା ଦେଇଛନ୍ତି । ଏଥିସହ ବୈବାହିକ ଜୀବନ ସୁଖମୟ ହେବା ପାଇଁ ସେ ନିଜ ଫ୍ୟାନ୍‌ମାନଙ୍କ ଠାରୁ ଆଶୀର୍ବାଦ ମାଗିଛନ୍ତି ।

ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ୟାମୀ । ‘ବିକି ଡୋନର’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବା ୟାମୀ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ସେ ‘ଉରି’, ‘କାବିଲ’, ‘ସନମ୍ ରେ’, ‘ବାଲା’, ‘ବଦ୍‌ଲାପୁର’, ‘ଆକ୍ସନ ଜ୍ୟାକ୍‌ସନ୍‌’, ‘ସରକାର-୩’, ‘ଗିନି ୱେଡସ୍ ସନ୍ନି’, ‘ଜୁନିନିୟତ୍‌’, ‘ବତି ଗୁଲ୍ ମିଟର ଚାଲୁ’ ଫିଲ୍ମରେ ନିଜର ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି ୟାମି । ବଲିଉଡ ବ୍ୟତୀତ ସେ ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ ନିଜ ଅଭିନୟର ଜାଦୁ ଦେଖାଇସାରିଛନ୍ତି ।

View this post on Instagram

A post shared by Yami Gautam (@yamigautam)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story