ଶାଲିନୀଙ୍କ ହାତ ଛାଡ଼ିଲେ ହନି ସିଂହ, ହେଲା ଛାଡ଼ପତ୍ର

ମୁମ୍ବାଇ: ପତ୍ନୀଙ୍କ ଠାରୁ ଅଲଗା ହେଲେ ବି-ଟାଉନର ଫେମସ୍‌ ପଞ୍ଜାବୀ ସିଙ୍ଗର ତଥା ରାପର ୟୋ ୟୋ ହନି ସଂହ। ଛାଡିଲେ ପତ୍ନୀ ଶାଲିନୀ ତଲୱାରଙ୍କ ହାତ। ବିଧିବଦ୍ଧ ଭାବେ ହେଲା ଛାଡପତ୍ର। ଦିଲ୍ଲୀ ସାକେତ ଫାମିଲି କୋର୍ଟରେ ଗତକାଲି ହନି ସଂହଙ୍କ ଛାଡପତ୍ର ମାମଲାର ଶୁଣାଣି ହୋଇଥିଲା। ଉଭୟ ପକ୍ଷରୁ ଅଭିଯୋଗ ଶୁଣାଣି ପରେ ହନି ସିଂହ ଓ ଶାଲିନୀଙ୍କ ଛାଡପତ୍ର ହୋଇଛି। ଦୀର୍ଘ ଦିନ ଧରି ହନି ସିଂହ ଓ ପତ୍ନୀ ଶାଳିନୀଙ୍କ ମଧ୍ୟରେ […]

Honey Singh

Honey Singh

Madhupriya Mistry
  • Published: Saturday, 10 September 2022
  • Updated: 10 September 2022, 05:14 PM IST

Sports

Latest News

ମୁମ୍ବାଇ: ପତ୍ନୀଙ୍କ ଠାରୁ ଅଲଗା ହେଲେ ବି-ଟାଉନର ଫେମସ୍‌ ପଞ୍ଜାବୀ ସିଙ୍ଗର ତଥା ରାପର ୟୋ ୟୋ ହନି ସଂହ। ଛାଡିଲେ ପତ୍ନୀ ଶାଲିନୀ ତଲୱାରଙ୍କ ହାତ। ବିଧିବଦ୍ଧ ଭାବେ ହେଲା ଛାଡପତ୍ର। ଦିଲ୍ଲୀ ସାକେତ ଫାମିଲି କୋର୍ଟରେ ଗତକାଲି ହନି ସଂହଙ୍କ ଛାଡପତ୍ର ମାମଲାର ଶୁଣାଣି ହୋଇଥିଲା। ଉଭୟ ପକ୍ଷରୁ ଅଭିଯୋଗ ଶୁଣାଣି ପରେ ହନି ସିଂହ ଓ ଶାଲିନୀଙ୍କ ଛାଡପତ୍ର ହୋଇଛି।

Yo Yo Honey Singh's wife Shalini Talwar reveals rapper had 'sex with  multiple women' and was caught red-handed

ଦୀର୍ଘ ଦିନ ଧରି ହନି ସିଂହ ଓ ପତ୍ନୀ ଶାଳିନୀଙ୍କ ମଧ୍ୟରେ ଛାଡ ପତ୍ରକୁ ନେଇ ବିବାଦ ଲାଗି ରହିଥିଲା। ଉଭୟ ପରସ୍ପର ଉପରେ ଦୋଷ ଲଦାଲଦି ହେବା ସହ ବହୁ ଅଭିଯୋଗ ଆଣିଥିଲେ। ଏହାପରେ କଥା ଛାଡପତ୍ର ଯାଏଁ ଯାଇଥିଲା। ଗତକାଲି ଏହି ମାମଲାର ଶୁଣାଣି କରି ୧ କୋଟି ଟଙ୍କା ବଝାମଣାରେ ଛାଡପତ୍ର ହୋଇଥିଲା। ଆସନ୍ତା ୨୦ ମାର୍ଚ୍ଚ ୨୦୨୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପତ୍ନୀ ଶାଲିନୀଙ୍କ ଅନ୍ୟ ଆବେଦନଗୁଡିକ ଉପରେ ବିଚାର ହେବ।

Yo Yo Honey Singh legally separates from wife Shalini Talwar; pays Rs 1  crore alimony after divorce | Hindi Movie News - Bollywood - Times of India

ଗତ ବର୍ଷ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ତାଙ୍କ ପତ୍ନୀ। ହନି ସଂହ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ସୋଶାଲ ମିଡିଆରେ ଶାଲିନୀ ଅଭିଯୋଗ କରିଥିଲେ। ଏଥିସହ ହନି ସିଂହ ତାଙ୍କୁ ଧୋକା ଦେବା ସହ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ଆଣି ଦିଲ୍ଲୀ ତିସ ହଜାରୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେ ସମୟରେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ହନି ସିଂହ। ଦୁଇ ଜଣଙ୍କ ମଧ୍ୟରେ ଗତ ୨୦ ବର୍ଷ ଧରି ଭଲ ସମ୍ପର୍କ ଥିବାବେଳେ ପର ସମୟରେ ଏଥିରେ ଫାଟ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story