romeo
Advertisment
ମୁମ୍ବାଇ: ବିଖ୍ୟାତ ପ୍ରେମୀ ଯୁଗଳ ରୋମିଓ ଜୁଲିଏଟଙ୍କ ଚରିତ୍ର ଦେଖିବାକୁ ମିଳିବ ଫିଲ୍ମ 'ଶାନଦାର'ରେ। ନୂଆ ଧରଣର ପ୍ରେମ କାହାଣୀ ସାଙ୍ଗକୁ ଏହି ଦୁଇ ମହାନ ଚରିତ୍ରର ଗୋଟେ ମଡର୍ଣ୍ଣ ଭର୍ସନ ଦେଖିବାକୁ ମିଳିବ ଏହି ଫିଲ୍ମରେ। ଏଥିରେ ମିସ ଆଲିଆ ବାଲକୋନୀ ଉପରେ ଥିବା ବେଳେ ସାହିଦଙ୍କୁ ତଳେ ଥିବାର ଦେଖିବାକୁ ମିଳିବ। ଚୁଲବୁଲି ଆଲିଆଙ୍କ ସହ ହ୍ୟାଣ୍ଡସମ୍ ସାହିଦଙ୍କ ଦମଦାର କେମେଷ୍ଟ୍ରୀକୁ ଅତି ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି ନିର୍ଦ୍ଦେଶକ ବିକାଶ ବେହଲ୍। ପ୍ରଥମ ଥର ପାଇଁ ଏହି ଯୋଡିକୁ ନେଇ ହେଇଛି ନୂଆ ଧରଣର ପରୀକ୍ଷା ନିରୀକ୍ଷା। ଆଉ ଏହି ଏକ୍ସପେରିମେଣ୍ଟ ବଲିଉଡରେ ରିଲିଜ୍ ହେବ ଅକ୍ଟୋବର ୨୨ ତାରିଖରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/romeo.jpg)