Advertisment

ବକ୍ସ ଅଫିସରେ ମାନ୍ଦା ପଡ଼ିଲା ଫିଲ୍ମ ‘ପିଙ୍କ’ ଏ‍ବଂ ‘ରାଜ ରିବୁଟ୍’

ମୁମ୍ବାଇ: ଶୁକ୍ରବାର ରିଲିଜ୍ ହୋଇଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ପିଙ୍କ’କୁ ଉଭୟେ ଦର୍ଶକ ଏବଂ ସିନେ ସମୀକ୍ଷକ ଅନେକ ପ୍ରଶଂସା କରିଥିଲେ ମଧ୍ୟ ବକ୍ସ ଅଫିସରେ ଏହାର ରୋଜଗାର ମାନ୍ଦା ପଡିଯାଇଛି। ସେପଟେ ଇମରାନଙ୍କ ଫିଲ୍ମ ‘ରାଜ ରିବୁଟ୍’ ମଧ୍ୟ ବକ୍ସ ଅଫିସରେ କିଛି ଖାସ୍ ରୋଜଗାର କରିପାରି ନାହିଁ। ଶୁକ୍ରବାର ଫିଲ୍ମ ‘ପିଙ୍କ’ ପାଖାପାଖି ୪.୩୦କୋଟି ଏବଂ ‘ରାଜ ରିବୁଟ୍’ ୬.୩୦କୋଟି ଟଙ୍କା ଆୟ କରିଥିବା ସିନେ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି।

author-image
Rakesh Mallick
ବକ୍ସ ଅଫିସରେ ମାନ୍ଦା ପଡ଼ିଲା ଫିଲ୍ମ ‘ପିଙ୍କ’ ଏ‍ବଂ ‘ରାଜ ରିବୁଟ୍’

pink-raj rebot