ମୁମ୍ୱାଇ: ଗତ ଶୁକ୍ରବାର ରିଲିଜ୍ ହୋଇଥିବା ‘ଏବିସିଡି-୨’ ବକ୍ସ ଅଫିସରେ ଦୁଇ ଦିନରେ ୨୯.୩୦ କୋଟି ଟଙ୍କା ଆୟ କରିଛି। ରବିବାର ଏହି ଫିଲ୍ମ ପାଇଁ ସଂରକ୍ଷିତ ହୋଇଥିବା ସିଟକୁ ବିଚାରକୁ ନେଲେ ଜଣାପଡ଼ୁଛି ଯେ ତିନି ଦିନରେ ଏହାର ବେପାର ୪୫ କୋଟିକୁ ଛୁଇଁବ। ଯଦି ଏମିତ ହୁଏ ତା’ହେଲେ ଫିଲ୍ମ ରିଲିଜ୍ ହେବାର ସପ୍ତାହନ୍ତରେ ଏହାର କଲେକ୍ସନ ଏକ ରେକର୍ଡ ସ୍ଥାପନ କରିବ।
ଅକ୍ଷୟ କୁମାରଙ୍କ ‘ଗବର ଇଜ୍ ବ୍ୟାକ୍’ ଓପନିଂର ପ୍ରଥମ ଦୁଇ ଦିନରେ ୨୪.୫୫ କୋଟି ଟଙ୍କା କଲେକ୍ସନ୍ କରିଥିଲା। ତେବେ ‘ଏବିସିଡି-୨’ ଏହାକୁ ପାର କରି ଯାଇଛି।
‘ଏବିସିଡି-୨’ରେ ବରୁଣ ଧାୱନ ଓ ଶ୍ରଦ୍ଧା କପୁର ଅଭିନୟ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଅଶ୍ଲୀଳ ନାଚି ଚେୟାର ମାଡ଼ ଖାଇଲେ! ଥାନାରେ ଅଭିଯୋଗ କଲେ ନିଶା
ରାତିର ମୁଖ୍ୟ ଆକର୍ଷଣ ଥିଲେ ଆଇଟମ୍ ଡ୍ୟାନ୍ସର ନିଶା ମହାରଣା। ଅଧ ନଙ୍ଗୁଳି ବେଶରେ ନାଲି ଡ୍ରେସରେ ଷ୍ଟେଜ୍କୁ ଆସିଥିଲେ ନିଶା। ଆଉ ଗୋଟିଏ ପରେ ଗୋଟିଏ ହଟ ଡ୍ୟାନ୍ସ କରିଥିଲେ। କରତାଳି ଓ ହୋ-ହଲ୍ଲାରେ କମ୍ପୁଥିଲା ପରିବେଷ।
Guest Column
ଏକ ଭାରତ ଶ୍ରେଷ୍ଠ ଭାରତ - ଏକତାର ପ୍ରତୀକ ଭାରତୀୟ ଚଳଚ୍ଚିତ୍ର
ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ୍ ରାୟଙ୍କ ଉକ୍ତିରେ, ‘ଚଳଚ୍ଚିତ୍ର ଏକ ସାର୍ବଜନୀନ ଭାଷା କହିଥାଏ’। ଏକତା ବଜାୟ ରଖିବାରେ ଚଳଚ୍ଚିତ୍ରର ଅଭିନବ ଶକ୍ତିକୁ ଚିହ୍ନି ସେ ଏହି ମତବ୍ୟକ୍ତ କରିଥିଲେ। ଭାରତୀୟ ଚଳଚ୍ଚିତ୍ର ଜଗତ ନିଜର ଭାଷାଗତ ଓ ସାଂସ୍କୃତିକ ବିବିଧତା ବଳରେ ଦେଶର କୋଣ ଅନୁକୋଣରୁ ଲୋକମାନଙ୍କୁ ଏକାଠି କରିଥାଏ, ସେମାନଙ୍କର ଭାବନା ଓ ଅନୁଭୂତିକୁ ବାଣ୍ଟିବା ଲାଗି ଗୋଟିଏ ମଞ୍ଚ ପ୍ରଦାନ କରିଥାଏ।
Jollywood
ହଠାତ୍ 'ଯାତ୍ରା ଜୁଏଲ ସ୍ଵର୍ଣ୍ଣ ମନ୍ଦିର' ଛାଡ଼ିଲେ ଅଭିନେତା ସୋମେଶ, ବଡ଼ ଅଭିଯୋଗ ଆଣିଲେ
ଏକଦା ଓଡ଼ିଆ ଫିଲ୍ମ ଓ ସିରିଏଲରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିବା ସୋମେଶଙ୍କ କହିବା କଥା ଯେ ଯାତ୍ରାରେ ଯୋଗ ଦେବା ପୂର୍ବରୁ ପାର୍ଟି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିନାହିଁ।
Guest Column
ଦାଦା ସାହେବ ଫାଲକେ ପୁରସ୍କାର, ରାଜନୀତି, ମହିଳା ଓ ଫିଲ୍ମକଥା
ହିନ୍ଦୀ ଫିଲ୍ମର ଇତିହାସରେ ମହିଳାଙ୍କୁ ମୁଖ୍ୟ ଚରିତ୍ର କରି ବହୁତ କମ ଫିଲ୍ମ ତିଆରି ହୋଇଛି। ଯେତିକି ତିଆରି ହୋଇଛି ସେ ମଧ୍ୟରେ ପୁରୁଷତାନ୍ତ୍ରିକ ସମାଜର ବିପକ୍ଷରେ ବା ପ୍ରତିବାଦରେ ମହିଳା ଅଭିନେତ୍ରୀ ନିଜର ସଂଗ୍ରାମ ଜାରି ରଖିବାର ବିଷୟବସ୍ତୁକୁ ନେଇ କାହାଣୀ କ୍ଵଚିତ ତିଆରି ହୋଇଛି। ୧୯୫୭ରେ ନର୍ଗିସଙ୍କ ଅଭିନୀତ ଓ ମେହେବୁବ ଖାନ ନିର୍ଦ୍ଦେଶିତ ‘ମଦର ଇଣ୍ଡିଆ’ ଫିଲ୍ମ ପ୍ରଥମ। ସେତେବେଳକୁ ଅନ୍ୟୁନ ଦଶ ହଜାର ଫିଲ୍ମ ନିର୍ମିତ ହୋଇସାରିଥିବ।
Bollywood
ରାଷ୍ଟ୍ରପତିଙ୍କ ଠାରୁ ଦାଦା ସାହେବ ପୁରସ୍କାର ନେଲେ ମିଥୁନ, କାନ୍ଦି ପକାଇଲେ
ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମ ଭୂଷଣ ସମ୍ମାନ ପାଇ ସାରିଥିବା ମିଥୁନଙ୍କୁ ସିନେମା ଜଗତରେ କଳା ରଙ୍ଗ ପାଇଁ ଅନେକ ସମାଲୋଚନା ଓ ଅସମ୍ମାନର ଶିକାର ହେବାକୁ ପଡ଼ିଥିଲା।