abcd2
Advertisment
ମୁମ୍ୱାଇ: ଗତ ଶୁକ୍ରବାର ରିଲିଜ୍ ହୋଇଥିବା ‘ଏବିସିଡି-୨’ ବକ୍ସ ଅଫିସରେ ଦୁଇ ଦିନରେ ୨୯.୩୦ କୋଟି ଟଙ୍କା ଆୟ କରିଛି। ରବିବାର ଏହି ଫିଲ୍ମ ପାଇଁ ସଂରକ୍ଷିତ ହୋଇଥିବା ସିଟକୁ ବିଚାରକୁ ନେଲେ ଜଣାପଡ଼ୁଛି ଯେ ତିନି ଦିନରେ ଏହାର ବେପାର ୪୫ କୋଟିକୁ ଛୁଇଁବ। ଯଦି ଏମିତ ହୁଏ ତା’ହେଲେ ଫିଲ୍ମ ରିଲିଜ୍ ହେବାର ସପ୍ତାହନ୍ତରେ ଏହାର କଲେକ୍ସନ ଏକ ରେକର୍ଡ ସ୍ଥାପନ କରିବ।
ଅକ୍ଷୟ କୁମାରଙ୍କ ‘ଗବର ଇଜ୍ ବ୍ୟାକ୍’ ଓପନିଂର ପ୍ରଥମ ଦୁଇ ଦିନରେ ୨୪.୫୫ କୋଟି ଟଙ୍କା କଲେକ୍ସନ୍ କରିଥିଲା। ତେବେ ‘ଏବିସିଡି-୨’ ଏହାକୁ ପାର କରି ଯାଇଛି।
‘ଏବିସିଡି-୨’ରେ ବରୁଣ ଧାୱନ ଓ ଶ୍ରଦ୍ଧା କପୁର ଅଭିନୟ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/06/abcd2.jpg)