Advertisment

ବକ୍ସିଂ କୋଚ୍ ମାଧବନ୍

ମୁମ୍ବାଇ: ରିଲିଜ୍ ହେଇଛି ରାଜକୁମାର ହିରାନୀଙ୍କ ଅପକମିଂ ଫିଲ୍ମ ‘ସାଲା ଖଡୁସ୍’ର ଟ୍ରେଲର।  ଜଣେ ବକ୍ସରର ସଂଘର୍ଷପୂର୍ଣ୍ଣ କାହାଣୀକୁ  ନେଇ ତିଆରି ହୋଇଛି ଏହି ଫିଲ୍ମ। ଏଥିରେ ବକ୍ସିଂ କୋଚ୍ ଭୂମିକାରେ ଆସୁଛନ୍ତି ଆର. ମାଧବନ୍। ନାୟିକା ଭୂମିକାରେ ନଜର ଆସିବେ ନବାଗତା ରିତିକା ସିଂ। ରିତିକା ରିଅଲ ଲାଇଫରେ ମଧ୍ୟ ଜଣେ ବକ୍ସର୍ । ଫିଲ୍ମରେ ନାୟିକାଙ୍କ ଭଉଣୀ ଚରିତ୍ରରେ ଅଭିନୟ କରୁଛନ୍ତି ପ୍ରଖ୍ୟାତ ଯାଦୁଗର ପିସି ସରକାରଙ୍କ ଝିଅ ମୁମତାଜ। ରାଜକୁମାର ହିରାନୀଙ୍କ ଏହି […]

ବକ୍ସିଂ କୋଚ୍ ମାଧବନ୍

madhaban

Advertisment

ମୁମ୍ବାଇ: ରିଲିଜ୍ ହେଇଛି ରାଜକୁମାର ହିରାନୀଙ୍କ ଅପକମିଂ ଫିଲ୍ମ ‘ସାଲା ଖଡୁସ୍’ର ଟ୍ରେଲର।  ଜଣେ ବକ୍ସରର ସଂଘର୍ଷପୂର୍ଣ୍ଣ କାହାଣୀକୁ  ନେଇ ତିଆରି ହୋଇଛି ଏହି ଫିଲ୍ମ। ଏଥିରେ ବକ୍ସିଂ କୋଚ୍ ଭୂମିକାରେ ଆସୁଛନ୍ତି ଆର. ମାଧବନ୍। ନାୟିକା ଭୂମିକାରେ ନଜର ଆସିବେ ନବାଗତା ରିତିକା ସିଂ। ରିତିକା ରିଅଲ ଲାଇଫରେ ମଧ୍ୟ ଜଣେ ବକ୍ସର୍ । ଫିଲ୍ମରେ ନାୟିକାଙ୍କ ଭଉଣୀ ଚରିତ୍ରରେ ଅଭିନୟ କରୁଛନ୍ତି ପ୍ରଖ୍ୟାତ ଯାଦୁଗର ପିସି ସରକାରଙ୍କ ଝିଅ ମୁମତାଜ। ରାଜକୁମାର ହିରାନୀଙ୍କ ଏହି ଫିଲ୍ମ ଜାନୁୟାରୀ ୨୯ରେ ପରଦାକୁ ଆସୁଛି। ଉଭୟ ହିନ୍ଦୀ ଓ ତାମିଲ ଭାଷାରେ ଏହା ପରଦାକୁ ଆସିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe