ମୁମ୍ବାଇ: ଭାରତର ଟେଲି ଅଭିନେତ୍ରୀ ହିନା ଖାନ୍ କୋଉ ଡିଭାଠୁ କମ୍ ନୁହେଁ ବୋଲି ନିଜେ ପ୍ରମାଣ କରିସାରିଛନ୍ତି। ସେ ବୁଧବାର କାନ୍ ଫିଲ୍ମ ଫେଷ୍ଟଭାଲ୍ ୨୦୧୯ରେ ଡେବ୍ୟୁ କରିଛନ୍ତି। ‘କସୌଟି’ ସିରିଏଲର ଏହି ଅଭିନେତ୍ରୀ ରେଡ୍ କାର୍ପେଟ୍ରେ ଚାଲି ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛନ୍ତି। ସେ ଏକ ଗ୍ରେ ଓ ସିମେଣ୍ଟ୍ ରଙ୍ଗର ଗାଉନ୍ ପିନ୍ଧିଥିଲେ। ସେ ଖୁବ୍ କନ୍ଫିଡେଣ୍ଟ୍ ସହ ରେଡ୍ କାର୍ପେଟ୍ରେ ଚାଲି ଫଟୋଗ୍ରାଫରଙ୍କୁ ସ୍ମାଇଲ୍ ଦେଇଥିଲେ।
ହିନାଙ୍କ ପାଇଁ ଆଉ ଏକ ସଫଳତା ହେଉଛି ସେଠାରେ ହିନାଙ୍କ ଫିଲ୍ମ ସ୍କ୍ରିନିଂ କରାଯିବ। ଯାହାକି କାର୍ଗିଲ୍ ଯୁଦ୍ଧ ଉପରେ ଆଧାରିତ।
ହିନା ନିଜ ଫଟୋ ସବୁ ଟ୍ୱିଟର ପେଜ୍ରେ ଶେଆର କରିଛନ୍ତି। ଏହି ଫଟୋ ଦେଖିବା ପରେ ୟୁଜରମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଜଣେ ଲେଖିଛନ୍ତି ସେ ପୂରା ଡିଭା ଭଲି ଲାଗୁଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି ‘‘Unstoppable Personality. @eyehinakhan”।
ଦେଖନ୍ତୁ ହିନାଙ୍କର କିଛି ଫଟୋ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Entertainment
ମିସ୍ ୟୁନିଭର୍ସ ୨୦୨୪; ମୁକୁଟରେ ଲାଗିଛି ହୀରା ସାଙ୍ଗକୁ ୨୩ ପ୍ରକାରର ସୁବର୍ଣ୍ଣ ମୋତି
୭୩ତମ ମିସ୍ ୟୁନିଭର୍ସ କ୍ରାଉନର ଏକ ସ୍ୱତନ୍ତ୍ର ନାଁ ମଧ୍ୟ ଦିଆଯାଇଛି।
Entertainment
ଡେନମାର୍କର ଭିକ୍ଟୋରିଆ ହେଲେ ମିସ୍ ୟୁନିଭର୍ସ ୨୦୨୪
୧୨୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଡେନମାର୍କ ପ୍ରତିଯୋଗୀ ହୋଇଛନ୍ତି ଚଳିତ ବର୍ଷର ମିସ୍ ୟୁନିଭର୍ସ।
Bollywood
ମହଙ୍ଗା ପଡ଼ିଲା ବିବାଦୀୟ ମନ୍ତବ୍ୟ, ବନ୍ଧା ହେଲେ ଅଭିନେତ୍ରୀ
ଶନିବାର ହାଇଦ୍ରାବାଦରୁ ପୁଲିସ ତାଙ୍କୁ ଗିରଫ କରିଛି।
National
ଠକଙ୍କ ହାବୁଡ଼ରେ ପଡ଼ିଗଲେ ଅଭିନେତ୍ରୀ ଦିଶା ପଟାନୀଙ୍କ ବାପା, ବଡ଼ ସରକାରୀ ପଦପଦବୀର ଆଶା ଦେଖାଇ ନେଇଗଲେ ୨୫ ଲକ୍ଷ
ଅଭିଯୁକ୍ତମାନେ ଜଗଦୀଶ ସିଂହ ପଟାନୀଙ୍କ ବିଶ୍ୱାସ ଜିତିବା ପରେ ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।