Advertisment

କାନ୍‌ରେ ହିନାଙ୍କ ଜଲୱା, ଦେଖନ୍ତୁ କିଛି ଫଟୋ

ମୁମ୍ବାଇ: ଭାରତର ଟେଲି ଅଭିନେତ୍ରୀ ହିନା ଖାନ୍‌ କୋଉ ଡିଭାଠୁ କମ୍‌ ନୁହେଁ ବୋଲି ନିଜେ ପ୍ରମାଣ କରିସାରିଛନ୍ତି। ସେ ବୁଧବାର କାନ୍‌ ଫିଲ୍ମ ଫେଷ୍ଟଭାଲ୍‌ ୨୦୧୯ରେ ଡେବ୍ୟୁ କରିଛନ୍ତି। ‘କସୌଟି’ ସିରିଏଲର ଏହି ଅଭିନେତ୍ରୀ ରେଡ୍‌ କାର୍ପେଟ୍‌ରେ ଚାଲି ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛନ୍ତି। ସେ ଏକ ଗ୍ରେ  ଓ ସିମେଣ୍ଟ୍‌ ରଙ୍ଗର ଗାଉନ୍‌ ପିନ୍ଧିଥିଲେ। ସେ ଖୁବ୍‌ କନ୍‌ଫିଡେଣ୍ଟ୍‌ ସହ ରେଡ୍‌ କାର୍ପେଟ୍‌ରେ ଚାଲି ଫଟୋଗ୍ରାଫରଙ୍କୁ ସ୍ମାଇଲ୍‌ ଦେଇଥିଲେ। ହିନାଙ୍କ ପାଇଁ ଆଉ ଏକ […]

ଅଦ୍ୟତନ ହୋଇଛି
କାନ୍‌ରେ ହିନାଙ୍କ ଜଲୱା, ଦେଖନ୍ତୁ କିଛି ଫଟୋ

hina

Advertisment

ମୁମ୍ବାଇ: ଭାରତର ଟେଲି ଅଭିନେତ୍ରୀ ହିନା ଖାନ୍‌ କୋଉ ଡିଭାଠୁ କମ୍‌ ନୁହେଁ ବୋଲି ନିଜେ ପ୍ରମାଣ କରିସାରିଛନ୍ତି। ସେ ବୁଧବାର କାନ୍‌ ଫିଲ୍ମ ଫେଷ୍ଟଭାଲ୍‌ ୨୦୧୯ରେ ଡେବ୍ୟୁ କରିଛନ୍ତି। ‘କସୌଟି’ ସିରିଏଲର ଏହି ଅଭିନେତ୍ରୀ ରେଡ୍‌ କାର୍ପେଟ୍‌ରେ ଚାଲି ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛନ୍ତି। ସେ ଏକ ଗ୍ରେ  ଓ ସିମେଣ୍ଟ୍‌ ରଙ୍ଗର ଗାଉନ୍‌ ପିନ୍ଧିଥିଲେ। ସେ ଖୁବ୍‌ କନ୍‌ଫିଡେଣ୍ଟ୍‌ ସହ ରେଡ୍‌ କାର୍ପେଟ୍‌ରେ ଚାଲି ଫଟୋଗ୍ରାଫରଙ୍କୁ ସ୍ମାଇଲ୍‌ ଦେଇଥିଲେ।

Advertisment

publive-imageହିନାଙ୍କ ପାଇଁ ଆଉ ଏକ ସଫଳତା ହେଉଛି ସେଠାରେ ହିନାଙ୍କ ଫିଲ୍ମ ସ୍କ୍ରିନିଂ କରାଯିବ। ଯାହାକି କାର୍ଗିଲ୍‌ ଯୁଦ୍ଧ ଉପରେ ଆଧାରିତ।

ହିନା ନିଜ ଫଟୋ ସବୁ ଟ୍ୱିଟର ପେଜ୍‌ରେ ଶେଆର କରିଛନ୍ତି। ଏହି ଫଟୋ ଦେଖିବା ପରେ ୟୁଜରମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଜଣେ ଲେଖିଛନ୍ତି ସେ ପୂରା ଡିଭା ଭଲି ଲାଗୁଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି ‘‘Unstoppable Personality. @eyehinakhan”।

Advertisment

ଦେଖନ୍ତୁ ହିନାଙ୍କର କିଛି ଫଟୋ।

publive-image

publive-image

publive-image

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe