ମୁମ୍ବାଇ: ଆଜିଠୁ ଫ୍ରାନ୍ସରେ ଆରମ୍ଭ ହୋଇଯାଇଛି କାନ୍ ଫିଲ୍ମ ଫେଷ୍ଟିଭାଲ୍। ଏହା ହେଉଛି ଉତ୍ସବର
୭୨ ତମ ସଂସ୍କରଣ । ୧୯୪୬ରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା କାନ୍ ଉତ୍ସବ ପ୍ରତି ବର୍ଷ ଆୟୋଜିତ ହେଉଛି । ଏହି ଫେଷ୍ଟିଭାଲ୍ ୧୧ ଦିନ ଧରି ଅର୍ଥାତ୍ ମେ’ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।
ଚଳିତବର୍ଷ କାନରେ ଭାରତ ପକ୍ଷରୁ ଐଶ୍ୱର୍ଯ୍ୟା ରାୟ, ଦୀପିକା ପାଦୁକୋନ, ସୋନମ କପୁର, କଙ୍ଗନା ରଣାଓ୍ଵତ, ମଲ୍ଲିକା ସେରାୱତ ଓ ପ୍ରଥମ କରି ହୀନା ଖାନ୍ ଓ ଡାୟେନା ପେଣ୍ଟି ପ୍ରମୁଖ ଭାଗ ନେବେ ।
ତେବେ ଭାରତୀୟଙ୍କ ପାଇଁ ନିରାଶାର କଥା ହେଉଛି ୯ ବର୍ଷରେ ପ୍ରଥମଥର ପାଇଁ କୌଣସି ଭାରତୀୟ ଫିଲ୍ମ ପୁରସ୍କାର ଦୌଡ଼ରେ ନାହିଁ। ୨୫ ମେ’ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫେଷ୍ଟିଭାଲରେ ସାରା ବିଶ୍ୱର ଚର୍ଚ୍ଚିତ ଅଭିନେତା, ନିର୍ଦ୍ଦେଶକଙ୍କ ଭିଡ଼ ଜମିବ। ଏହି ଅବସରରେ ବିଭିନ୍ନ ଭାଷାର ୫୩ ଫିଲ୍ମ ପ୍ରଦର୍ଶିତ ହେବ।
ତେବେ ଚାଲନ୍ତୁ ଦେଖିବା କାନ୍ସର ପ୍ରଥମ ଦିନର କିଛି ଝଲକ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।