Advertisment

ଦେଖନ୍ତୁ କାନ୍ ଫିଲ୍ମ ଉତ୍ସବର ପ୍ରଥମ ଦିନର ଝଲକ୍‌

ମୁମ୍ବାଇ: ଆଜିଠୁ ଫ୍ରାନ୍ସରେ ଆରମ୍ଭ ହୋଇଯାଇଛି କାନ୍ ଫିଲ୍ମ ଫେଷ୍ଟିଭାଲ୍‌। ଏହା ହେଉଛି ଉତ୍ସବର ୭୨ ତମ ସଂସ୍କରଣ । ୧୯୪୬ରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା କାନ୍ ଉତ୍ସବ ପ୍ରତି ବର୍ଷ  ଆୟୋଜିତ ହେଉଛି । ଏହି ଫେଷ୍ଟିଭାଲ୍‌  ୧୧ ଦିନ ଧରି ଅର୍ଥାତ୍  ମେ’ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ କାନରେ ଭାରତ ପକ୍ଷରୁ ଐଶ୍ୱର୍ଯ୍ୟା ରାୟ, ଦୀପିକା ପାଦୁକୋନ, ସୋନମ କପୁର, କଙ୍ଗନା ରଣାଓ୍ଵତ, ମଲ୍ଲିକା ସେରାୱତ ଓ ପ୍ରଥମ କରି ହୀନା […]

ଅଦ୍ୟତନ ହୋଇଛି
ଦେଖନ୍ତୁ କାନ୍ ଫିଲ୍ମ ଉତ୍ସବର ପ୍ରଥମ ଦିନର ଝଲକ୍‌

sss

Advertisment

ମୁମ୍ବାଇ: ଆଜିଠୁ ଫ୍ରାନ୍ସରେ ଆରମ୍ଭ ହୋଇଯାଇଛି କାନ୍ ଫିଲ୍ମ ଫେଷ୍ଟିଭାଲ୍‌। ଏହା ହେଉଛି ଉତ୍ସବର
୭୨ ତମ ସଂସ୍କରଣ । ୧୯୪୬ରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା କାନ୍ ଉତ୍ସବ ପ୍ରତି ବର୍ଷ  ଆୟୋଜିତ ହେଉଛି । ଏହି ଫେଷ୍ଟିଭାଲ୍‌  ୧୧ ଦିନ ଧରି ଅର୍ଥାତ୍  ମେ’ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Advertisment

ଚଳିତବର୍ଷ କାନରେ ଭାରତ ପକ୍ଷରୁ ଐଶ୍ୱର୍ଯ୍ୟା ରାୟ, ଦୀପିକା ପାଦୁକୋନ, ସୋନମ କପୁର, କଙ୍ଗନା ରଣାଓ୍ଵତ, ମଲ୍ଲିକା ସେରାୱତ ଓ ପ୍ରଥମ କରି ହୀନା ଖାନ୍ ଓ ଡାୟେନା ପେଣ୍ଟି ପ୍ରମୁଖ ଭାଗ ନେବେ ।

ତେବେ ଭାରତୀୟଙ୍କ ପାଇଁ ନିରାଶାର କଥା ହେଉଛି ୯ ବର୍ଷରେ ପ୍ରଥମଥର ପାଇଁ କୌଣସି ଭାରତୀୟ ଫିଲ୍ମ ପୁରସ୍କାର ଦୌଡ଼ରେ ନାହିଁ। ୨୫ ମେ’ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫେଷ୍ଟିଭାଲରେ ସାରା ବିଶ୍ୱର ଚର୍ଚ୍ଚିତ ଅଭିନେତା, ନିର୍ଦ୍ଦେଶକଙ୍କ ଭିଡ଼ ଜମିବ। ଏହି ଅବସରରେ ବିଭିନ୍ନ ଭାଷାର ୫୩ ଫିଲ୍ମ ପ୍ରଦର୍ଶିତ ହେବ।

Advertisment

ତେବେ ଚାଲନ୍ତୁ ଦେଖିବା କାନ୍ସର ପ୍ରଥମ ଦିନର କିଛି ଝଲକ୍‌।

publive-image

publive-image

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe