ଚେତନ୍ ଭଗତଙ୍କ ‘ହାଫ୍ ଗାର୍ଲଫ୍ରେଣ୍ଡ’କୁ ନେଇ ଫିଲ୍ମ

ମୁମ୍ବାଇ: ଚେତନ ଭଗତଙ୍କ ନଭେଲ୍ ‘ହାଫ୍ ଗାର୍ଲଫ୍ରେଣ୍ଡ’କୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ଫିଲ୍ମ। ଏଥିରେ ଲିଡ ରୋଲରେ ନଜରକୁ ଆସିବେ ‘ପିକେ’ ଓ ‘କାଇ ପୋଚେ’ ଷ୍ଟାର ସୁଶାନ୍ତ ରାଜପୁତ ଓ  ‘ହିରୋପନ୍ଥି’ର ନାୟିକା କ୍ରିତି ସାନନ୍। ଏହି ଫିଲ୍ମରେ ନାୟିକା ବଲିଉଡ ବିୟୁଟି କ୍ୟାଟ୍ରିନା କେଫ ହେବେ ବୋଲି ଚର୍ଚ୍ଚା ହେଥିଲା। ତେବେ ଶେଷରେ ରୋଲଟି କ୍ରିତିଙ୍କୁ ମିଳିଛି। ଏହି ଫିଲ୍ମ ଚେତନ ଭଗତ ଓ ଏକତା କାପୁର ମିଳିତ ପ୍ରଯୋଜନାରେ ବି-ଟାଉନକୁ […]

imgkriti-sanon-work-sushant-singh-rajput-half-girlfriend

Rakesh Mallick
  • Published: Wednesday, 25 November 2015
  • , Updated: 25 November 2015, 03:29 PM IST

ମୁମ୍ବାଇ: ଚେତନ ଭଗତଙ୍କ ନଭେଲ୍ ‘ହାଫ୍ ଗାର୍ଲଫ୍ରେଣ୍ଡ’କୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ଫିଲ୍ମ। ଏଥିରେ ଲିଡ ରୋଲରେ ନଜରକୁ ଆସିବେ ‘ପିକେ’ ଓ ‘କାଇ ପୋଚେ’ ଷ୍ଟାର ସୁଶାନ୍ତ ରାଜପୁତ ଓ  ‘ହିରୋପନ୍ଥି’ର ନାୟିକା କ୍ରିତି ସାନନ୍। ଏହି ଫିଲ୍ମରେ ନାୟିକା ବଲିଉଡ ବିୟୁଟି କ୍ୟାଟ୍ରିନା କେଫ ହେବେ ବୋଲି ଚର୍ଚ୍ଚା ହେଥିଲା। ତେବେ ଶେଷରେ ରୋଲଟି କ୍ରିତିଙ୍କୁ ମିଳିଛି। ଏହି ଫିଲ୍ମ ଚେତନ ଭଗତ ଓ ଏକତା କାପୁର ମିଳିତ ପ୍ରଯୋଜନାରେ ବି-ଟାଉନକୁ ଆସିବ। ଏବେ  କ୍ରିତି ତାଙ୍କ ଅପକମିଙ୍ଗ ଫିଲ୍ମ ‘ଦିଲୱାଲେ’କୁ ନେଇ ଖୁବ ଏକସାଇଟେଡ ଅଛନ୍ତି। ଏଥିରେ ସେ ବରୁନ ଧୱନଙ୍କ ଅପୋଜିଟରେ ନଜର ଆସିବେ।

Related story