ଜଗନ୍ନାଥଙ୍କ ଶକ୍ତି ନେଇ ଆସିଲା 'ଛୋଟ ଜଗା'

ରିଲିଜ ହେଲା 'ଛୋଟ ଜଗା'। ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କ ପାଇଁ ତରଙ୍ଗ ପ୍ଲସର ବଡ ଭେଟି । 

Manoj Swain
  • Published: Wednesday, 15 November 2023
  • Updated: 15 November 2023, 12:16 PM IST

Sports

Latest News

ରିଲିଜ ହେଲା 'ଛୋଟ ଜଗା'। ଜଗନ୍ନାଥଙ୍କ ଶକ୍ତି ନେଇ ଆସିଲା 'ଛୋଟ ଜଗା' । ପିଲାମାନଙ୍କ ପାଇଁ ଆସି ସାରିଛି ‘ଛୋଟ ଜଗା’ । ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କ ପାଇଁ ତରଙ୍ଗ ପ୍ଲସର ବଡ ଭେଟି । ମଙ୍ଗଳବାର ଦିନ ଶିଶୁ ଦିବସ ଅବସରରେ ଶିଶୁଙ୍କ ଗହଣରେ ପ୍ରଦର୍ଶିତ ହୋଇଛି ଏହି ସୁପର ହିରୋର କାହାଣୀ। ଶିଶୁଙ୍କ ମଧ୍ୟରେ ଛୋଟ ଜଗାକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos