ରିଲିଜ ହେଲା ଛୋଟ ଜଗା | Odisha Reporter
Advertisment
ରିଲିଜ ହେଲା 'ଛୋଟ ଜଗା'। ଜଗନ୍ନାଥଙ୍କ ଶକ୍ତି ନେଇ ଆସିଲା 'ଛୋଟ ଜଗା' । ପିଲାମାନଙ୍କ ପାଇଁ ଆସି ସାରିଛି ‘ଛୋଟ ଜଗା’ । ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କ ପାଇଁ ତରଙ୍ଗ ପ୍ଲସର ବଡ ଭେଟି । ମଙ୍ଗଳବାର ଦିନ ଶିଶୁ ଦିବସ ଅବସରରେ ଶିଶୁଙ୍କ ଗହଣରେ ପ୍ରଦର୍ଶିତ ହୋଇଛି ଏହି ସୁପର ହିରୋର କାହାଣୀ। ଶିଶୁଙ୍କ ମଧ୍ୟରେ ଛୋଟ ଜଗାକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us