Advertisment

ପୁଣି ଚୀନ୍ ବିକୁଛି ମାଂସ, ତାତିଲେ ଏହି ଅଭିନେତା

ମୁମ୍ବାଇ: ସମଗ୍ର ବିଶ୍ୱ କରୋନା ଭୂତାଣୁକୁ ନେଇ ଚିନ୍ତିତ ଥିବାବେଳେ ଖଳ ପ୍ରକୃତି ଚୀନ ନିଜର ସ୍ୱାର୍ଥପରତା ଦେଖାଇଛି। ଚୀନର ଉହାନରୁ ବ୍ୟାପିଥିବା ଭୂତାଣୁ ସହ ପୂରା ଦୁନିଆ ଯୁଦ୍ଧ ଚଳାଇଥିବାବେଳେ ସେଠାରେ ବିକ୍ରି କରାଯାଉଛି ବାଦୁଡ଼ି, ପାଙ୍ଗୋଲିନ୍ ଏବଂ କୁକୁର ମାଂସ। ଏହି ସବୁ ମାଂସ ବିକ୍ରି ହେଉଥିବା ବଜାରଗୁଡ଼ିକୁ ପୁଣି ଖୋଲିଦେଇଛି ଚୀନ। ଆଉ ଏହି ଖବର ଜାଣିବା ପରେ ବଲିଉଡ୍ ଅଭିନେତା ଜାଭେଦ୍ ଜାଫେରୀ କ୍ଷୋଭ ପ୍ରକାଶ କରି ଏକ ଟ୍ୱିଟ୍ କରିଛନ୍ତି। […]

ଅଦ୍ୟତନ ହୋଇଛି
ପୁଣି ଚୀନ୍ ବିକୁଛି ମାଂସ, ତାତିଲେ ଏହି ଅଭିନେତା

jawed

Advertisment

ମୁମ୍ବାଇ: ସମଗ୍ର ବିଶ୍ୱ କରୋନା ଭୂତାଣୁକୁ ନେଇ ଚିନ୍ତିତ ଥିବାବେଳେ ଖଳ ପ୍ରକୃତି ଚୀନ ନିଜର ସ୍ୱାର୍ଥପରତା ଦେଖାଇଛି। ଚୀନର ଉହାନରୁ ବ୍ୟାପିଥିବା ଭୂତାଣୁ ସହ ପୂରା ଦୁନିଆ ଯୁଦ୍ଧ ଚଳାଇଥିବାବେଳେ ସେଠାରେ ବିକ୍ରି କରାଯାଉଛି ବାଦୁଡ଼ି, ପାଙ୍ଗୋଲିନ୍ ଏବଂ କୁକୁର ମାଂସ। ଏହି ସବୁ ମାଂସ ବିକ୍ରି ହେଉଥିବା ବଜାରଗୁଡ଼ିକୁ ପୁଣି ଖୋଲିଦେଇଛି ଚୀନ। ଆଉ ଏହି ଖବର ଜାଣିବା ପରେ ବଲିଉଡ୍ ଅଭିନେତା ଜାଭେଦ୍ ଜାଫେରୀ କ୍ଷୋଭ ପ୍ରକାଶ କରି ଏକ ଟ୍ୱିଟ୍ କରିଛନ୍ତି।

Advertisment

ଚୀନରେ ବାଦୁଡ଼ି, ପାଙ୍ଗୋଲିନ୍ ଏବଂ କୁକୁର ମାଂସ ବିକ୍ରି ହେଉଥିବା ଏକ ବଜାରର ଫଟୋ ଶେଆର କରି ଜାଭେଦ୍ ଲେଖିଛନ୍ତି, ‘ଆମେ ବଦଳିଲୁ ନାହିଁ।’ ଏ ଲେଖା ସହ ସେ କ୍ରୋଧିତ ଇମୋଜି ମଧ୍ୟ ଶେୟାର କରିଛନ୍ତି।

Advertisment

ସୂଚନାନୁଯାୟୀ, ବାଦୁଡ଼ିଠାରୁ କରୋନା ଭୂତାଣୁ ଆସିଥିବା ନେଇ କିଛି ବୈଜ୍ଞାନିକ ଦାବି କରୁଥିଲେ। ଏପରି କି ବିଭିନ୍ନ ରିପୋର୍ଟରୁ ଜଣାପଡ଼ିଛି ଯେ, ଚୀନର ହୁବେଇରେ ରହୁଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତି ସର୍ବ ପ୍ରଥମେ ଏପରି କଞ୍ଚା ମାଂସ ମାର୍କେଟରେ ହିଁ କରୋନା ଭୂତାଣୁ ସଂକ୍ରମଣରେ ଆସିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe