'ଓଡ଼ିଶା ବୁଲିବି ସବୁ ଦେଖିବି'

ଓଡ଼ିଶା ଟେଲିଭିଜନ୍ ନେଟୱର୍କ ପ୍ରଥମ ଥର ଲାଗି ଆୟୋଜନ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ । ଶନିବାର ଭୁବନେଶ୍ୱରରେ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବଲିଉଡ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂ । 

Manoj Swain
  • Published: Tuesday, 29 August 2023
  • Updated: 29 August 2023, 03:42 PM IST

Sports

Latest News

ଓଡ଼ିଶା ଟେଲିଭିଜନ୍ ନେଟୱର୍କ ପ୍ରଥମ ଥର ଲାଗି ଆୟୋଜନ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ । ଶନିବାର ଭୁବନେଶ୍ୱରରେ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବଲିଉଡ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂ ।  ଓଡ଼ିଶା ମାଟିରେ ଥାଇ ବଲିଉଡ ଏବଂ ଓଡ଼ିଶା ସମ୍ପର୍କରେ କିଛି ଖଟା ମିଠା ଅନୁଭୁତି ବଖାଣିଛନ୍ତି । ତେବେ ଆମ ସହ ସ୍ବତନ୍ତ୍ର ଆଲୋଚନାରେ କଣ କହିଛନ୍ତି ? ଆସନ୍ତୁ ଶୁଣିବା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos