\'ଓଡ଼ିଶା ବୁଲିବି ସବୁ ଦେଖିବି\' | Exclusive Interview With Bollywood Actress Chitrangada Singh
Advertisment
ଓଡ଼ିଶା ଟେଲିଭିଜନ୍ ନେଟୱର୍କ ପ୍ରଥମ ଥର ଲାଗି ଆୟୋଜନ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍ । ଶନିବାର ଭୁବନେଶ୍ୱରରେ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବଲିଉଡ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂ । ଓଡ଼ିଶା ମାଟିରେ ଥାଇ ବଲିଉଡ ଏବଂ ଓଡ଼ିଶା ସମ୍ପର୍କରେ କିଛି ଖଟା ମିଠା ଅନୁଭୁତି ବଖାଣିଛନ୍ତି । ତେବେ ଆମ ସହ ସ୍ବତନ୍ତ୍ର ଆଲୋଚନାରେ କଣ କହିଛନ୍ତି ? ଆସନ୍ତୁ ଶୁଣିବା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us