Advertisment

କଲର୍ସରେ ବନ୍ଦ ହେବ ‘କମେଡି ନାଇଟ୍ସ ବଚାଓ’

ମୁମ୍ବାଇ: ସବୁ ଫ୍ୟାନମାନଙ୍କ ପାଇଁ ଦୁଃଖର ଖବର। କଲର୍ସ ଟିଭିରେ ଚାଲୁଥିବା ଶୋ’ ‘କମେଡି ନାଇଟ୍ସ ବଚାଓ’ କିଛି ଦିନ ଭିତରେ ବନ୍ଦ ହେବାକୁ ଯାଉଛି। ଫ୍ୟାନମାନେ ଏହା ଶୁଣିଲେ ଖୁସି ହେବେ ନାହିଁ। ଖୁସିର କଥା ଯେ,ଏହାର ଦ୍ୱିତୀୟ ସଂସ୍କରଣ ଖୁବ୍‌ ଶୀଘ୍ର ଆରମ୍ଭ ହେବ।‘କମେଡି ନାଇଟ୍ସ ବଚାଓ’ ଶୋ’ ପୁଣି ଆରମ୍ଭ ହେବ ବୋଲି ଅନୀତା ହସନ୍ଦାନୀ ତାଙ୍କ ଇନଷ୍ଟାଗ୍ରାମରେ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ସେହିପରି ଶୋ’ର ଅନ୍ୟ ଜଣେ ସଦସ୍ୟ କରଣ ବାହୀ ଇନଷ୍ଟାଗ୍ରାମରେ ଭିଡ଼ିଓ […]

author-image
Rakesh Mallick
ଅଦ୍ୟତନ ହୋଇଛି
କଲର୍ସରେ ବନ୍ଦ ହେବ ‘କମେଡି ନାଇଟ୍ସ ବଚାଓ’

comedynights_

ମୁମ୍ବାଇ: ସବୁ ଫ୍ୟାନମାନଙ୍କ ପାଇଁ ଦୁଃଖର ଖବର। କଲର୍ସ ଟିଭିରେ ଚାଲୁଥିବା ଶୋ’ ‘କମେଡି ନାଇଟ୍ସ ବଚାଓ’ କିଛି ଦିନ ଭିତରେ ବନ୍ଦ ହେବାକୁ ଯାଉଛି। ଫ୍ୟାନମାନେ ଏହା ଶୁଣିଲେ ଖୁସି ହେବେ ନାହିଁ।

Advertisment

ଖୁସିର କଥା ଯେ,ଏହାର ଦ୍ୱିତୀୟ ସଂସ୍କରଣ ଖୁବ୍‌ ଶୀଘ୍ର ଆରମ୍ଭ ହେବ।‘କମେଡି ନାଇଟ୍ସ ବଚାଓ’ ଶୋ’ ପୁଣି ଆରମ୍ଭ ହେବ ବୋଲି ଅନୀତା ହସନ୍ଦାନୀ ତାଙ୍କ ଇନଷ୍ଟାଗ୍ରାମରେ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ସେହିପରି ଶୋ’ର ଅନ୍ୟ ଜଣେ ସଦସ୍ୟ କରଣ ବାହୀ ଇନଷ୍ଟାଗ୍ରାମରେ ଭିଡ଼ିଓ ସେୟାର କରି ଶୋ’ଶେଷ ହେବ ବୋଲି କହିଛନ୍ତି।

‘କମେଡି ନାଇଟ୍ସ ବଚାଓ’ରେ ଟିଆରପି ଭଲ ନ ଆସିବାରୁ ନିର୍ଦ୍ଦେଶକ ଏହି ଶୋ’କୁ ବନ୍ଦ କରିଦେଇଥିବା ଜଣାପଡ଼ିଛି।

Advertisment