ଆସୁଛି ଫିଲ୍ମ ‘ମୋଦି ଜୀ କି ବେଟି’

ମୁମ୍ୱାଇ : ମୋଦିଙ୍କ ନାମକୁ ନେଇ ବଲିଉଡ୍‌ରେ ନିର୍ମାଣ ହେବାକୁ ଯାଉଛି ଫିଲ୍ମ ‘ମୋଦି ଜୀ କି ବେଟି’। ଏହି ଫିଲ୍ମ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନଥିଲେ ମଧ୍ୟ ଏହା ଏକ କମେଡି ଆକ୍ସନ୍‌ ଫିଲ୍ମ ବୋଲି ଜଣାପଡ଼ିଛି। ଫିଲ୍ମକୁ ନିର୍ମାଣ କରିବାକୁ ଯାଉଥିବା ମେକର୍‌ ଏଡି ସିଂହ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା ଦୁନିଆରେ ଡେବ୍ୟୁ କରିବେ। ଗୋଆରେ ଚାଲୁଥିବା ‘ନ୍ୟାଶନାଲ୍‌ ଫିଲ୍ମ ଡେଭଲେପ୍‌ମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ’ ପେଷ୍ଟିଭାଲ୍‌ରେ ‘ମୋଦି ଜୀ କି […]

modi

modi

Puspanjali Panda
  • Published: Friday, 22 November 2019
  • Updated: 22 November 2019, 12:46 PM IST

Sports

Latest News

ମୁମ୍ୱାଇ : ମୋଦିଙ୍କ ନାମକୁ ନେଇ ବଲିଉଡ୍‌ରେ ନିର୍ମାଣ ହେବାକୁ ଯାଉଛି ଫିଲ୍ମ ‘ମୋଦି ଜୀ କି ବେଟି’। ଏହି ଫିଲ୍ମ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନଥିଲେ ମଧ୍ୟ ଏହା ଏକ କମେଡି ଆକ୍ସନ୍‌ ଫିଲ୍ମ ବୋଲି ଜଣାପଡ଼ିଛି। ଫିଲ୍ମକୁ ନିର୍ମାଣ କରିବାକୁ ଯାଉଥିବା ମେକର୍‌ ଏଡି ସିଂହ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା ଦୁନିଆରେ ଡେବ୍ୟୁ କରିବେ।

ଗୋଆରେ ଚାଲୁଥିବା ‘ନ୍ୟାଶନାଲ୍‌ ଫିଲ୍ମ ଡେଭଲେପ୍‌ମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ’ ପେଷ୍ଟିଭାଲ୍‌ରେ ‘ମୋଦି ଜୀ କି ବେଟି’ ଫିଲ୍ମର ଶୀର୍ଷକକୁ ନେଇ ଆଲୋଚନା ମଧ୍ୟ ହୋଇଛି।

https://twitter.com/ians_india/status/1197485674913419264

କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ଯାଉଥିବା ଏଡି ସିଂହ କହିଛନ୍ତି, ‘ଆପଣଙ୍କ ସହିତ ଓ ଇଣ୍ଡଷ୍ଟ୍ରୀର କିଛି ଲୋକଙ୍କ ସହିତ ମିଶି ବହୁତ ଭଲ ଲାଗିଲା। ମୁଁ ଏପରି ଅଭିଜ୍ଞ ଲୋକଙ୍କ ସହ କାମ କରିବା ପାଇଁ ଇଚ୍ଛୁକ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ଏହା ମୋ ପାଇଁ ଏକ ସୌଭାଗ୍ୟର କଥା ଯେ ଏହି ଫେଷ୍ଟିଭାଲ୍‌ରେ ମୋ କମେଡି ଆକ୍ସନ୍ ଫିଲ୍ମ ‘ମୋଦି ଜୀ କି ବେଟି’ ବିଷୟରେ ସମସ୍ତଙ୍କୁ କହିବା ପାଇଁ ମୁଁ ସୁଯୋଗ ପାଇଲି।’

ତେବେ ଏହି ଫିଲ୍ମରେ ଆଗକୁ କେଉଁ ଅଭିନେତା ଓ ଅଭିନେତ୍ରୀଙ୍କୁ କାଷ୍ଟ କରାଯିବ, ତାହା ଜାଣିବା ପାଇଁ ଦର୍ଶକେ ଅପେକ୍ଷା କରି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story