ଆସିଲା ବରୁଣ-ସାରାଙ୍କ ‘ତେରି ଭାବି’

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଅପକମିଂ ବଲିଉଡ ଫିଲ୍ମ ‘କୁଲି ନମ୍ବର-୧’ର ଫାଷ୍ଟ ଗୀତ । ଫିଲ୍ମର ପ୍ରଥମ ଗୀତ ‘ତେରି ଭାବି’କୁ ମେକର୍ସମାନେ ରିଲଜ କରିଛନ୍ତି । ଗୀତରେ ପ୍ରତିଥର ଭଳି ଏଥର ମଧ୍ୟ ବରୁଣ ଧୱନଙ୍କ ଦମଦାର ଡ୍ୟାନ୍ସ ଦେଖିବାକୁ ମିଳିଛି । ସେହିପରି ସାରା ଅଲ୍ଲି ଖାନ ମଧ୍ୟ ତାଙ୍କ ସହ ତାଳ ଦେଇ ଧୁମ ନାଚୁଛନ୍ତି । ଦୁହିଁଙ୍କ କ୍ୟୁଟ କେମେଷ୍ଟ୍ରି ଏହି ଗୀତରେ ଦେଖିବାକୁ ମିଳିଛି । ଗୀତରେ […]

varun-sara

varun-sara

Madhupriya Mistry
  • Published: Thursday, 03 December 2020
  • Updated: 03 December 2020, 03:43 PM IST

Sports

Latest News

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଅପକମିଂ ବଲିଉଡ ଫିଲ୍ମ ‘କୁଲି ନମ୍ବର-୧’ର ଫାଷ୍ଟ ଗୀତ । ଫିଲ୍ମର ପ୍ରଥମ ଗୀତ ‘ତେରି ଭାବି’କୁ ମେକର୍ସମାନେ ରିଲଜ କରିଛନ୍ତି । ଗୀତରେ ପ୍ରତିଥର ଭଳି ଏଥର ମଧ୍ୟ ବରୁଣ ଧୱନଙ୍କ ଦମଦାର ଡ୍ୟାନ୍ସ ଦେଖିବାକୁ ମିଳିଛି । ସେହିପରି ସାରା ଅଲ୍ଲି ଖାନ ମଧ୍ୟ ତାଙ୍କ ସହ ତାଳ ଦେଇ ଧୁମ ନାଚୁଛନ୍ତି । ଦୁହିଁଙ୍କ କ୍ୟୁଟ କେମେଷ୍ଟ୍ରି ଏହି ଗୀତରେ ଦେଖିବାକୁ ମିଳିଛି । ଗୀତରେ ବରୁଣ ସାରାଙ୍କ ଏକ ଫଟୋ ଧରି ନାଚୁଛନ୍ତି ।

ଏହି ଗୀତକୁ ବରୁଣ ନଜ ଟ୍ୱିଟରରେ ସେଆର କରିଛନ୍ତି । ଏଥିସହ ଏକ ମଜାଦାର କ୍ୟାପସନ ମଧ୍ୟ ଲେଖିଛନ୍ତି  । ଗୀତରେ ଜାଭେଦ-ମୋହସିନ, ଦେବ ନେଗି ଏବଂ ନେହା କକଡଙ୍କ ଭଏସ ରହିଛି। ଏହାର ଲିରିକ୍ସ ଲେଖିଛନ୍ତି ଦାନିଶ ସାବରୀ । ଗୀତଟି ୟୁଟ୍ୟୁବରେ ରିଲିଜ ହେବାର କିଛି ସମୟ ମଧ୍ୟରେ ହିଁ ହିଟ୍ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ବରୁଣ ଏବଂ ସାରାଙ୍କ ଏହି ଫିଲ୍ମ ୧୯୯୫ରେ ରିଲିଜ ହୋଇଥିବା ଗୋବିନ୍ଦା ଓ କରିଶ୍ମା କପୁରଙ୍କ ଫିଲ୍ମ କୁଲି ନମ୍ବର-୧ର ରିମେକ । ଏଥିରେ ଜାଭେଦ ଜାଫରୀ, ପରେଶ ରାୱଲ, ରାଜପାଲ ଯାଦବ, ଜନି ଲିଭର ଏବଂ ଶିଖା ତଲସାନିଆଙ୍କ ଭଳି ଅଭିନେତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଡେଭିହ ଧୱନଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ୨୫ ତାରିଖରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story