Advertisment

ଫିଲ୍ମ ଇଣ୍ଡଷ୍ଟ୍ରିଜରୁ ହଜି ଗଲାଣି ‘କ୍ରିଏଟିଭିଟି’: ସନ୍ନି ଦେୱଲ୍

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିଜରୁ ହଜି ଯାଇଛି କ୍ରିଏଟିଭିଟି। କେବଳ ଚାଲିଛି ଡବିଂ ଓ କପି-ପେଷ୍ଟର ଫିଲ୍ମ। ଆଜି ଏହା କହିଛନ୍ତି ଘାୟଲ୍ ଷ୍ଟାର ସନ୍ନି ଦିୱଲ। ସେ କହିଛନ୍ତି ଯେ, କେବଳ କିଛି ନାୟକ ଏହି ଇଣ୍ଡଷ୍ଟ୍ରିଜକୁ ମାଡି ବସିଛନ୍ତି। କେବଳ ତାଙ୍କର ଫିଲ୍ମ ହିଁ ବଜାରରେ ଚାଲୁଛି। ଏହାକୁ ପ୍ରମୋଟ କରିବାକୁ କିଛି ଭି କରିବାକୁ ଏହି ନାୟକମାନେ ପ୍ରସ୍ତୁତ ରହୁଛନ୍ତି। ନିଜର ଫିଲ୍ମ ଷ୍ଟୁଡିଓ କରି ଫିଲ୍ମକୁ ଜୋର ଜବରଦସ୍ତ ଚଳାଉଛନ୍ତି ‍। ‘ଘାୟଲ୍ […]

ଅଦ୍ୟତନ ହୋଇଛି
ଫିଲ୍ମ ଇଣ୍ଡଷ୍ଟ୍ରିଜରୁ ହଜି ଗଲାଣି ‘କ୍ରିଏଟିଭିଟି’: ସନ୍ନି ଦେୱଲ୍

sunny-oscar-read

Advertisment

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିଜରୁ ହଜି ଯାଇଛି କ୍ରିଏଟିଭିଟି। କେବଳ ଚାଲିଛି ଡବିଂ ଓ କପି-ପେଷ୍ଟର ଫିଲ୍ମ। ଆଜି ଏହା କହିଛନ୍ତି ଘାୟଲ୍ ଷ୍ଟାର ସନ୍ନି ଦିୱଲ। ସେ କହିଛନ୍ତି ଯେ, କେବଳ କିଛି ନାୟକ ଏହି ଇଣ୍ଡଷ୍ଟ୍ରିଜକୁ ମାଡି ବସିଛନ୍ତି। କେବଳ ତାଙ୍କର ଫିଲ୍ମ ହିଁ ବଜାରରେ ଚାଲୁଛି। ଏହାକୁ ପ୍ରମୋଟ କରିବାକୁ କିଛି ଭି କରିବାକୁ ଏହି ନାୟକମାନେ ପ୍ରସ୍ତୁତ ରହୁଛନ୍ତି। ନିଜର ଫିଲ୍ମ ଷ୍ଟୁଡିଓ କରି ଫିଲ୍ମକୁ ଜୋର ଜବରଦସ୍ତ ଚଳାଉଛନ୍ତି ‍। ‘ଘାୟଲ୍ ୱାନ୍ସ ଏଗେନ୍’ର ଟେଲର ଲଞ୍ଚ ଅବସରରେ ଏହା କହିଛନ୍ତି ସନ୍ନି। ୯୦ଦଶକରେ ସନ୍ନି ଦେୱାଲଙ୍କ ସୁପରହିଟ ଫିଲ୍ମ ‘ଘାୟଲ୍’ର ଏହା ହେଉଛି ସିକ୍ୟୁଏଲ।

Advertisment

ପ୍ରଥମରୁ ଏହି ଚଳଚିତ୍ରର ନାଁ ରଖା ଯାଇଥିଲା ‘ଘାୟଲ୍ ରିଟର୍ଣ୍ଣ’। କିନ୍ତୁ ପରବର୍ତ୍ତି ସମୟରେ ଏହାର ନାମକୁ ପରିବର୍ତ୍ତନ କରାଯାଇ ‘ଘାୟଲ୍ ୱାନ୍ସ ଏଗେନ୍’ ରଖା ଯାଇଥିଲା। ଆସନ୍ତା ଜାନୁୟାରୀ ମାସ ୧୫ ତାରିଖ ଏହି ଚଳଚିତ୍ର ରିଲିଜ ହେବ। ଏଥିରେ ସନ୍ନି ଦେୱଲ ଲିଡ ରୋଲରେ ଅଭିନୟ କରୁଥିବା ବେଳେ ନିର୍ଦ୍ଦେଶନା ଓ ପ୍ରଯୋଜନା ଦାୟିତ୍ୱ ମଧ୍ୟ ସେ ନେଇଛନ୍ତି। ତାଙ୍କ ବିପକ୍ଷରେ ପରଦାକୁ ଆସୁଛନ୍ତି ସୋଆ ଅଲ୍ଲୀ ଖାନ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe