/odisha-reporter/media/post_attachments/uploads/2016/10/pyar-kiya-to-darna-kya-video-songs4815.jpg)
pyar-kiya-to-darna-kya
ମୁମ୍ବାଇ: ‘ଦବଙ୍ଗ-୩’ରେ ସଲମାନଙ୍କ ହିରୋଇନ କିଏ ହେବ ତାହା ନେଇ କଳ୍ପନାଜଳ୍ପନା ଏବେ ବି ଲାଗି ରହିଛି। ନିର୍ଦ୍ଦେଶକ ଅରବାଜ ଖାନ୍ ମଧ୍ୟ ହିରୋଇନକୁ ନେଇ କିଛି ସ୍ପଷ୍ଟ କରୁନାହାନ୍ତି। ତେବେ ଏହି ଫିଲ୍ମରେ କାଜଲଙ୍କୁ ସଲମାନଙ୍କ ବିପକ୍ଷରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି।
Advertisment
ଶୁଣିବାକୁ ମିଳୁଛି ‘ଦବଙ୍ଗ-୩’ର ଷ୍ଟୋରୀ କାଜଲଙ୍କୁ ବେଶ ପସନ୍ଦ ହୋଇଛି। ସଲମାନ ମଧ୍ୟ କାଜଲଙ୍କ ସହ କାମ କରବାକୁ ନେଇ ବେଶ ଉତ୍ସାହିତ ଅଛନ୍ତି।
ପୂର୍ବରୁ କାଜଲ ଓ ସଲମାନଙ୍କ ଯୋଡିଙ୍କ ‘କୁଛ କୁଛ ହୋତା ହେ’ ଓ ‘ପ୍ୟାର୍ କିୟା ତୋ ଡରନା କ୍ୟା’କୁ ଦର୍ଶକ କାଫି ପସନ୍ଦ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
