୭ ବର୍ଷର ଏହି 'ଡ୍ୟାନ୍ସ ଦିୱାନେ' ମାରିନେଲେ ବାଜି

ମୁମ୍ବାଇ: ରିଆଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ’ର ଗ୍ରାଣ୍ଡ୍‌ ଫିନାଲେରେ କୋଲକାତାର ୭ବର୍ଷର ଡ୍ୟାନ୍‌ସ ସେନ୍‌ସେସନ୍‌ ଆଲୋକ ଶ’ ନିଜ ବୟସରୁ ଯଥେଷ୍ଟ ବଡ଼ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟ୍ରଫି ହାସଲ କରିଛନ୍ତି। ଟ୍ରଫି ସହ ତାଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ମିଳିଛି। ତିନିଟି ଜେନେରସନ୍‌ଙ୍କୁ ନେଇ ହୋଇଥିବା ଏହି ଡ୍ୟାନ୍ସ ରିଆଲିଟି ଶୋ’ର ଗ୍ରାଣ୍ଡ୍‌ ଫିନାଲେରେ କିଶନ୍‌ ବିଲଗଲି, ଦୀନା ନାଥ୍‌, ଜ୍ୟୋତି ରଞ୍ଜନ, ପ୍ରଭାଦୀପ ସିଂହ ଗିଲ୍‌, ସିଜା ରୟ, ବେଦ୍‌ ପ୍ରକାଶ୍‌ […]

alok-2

alok-2

Sangita Sahoo
  • Published: Sunday, 16 September 2018
  • Updated: 16 September 2018, 08:15 AM IST

Sports

Latest News

ମୁମ୍ବାଇ: ରିଆଲିଟି ଶୋ’ 'ଡ୍ୟାନ୍ସ ଦିୱାନେ'ର ଗ୍ରାଣ୍ଡ୍‌ ଫିନାଲେରେ କୋଲକାତାର ୭ବର୍ଷର ଡ୍ୟାନ୍‌ସ ସେନ୍‌ସେସନ୍‌ ଆଲୋକ ଶ' ନିଜ ବୟସରୁ ଯଥେଷ୍ଟ ବଡ଼ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟ୍ରଫି ହାସଲ କରିଛନ୍ତି। ଟ୍ରଫି ସହ ତାଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ମିଳିଛି। ତିନିଟି ଜେନେରସନ୍‌ଙ୍କୁ ନେଇ ହୋଇଥିବା ଏହି ଡ୍ୟାନ୍ସ ରିଆଲିଟି ଶୋ'ର ଗ୍ରାଣ୍ଡ୍‌ ଫିନାଲେରେ କିଶନ୍‌ ବିଲଗଲି, ଦୀନା ନାଥ୍‌, ଜ୍ୟୋତି ରଞ୍ଜନ, ପ୍ରଭାଦୀପ ସିଂହ ଗିଲ୍‌, ସିଜା ରୟ, ବେଦ୍‌ ପ୍ରକାଶ୍‌ ଏବଂ ସୋନାଲି ନିରନ୍ତର୍‌ଙ୍କ ଭଳି ଟ୍ୟାଲେଣ୍ଟେଡ୍‌ ଡ୍ୟାନ୍ସର୍‌ମାନଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି।

କଲର୍ସ ଚ୍ୟାନେଲ୍‌ର ଏହି ଲୋକପ୍ରିୟ ରିଆଲିଟି ଶୋ’ରେ ବଲିଉଡ୍‌ ଡ୍ୟାନ୍ସିଂ କୁଇନ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ନିର୍ଦ୍ଦେଶକ ଶଶାଙ୍କ ଖୈତାନ୍‌ ଏବଂ କୋରିଓଗ୍ରାଫର୍‌ ତୁଶାର୍‌ କଲିଆ ବିଚାରକ ଥିବାବେଳେ ଅପ୍‌କମିଂ ବଲିଉଡ୍ ମୁଭି "ସୁଇ ଧାଗା" ଫିଲ୍ମର ଅଭିନେତା ବରୁଣ ଧୱନ୍‌ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଗ୍ରାଣ୍ଡ୍‌ ଫିନାଲେରେ ଉପସ୍ଥିତ ଥିଲେ।

ଏହି ରିଆଲିଟି ଶୋ’ରେ ଦର୍ଶକ ପ୍ରଥମ ଥର ପାଇଁ ଭିନ୍ନ ଭିନ୍ନ ତିନିଟି ଜେନେରେସନ୍‌ଙ୍କ ଡ୍ୟାନ୍ସ ଟ୍ୟାଲେଣ୍ଟ୍‌ମାନଙ୍କୁ ଦେଖିବାକୁ ପାଇଥିଲେ।

[caption id="attachment_276533" align="alignnone" width="1007"]dance image credit-youtube[/caption]

ପୂର୍ବରୁ ପ୍ରଥମ ଜେନେରେସନ୍‌ରେ ଆଲୋକ ଶ' ଟପ୍‌ରେ ଥିବା ବେଳେ ଦ୍ୱିତୀୟ ଜେନେରେସନ୍‌ରୁ କିଶନ୍‌ ଓ ତୃତୀୟ ଜେନେରେସନରୁ ଦୀନା ନାଥ୍‌ ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲେ। ତେବେ ଗ୍ରାଣ୍ଡ୍‌ ଫିନାଲେରେ ଦୁଇ ସିନିଅର୍‌ଙ୍କ ସମେତ ୭ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଥିଲେ ୭ ବର୍ଷର ଆଲୋକ୍‌। ଶୋ’ ଆରମ୍ଭରୁ ହିଁ ଆଲୋକ ଜଜ୍‌ଙ୍କଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ନିଜ ଡ୍ୟାନ୍ସରେ ଦିୱାନା କରି ଦେଇଥିଲେ।

[caption id="attachment_276534" align="alignnone" width="1059"]madhuri image credit-internet[/caption]

କୋଲକାତାର ଏହି ୭ ବର୍ଷର 'ଡ୍ୟାନ୍ସ ବିସ୍ମୟ' ନିଜ ଅଦ୍ଭୁତ ଡ୍ୟାନ୍ସ ଷ୍ଟେପ୍‌ ପାଇଁ ଖୁବ୍‌ ଲୋକପ୍ରିୟ। ସେ ୪ ବର୍ଷରୁ ନାଚୁଛନ୍ତି। ଆଲୋକଙ୍କ ଟ୍ୟାଲେଣ୍ଟ୍‌ ଦେଖି ଶୋ’ର ଅତିଥିମାନେ ଖୁବ୍‌ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ। ଆଲୋକଙ୍କ ବାପା କୋଲକାତା ଫୁଟ୍‌ପାଥ୍‌ରେ ଜଣେ ଛୋଟକାଟିଆ ଡ୍ରେସ୍‌ ବ୍ୟବସାୟୀ। ପରିବାରର ଆର୍ଥିକ ସ୍ଥିତି ସେପରି ସ୍ୱଚ୍ଛଳ ନଥାଇ ବି ପୁଅକୁ ନାଚିବା ପାଇଁ ଉତ୍ସାହିତ କରିଥିବା ବାପା ଓ ମା'ଙ୍କ ସ୍ୱପ୍ନକୁ ସାକାର କରିବାରେ ଆଲୋକ ସଫଳ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story