Advertisment

‘ଦଙ୍ଗଲ’ର ଟ୍ରେଲର ରିଲିଜ

ମୁମ୍ବାଇ: ବଲିଉଡ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ଫିଲ୍ମ ‘ଦଙ୍ଗଲ’ର ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲରରୁ ଫିଲ୍ମରେ କେବଳ କୁସ୍ତି ନୁହେଁ ପୁରା ଦଙ୍ଗଲ ହିଁ ଦେଖିବାକୁ ମିଳିବ। ଟ୍ରେଲରରେ ପୁଣି ଥରେ ଆମୀର ନିଜର ନୂଆ ଅନ୍ଦାଜ ଦେଖାଇଛନ୍ତି। କେବଳ ଅମୀର ନୁହେଁ ଫିଲ୍ମରେ ଅମୀରଙ୍କ ଝିଅମାନଙ୍କ ଅଭିନୟ ବି ଖୁବ୍ ଆକର୍ଷଣୀୟ ହୋଇଛି। ଫିଲ୍ମର ପ୍ରତିଟି ସଟ୍ ଏତେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି ଯେ, ଚାହିଁଲେ ବି କେହି ଜଣେ ନଜର ହଟାଇ […]

‘ଦଙ୍ଗଲ’ର ଟ୍ରେଲର ରିଲିଜ

dangal

Advertisment

ମୁମ୍ବାଇ: ବଲିଉଡ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ଫିଲ୍ମ ‘ଦଙ୍ଗଲ’ର ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲରରୁ ଫିଲ୍ମରେ କେବଳ କୁସ୍ତି ନୁହେଁ ପୁରା ଦଙ୍ଗଲ ହିଁ ଦେଖିବାକୁ ମିଳିବ।

Advertisment

ଟ୍ରେଲରରେ ପୁଣି ଥରେ ଆମୀର ନିଜର ନୂଆ ଅନ୍ଦାଜ ଦେଖାଇଛନ୍ତି। କେବଳ ଅମୀର ନୁହେଁ ଫିଲ୍ମରେ ଅମୀରଙ୍କ ଝିଅମାନଙ୍କ ଅଭିନୟ ବି ଖୁବ୍ ଆକର୍ଷଣୀୟ ହୋଇଛି। ଫିଲ୍ମର ପ୍ରତିଟି ସଟ୍ ଏତେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି ଯେ, ଚାହିଁଲେ ବି କେହି ଜଣେ ନଜର ହଟାଇ ପାରିବେ ନାହିଁ। ଫିଲ୍ମର ଡାଇଲଗ୍‌ ସଲମାନଙ୍କ ଫିଲ୍ମ ‘ସୁଲତାନ’ର ଡାଇଲଗ୍‌ରୁ ଦମ୍‌ଦାର ହୋଇଛି। ଟ୍ରେଲରରେ ଗାଁର ବସ୍‌ଷ୍ଟପ୍‌ଠାରୁ ଅନ୍ତର୍ଜାତୀୟ କୁସ୍ତି ରିଙ୍ଗ ପର୍ଯ୍ୟନ୍ତ ସବୁ ଦୃଶ୍ୟକୁ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି।

ଙ୍କ କୁ ଟକ୍କର ଦେବାକୁ ନେଇ ଆଶା କରାଯାଉଛି। ଏତେ ସୁନ୍ଦର ଟ୍ରେଲର ପରେ ଏବେ ସମସ୍ତଙ୍କ ନଜର ରହିଛି ଫିଲ୍ମ ରିଲିଜକୁ ନେଇ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe