/odisha-reporter/media/post_attachments/uploads/2016/10/dabang.jpg)
dabang
ମୁମ୍ବାଇ: ଅମୀର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ର ଟ୍ରେଲର ଇତିହାସ ରଚିଛି। ୟୁଟ୍ୟୁବ୍ରେ ରିଲିଜ୍ ହେବାର ପ୍ରଥମ ୨୪ ଘଣ୍ଟାରେ ଏହା ସବୁଠୁ ଅଧିକ ଥର ଦେଖାଯାଇଥିବା ଟ୍ରେଲର ବନି ଯାଇଛି। ୨୪ ଘଣ୍ଟା ମଧ୍ୟରେ ଏହାକୁ ୟୁଟ୍ୟୁବ୍ରେ ୯୮ ଲକ୍ଷ ଥର ଦେଖି ସାରିଛନ୍ତି ଫିଲ୍ମ ପ୍ରେମୀ।
Advertisment
ଟ୍ରେଲର ରିଲିଜ୍ ହେବାର ପ୍ରଥମ ୨୪ ଘଣ୍ଟାରେ ‘ଏମ୍ଏସ୍ ଧୋନୀ’, ଅଜୟ ଦେବଗନଙ୍କ ’ଶିବାୟ’, ସଲମାନଙ୍କ ‘ସୁଲତାନ’ ଓ ଶାହାରୁଖ ଖାନଙ୍କ ‘ଫ୍ୟାନ୍’ କରିଥିବା ରେକର୍ଡକୁ ‘ଦଙ୍ଗଲ’ ପଛରେ ପକାଇ ଦେଇଛି।
‘ଦଙ୍ଗଲ’ ହେଉଛି ଏକ ବାୟୋପିକ୍ ଫିଲ୍ମ। ହରିଆଣାର ପହିଲମାନ ମହାବୀର ସିଂହ ଫୋଗାଟଙ୍କ ଜୀବନୀ ଉପରେ ନିର୍ମିତ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
