Advertisment

ଇତିହାସ ରଚିଲା ‘ଦଙ୍ଗଲ’ର ଟ୍ରେଲର

ମୁମ୍ବାଇ: ଅମୀର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ର ଟ୍ରେଲର ଇତିହାସ ରଚିଛି। ୟୁଟ୍ୟୁବ୍‌ରେ ରିଲିଜ୍ ହେବାର ପ୍ରଥମ ୨୪ ଘଣ୍ଟାରେ ଏହା ସବୁଠୁ ଅଧିକ ଥର ଦେଖାଯାଇଥିବା ଟ୍ରେଲର ବନି ଯାଇଛି। ୨୪ ଘଣ୍ଟା ମଧ୍ୟରେ ଏହାକୁ ୟୁଟ୍ୟୁବ୍‌ରେ ୯୮ ଲକ୍ଷ ଥର ଦେଖି ସାରିଛନ୍ତି ଫିଲ୍ମ ପ୍ରେମୀ। ଟ୍ରେଲର ରିଲିଜ୍ ହେବାର ପ୍ରଥମ ୨୪ ଘଣ୍ଟାରେ ‘ଏମ୍‌ଏସ୍‌ ଧୋନୀ’, ଅଜୟ ଦେବଗନଙ୍କ ’ଶିବାୟ’, ସଲମାନଙ୍କ ‘ସୁଲତାନ’ ଓ ଶାହାରୁଖ ଖାନଙ୍କ ‘ଫ୍ୟାନ୍‌’ କରିଥିବା ରେକର୍ଡକୁ  ‘ଦଙ୍ଗଲ’ ପଛରେ […]

ଇତିହାସ ରଚିଲା ‘ଦଙ୍ଗଲ’ର ଟ୍ରେଲର  

dabang

Advertisment

ମୁମ୍ବାଇ: ଅମୀର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ର ଟ୍ରେଲର ଇତିହାସ ରଚିଛି। ୟୁଟ୍ୟୁବ୍‌ରେ ରିଲିଜ୍ ହେବାର ପ୍ରଥମ ୨୪ ଘଣ୍ଟାରେ ଏହା ସବୁଠୁ ଅଧିକ ଥର ଦେଖାଯାଇଥିବା ଟ୍ରେଲର ବନି ଯାଇଛି। ୨୪ ଘଣ୍ଟା ମଧ୍ୟରେ ଏହାକୁ ୟୁଟ୍ୟୁବ୍‌ରେ ୯୮ ଲକ୍ଷ ଥର ଦେଖି ସାରିଛନ୍ତି ଫିଲ୍ମ ପ୍ରେମୀ।

Advertisment

ଟ୍ରେଲର ରିଲିଜ୍ ହେବାର ପ୍ରଥମ ୨୪ ଘଣ୍ଟାରେ ‘ଏମ୍‌ଏସ୍‌ ଧୋନୀ’, ଅଜୟ ଦେବଗନଙ୍କ ’ଶିବାୟ’, ସଲମାନଙ୍କ ‘ସୁଲତାନ’ ଓ ଶାହାରୁଖ ଖାନଙ୍କ ‘ଫ୍ୟାନ୍‌’ କରିଥିବା ରେକର୍ଡକୁ  ‘ଦଙ୍ଗଲ’ ପଛରେ ପକାଇ ଦେଇଛି।

‘ଦଙ୍ଗଲ’ ହେଉଛି ଏକ ବାୟୋପିକ୍ ଫିଲ୍ମ। ହରିଆଣାର ପହିଲମାନ ମହାବୀର ସିଂହ ଫୋଗାଟଙ୍କ ଜୀବନୀ ଉପରେ ନିର୍ମିତ ହୋଇଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe