/odisha-reporter/media/post_attachments/uploads/2016/09/dangal-and-kaabil.jpg)
dangal-kaabil
ମୁମ୍ବାଇ: ଅକ୍ଟୋବର ୨୯ରେ ରିଲିଜ ଅପେକ୍ଷାରେ ଥିବା ଅଜୟ ଦେବଗନଙ୍କ ‘ଶିବାୟ’ ଓ କରଣ ଜୋହରଙ୍କ ‘ଏ ଦିଲ ହୈ ମୁସକିଲ’ ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। ଖୁବଶୀଘ୍ର ଏହି ଦୁଇ ଫିଲ୍ମ ଆଉ ଦୁଇଟି ନୂଆ ଫିଲ୍ମର ଟ୍ରେଲର ସହ ବଡ଼ ପରଦାରେ ଆସୁଛି। ବଡ଼ ପରଦାରେ ରିଲିଜ ହେବାକୁ ଥିବା ଦୁଇଟି ଫିଲ୍ମର ନାମ ହେଉଛି ‘ଦଙ୍ଗଲ’ ଏବଂ ‘କାବିଲ’। ଡେକାନ କ୍ରୋନିକାଲ ରିପୋର୍ଟ ଅନୁଯାୟୀ ଫିଲ୍ମ ଅଜୟଙ୍କ ‘ଶିବୟା’ ସହିତ ଆମୀରଙ୍କ ‘ଦଙ୍ଗଲ’ ଏବଂ ‘ଏ ଦିଲ ହୈ ମୁସକିଲ’ ସହ ରିତିକଙ୍କ ‘କାବିଲ’ ର ଟ୍ରେଲର କୁ ବଡ଼ ପରଦାରେ ଦର୍ଶକ ଖୁବ୍ ଉପଭୋଗ କରିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
