Advertisment

ଦର୍ଶକଙ୍କ ହୃଦୟ ଛୁଇଁ ପାରିଛି ‘ନୀରଜା’

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଏୟାରଲିଫ୍ଟ’ ପରେ ସୋନ୍‌ମ କପୁରଙ୍କ ‘ନୀରଜା’ ଦର୍ଶକଙ୍କ ହୃଦୟ ଛୁଇଁ ପାରିଛି। ‘ନୀରଜା’ରେ ସୋନମ୍ କପୁରଙ୍କ ଦମ୍‌ଦାର୍ ଅଭିନୟକୁ ବେଶ୍ ପ୍ରଶଂସା କରିଛନ୍ତି ଦର୍ଶକ। ଗତ ଶୁକ୍ରବାର ରିଲିଜ୍ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନରେ ୪.୭୦ କୋଟି ଟଙ୍କା ଆୟ କରିଥିଲା।  ଶନିବାର  ୭.୬୦ କୋଟି ଟଙ୍କା କଲେକ୍ସନ୍ କରିଛି। ବିଦେଶ କଲେକ୍ସନକୁ ମିଶାଇଲେ ଏହା ୨୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ଫିଲ୍ମ ସମୀକ୍ଷକ ତରୁଣ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ କରମୁକ୍ତ ହେଲା ‘ନୀରଜା’

Neerja

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଏୟାରଲିଫ୍ଟ’ ପରେ ସୋନ୍‌ମ କପୁରଙ୍କ ‘ନୀରଜା’ ଦର୍ଶକଙ୍କ ହୃଦୟ ଛୁଇଁ ପାରିଛି। ‘ନୀରଜା’ରେ ସୋନମ୍ କପୁରଙ୍କ ଦମ୍‌ଦାର୍ ଅଭିନୟକୁ ବେଶ୍ ପ୍ରଶଂସା କରିଛନ୍ତି ଦର୍ଶକ। ଗତ ଶୁକ୍ରବାର ରିଲିଜ୍ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନରେ ୪.୭୦ କୋଟି ଟଙ୍କା ଆୟ କରିଥିଲା।  ଶନିବାର  ୭.୬୦ କୋଟି ଟଙ୍କା କଲେକ୍ସନ୍ କରିଛି। ବିଦେଶ କଲେକ୍ସନକୁ ମିଶାଇଲେ ଏହା ୨୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି।

Advertisment

ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ଟ୍ୱିଟ୍‌ରେ ଲେଖିଛନ୍ତି,  ସୋନମଙ୍କର ଏହା ସବୁଠାରୁ ଭଲ ଫିଲ୍ମ ହୋଇଥିବା ବେଳେ ନୀରଜାଙ୍କ ମା’ ଚରିତ୍ରରେ ଅଭିନୟ କରିଥିବା ସାବନା ଆଜମୀଙ୍କ ଅଭିନୟ ମଧ୍ୟ ବେଶ୍ ପ୍ରଶଂସନୀୟ।

୨୩ ବର୍ଷୀୟ ଫ୍ଲାଇଟ୍ ହଷ୍ଟେଜ୍ ନୀରଜା ଭନୋଟଙ୍କ ଜୀବନ କାହାଣୀ ଉପରେ ଫିଲ୍ମଟି ପର୍ଯ୍ୟବସିତ। ୧୮୮୬ରେ ଏକ ବିମାନ ଅପହରଣ ଘଟଣାରେ ପ୍ରାୟ ୪୦୦ ଯାତ୍ରୀଙ୍କ ଜୀବନ ବଞ୍ଚାଇ ନିଜ ଜୀବନକୁ ବଳି ଦେଇଥିଲେ ନୀରଜା।

Advertisment