Darshan-Kumar
Advertisment
ମୁମ୍ବାଇ: ପୁଣି ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ‘ମେରି କମ୍’ରେ ବଢିଆ ଅଭିନୟ କରିଥିବା ଦର୍ଶନ କୁମାରଙ୍କୁ। ଐଶର୍ଯ୍ୟ ରାୟ ବଚ୍ଚନଙ୍କର ମୋଷ୍ଟ ଆୱେଟେଡ୍ ବାୟୋପିକ୍ ଫିଲ୍ମ ‘ସରବଜିତ’ରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ। ସେ ଏହି ଚଳଚ୍ଚିତ୍ରରେ ପାକିସ୍ତାନର ଆଇନଜୀବୀ ଖାଲିଦ୍ ପରଭେଜଙ୍କ ଭୂମିକା ନିଭାଇବେ। ପାକିସ୍ତାନ ଜେଲରେ ସଜା କାଟିଥିବା ସରବଜିତ ସିଂହଙ୍କର ଜଣେ ବଡ ସମର୍ଥକ ଥିଲେ ପରଭେଜ। ସରବଜିତଙ୍କ ମୁକ୍ତି ପାଇଁ ଲଢେଇ କରୁଥିବା ତାଙ୍କ ଭଉଣୀଙ୍କୁ ପରଭେଜ୍ ସହଯୋଗ କରୁଥିଲେ।
Advertisment
ଦର୍ଶନ ‘ପରଭେଜ’ ଭୂମିକାରେ ଆସିବା ଖବର ସତ ବୋଲି କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ଓମୁଙ୍ଗ କୁମାର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/11/Darshan-Kumar-696x379.jpg)