ବିବାହ ତାରିଖ ଘୋଷଣା କଲେ ରଣବୀର୍‌-ଦୀପିକା

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର୍): ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀ ଯୁଗଳ ଅଭିନେତା ରଣବୀର୍‌ ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସେମାନଙ୍କ ବିବାହ ତାରିଖ ବିଧିବଦ୍ଧ ଘୋଷଣା କରିଛନ୍ତି। ଚଳିତ ବର୍ଷ ନଭେମ୍ବର ୧୪ ଓ ୧୫ ତାରିଖକୁ ଏହି ବିବାହ ତାରିଖ ଧାର୍ଯ୍ୟ ହୋଇଛି। ରବିବାର ସୋଶାଲ୍‌ ମିଡିଆର ଆକାଉଣ୍ଟ୍‌ରେ ଉଭୟ ଦୀପିକା ଓ ରଣବୀର୍‌ ନିଜ ନିଜ ପୋଷ୍ଟ୍‌ରେ ଏହି ତାରିଖ ସମ୍ପର୍କରେ ସୂଚନା ଦେଇ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ଠାରୁ ଶୁଭକାମନା ଓ ଆଶୀର୍ବାଦ ମନାସିଛନ୍ତି। […]

deepika-ranveer-ndtv_

deepika-ranveer-ndtv_

Premananda Dash
  • Published: Sunday, 21 October 2018
  • Updated: 21 October 2018, 04:45 PM IST

Sports

Latest News

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର୍): ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀ ଯୁଗଳ ଅଭିନେତା ରଣବୀର୍‌ ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସେମାନଙ୍କ ବିବାହ ତାରିଖ ବିଧିବଦ୍ଧ ଘୋଷଣା କରିଛନ୍ତି।

ଚଳିତ ବର୍ଷ ନଭେମ୍ବର ୧୪ ଓ ୧୫ ତାରିଖକୁ ଏହି ବିବାହ ତାରିଖ ଧାର୍ଯ୍ୟ ହୋଇଛି।

ରବିବାର ସୋଶାଲ୍‌ ମିଡିଆର ଆକାଉଣ୍ଟ୍‌ରେ ଉଭୟ ଦୀପିକା ଓ ରଣବୀର୍‌ ନିଜ ନିଜ ପୋଷ୍ଟ୍‌ରେ ଏହି ତାରିଖ ସମ୍ପର୍କରେ ସୂଚନା ଦେଇ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ଠାରୁ ଶୁଭକାମନା ଓ ଆଶୀର୍ବାଦ ମନାସିଛନ୍ତି।

ଏହି ଯୋଡ଼ି ୨୦୧୩ ମସିହାରୁ ପରସ୍ପରକୁ ଡେଟ୍‌ କରି ଆସୁଛନ୍ତି। ପୂର୍ବରୁ ସେମାନେ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଘୋଷଣା କରିଥିଲେ। ଏବେ ବିବାହ ତାରିଖ ଘୋଷଣା କରି ଉଭୟେ ସେମାନଙ୍କ ପ୍ରଶଂସକ ଓ ଶୁଭେଚ୍ଛୁଙ୍କୁ ଖୁସି ଖବର ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story