ଦୀପିକାଙ୍କ ବାହାଘର: ଇଟାଲୀ ଯିବେ ବଲିଉଡ୍‌ର ଏହି ସେଲିବ୍ରିଟି, ଡିସେମ୍ବର ୧ରେ ମୁମ୍ବାଇରେ ପାର୍ଟି

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ କପଲ୍‌ ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହ ନଭେମ୍ବର୧୪,୧୫ରେ ବିବାହ କରିବାକୁ ଯାଉଛନ୍ତି। ଇଟାଲୀର ପ୍ରସିଦ୍ଧ ‘ଲେକ୍‌ କୋମୋ’ରେ ଏହି ବିବାହ ଉତ୍ସବ ହେବ। ଏହି ଆନୁଷ୍ଠାନିକ ବିବାହ ଉତ୍ସବ ପରେ ଉଭୟ ଦୀପିକା ଓ ରଣବୀର୍‌ ଡିସେମ୍ବର ୧ରେ ମୁମ୍ବାଇରେ ପାର୍ଟି ଦେବେ। ଖବର ମୁତାବକ, ‘ଲେକ୍‌ କୋମୋ’ର ସବୁଠାରୁ ବିଳାସମୟ ହୋଟେଲ୍‌ ‘ଡେଲ୍‌ ବାଲାଡିଆନେଲୋ’ରେ ଦୁହେଁ ବିବାହ କରି ପାରନ୍ତି। ସମୁଦ୍ର ଓ ଇନ୍ଦ୍ରଧନୁର ମିଳନ ସ୍ଥଳ କୁହାଯାଉଥିବା ଏହି ଭିଲ୍ଲା ପ୍ରାକୃତିକ […]

tt

tt

Rakesh Mallick
  • Published: Wednesday, 24 October 2018
  • Updated: 24 October 2018, 09:11 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ କପଲ୍‌ ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହ ନଭେମ୍ବର୧୪,୧୫ରେ ବିବାହ କରିବାକୁ ଯାଉଛନ୍ତି। ଇଟାଲୀର ପ୍ରସିଦ୍ଧ 'ଲେକ୍‌ କୋମୋ'ରେ ଏହି ବିବାହ ଉତ୍ସବ ହେବ। ଏହି ଆନୁଷ୍ଠାନିକ ବିବାହ ଉତ୍ସବ ପରେ ଉଭୟ ଦୀପିକା ଓ ରଣବୀର୍‌ ଡିସେମ୍ବର ୧ରେ ମୁମ୍ବାଇରେ ପାର୍ଟି ଦେବେ।

ଖବର ମୁତାବକ, 'ଲେକ୍‌ କୋମୋ'ର ସବୁଠାରୁ ବିଳାସମୟ ହୋଟେଲ୍‌ 'ଡେଲ୍‌ ବାଲାଡିଆନେଲୋ'ରେ ଦୁହେଁ ବିବାହ କରି ପାରନ୍ତି।

ସମୁଦ୍ର ଓ ଇନ୍ଦ୍ରଧନୁର ମିଳନ ସ୍ଥଳ କୁହାଯାଉଥିବା ଏହି ଭିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ଜଣାଶୁଣା। ଏଠାରେ ଅନେକ ବିଶ୍ୱର ବହୁ ବିଶିଷ୍ଟ ତାରକାଙ୍କ ବିବାହ ହୋଇଥିବାରୁ ଏହାକୁ 'ୱେଡିଂ ଡେଷ୍ଟିନେସନ୍‌' ବୋଲି କୁହାଯାଉଛି।

ଏହି ହୋଟେଲ୍‌ର ଭଡ଼ା ଦୈନିକ ୮.୫ ଲକ୍ଷରୁ ନେଇ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଦୀପିକା ଓ ରଣବୀରଙ୍କ ବାହାଘରରେ ପାଖାପାଖି ୩୦ଜଣ ଅତିଥି ଯୋଗ ଦେବେ। ଏହି ୩୦ ଜଣ ବଛା ବଛା ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ବଲିଉଡ୍‌ର କିଛି ବ୍ୟକ୍ତିତ୍ୱ ମଧ୍ୟ ଅଛନ୍ତି।

ଶୁଣିବାକୁ ମିଳୁଛି ଏହି ବିବାହ ଉତ୍ସବରେ ବଲିଉଡ୍‌ ଷ୍ଟାର୍‌ ଅର୍ଜୁନ୍‌ କପୁର ଯୋଗ ଦେଇ ପାରନ୍ତି। କୁହାଯାଉଛି, ରଣବୀର ଓ ଅର୍ଜୁନ୍‌ ଦୁହେଁ ଖୁବ୍‌ ଭଲ ବନ୍ଧୁ।

ସୂଚନା ଅନୁସାରେ. ଇଟାଲୀରେ ହେବାକୁ ଯାଉଥିବା ଏହି ବିବାହ ଉତ୍ସବରେ ଅର୍ଜୁନ୍‌ଙ୍କ ବ୍ୟତୀତ କିଙ୍ଗ୍‌ ଖାନ୍‌ ଶାହାରୁକ୍‌ ଓ ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ କରନ୍‌ ଜୋହର୍‌ ଯୋଗ ଦେଇ ପାରନ୍ତି। କରନ୍‌ ଓ ଶାହାରୁକ୍‌ଙ୍କ ସହ ଦୀପିକାଙ୍କ ସମ୍ପର୍କ ଖୁବ୍‌ ଭଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story