Advertisment

ମେଟ୍‌ ଗାଲା ଲୁକ୍‌ ପାଇଁ ଦୀପିକା କେମିତି ପ୍ରସ୍ତୁତ ହେଉଛନ୍ତି ଦେଖନ୍ତୁ ଭିଡିଓ

ମୁମ୍ବାଇ:ନ୍ୟୁୟର୍କର ମେଟ୍ରୋପଲିଟନ ମ୍ୟୁଜିୟମ ଅଫ୍‌ ଆର୍ଟରେ ଆୟୋଜିତ ମେଟ୍‌ ଗାଲା ୨୦୧୯ରେ ଷ୍ଟାର୍‌ଙ୍କ ଜଲୱା ଦେଖିବାକୁ ମିଳିଥିଲା। ମେଟ୍‌ ଗାଲାରେ ବଲିଉଡ୍‌ ଓ ହଲିଉଡ୍‌ କଳାକାରଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଇଭେଣ୍ଟରେ ବଲିଉଡ୍‌ରୁ ଦୀପିକା ପାଦୁକନ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମି ବ୍ୟାକ୍‌ଗ୍ରାଉଣ୍ଡରୁ ନ ହୋଇ ମଧ୍ୟ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଏହି ଇଭେଣ୍ଟ୍‌ରେ ଅଂଶ ଗ୍ରହଣ କରିଥିଲେ। ଏହି ଇଭେଣ୍ଟ୍‌ ପରେ […]

ଅଦ୍ୟତନ ହୋଇଛି
ମେଟ୍‌ ଗାଲା ଲୁକ୍‌ ପାଇଁ ଦୀପିକା କେମିତି ପ୍ରସ୍ତୁତ ହେଉଛନ୍ତି ଦେଖନ୍ତୁ ଭିଡିଓ

dep

Advertisment

ମୁମ୍ବାଇ:ନ୍ୟୁୟର୍କର ମେଟ୍ରୋପଲିଟନ ମ୍ୟୁଜିୟମ ଅଫ୍‌ ଆର୍ଟରେ ଆୟୋଜିତ ମେଟ୍‌ ଗାଲା ୨୦୧୯ରେ ଷ୍ଟାର୍‌ଙ୍କ ଜଲୱା ଦେଖିବାକୁ ମିଳିଥିଲା। ମେଟ୍‌ ଗାଲାରେ ବଲିଉଡ୍‌ ଓ ହଲିଉଡ୍‌ କଳାକାରଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ଏହି ଇଭେଣ୍ଟରେ ବଲିଉଡ୍‌ରୁ ଦୀପିକା ପାଦୁକନ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମି ବ୍ୟାକ୍‌ଗ୍ରାଉଣ୍ଡରୁ ନ ହୋଇ ମଧ୍ୟ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଏହି ଇଭେଣ୍ଟ୍‌ରେ ଅଂଶ ଗ୍ରହଣ କରିଥିଲେ।
publive-imageଏହି ଇଭେଣ୍ଟ୍‌ ପରେ ଦୀପିକା ଓ ପ୍ରିୟଙ୍କାଙ୍କ ଲୁକ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ଏହି ମେଟ୍‌ଗାଲାରେ ଅଂଶ ଗ୍ରହଣ କରିଥିବା ସେଲିବ୍ରିଟିମାନେ କେମିତି ପ୍ରସ୍ତୁତ ହେଉଛନ୍ତି ତାହା ଜାଣିବାକୁ ପ୍ରାୟ ଅନେକ ଇଚ୍ଛା କରୁଥିବେ।
ଆପଣ ଦେଖିଥିବେ ଦୀପିକା  ଏହି ମେଟ୍‌ ଗାଲାର ରେଡ୍‌ କାର୍ପେଟ୍‌ରେ ପିଙ୍କ୍‌ କଲର ଗାଉନ ପିନ୍ଧିଥିବା ବେଳେ ଡାର୍କ ଲିପ୍‌ଷ୍ଟିକ୍‌ ଓ ମ୍ୟାଚିଂ ଆଇସ୍ୟାଡୋରେ ଖୁବ୍‌ ଆକର୍ଷଣୀୟ ଲାଗୁଥିଲେ। ତେବେ ଦୀପିକାଙ୍କୁ ଏମିତି ଲୁକ୍‌ ନେବାକୁ ଅନେକ ସମୟ ଲାଗିଥିବ। ଆଉ ତାଙ୍କର ଏହି ଲୁକ୍‌ ନେବାର ଭିଡିଓ ସୋଶାଲ୍‌ ମିଡିଆରେ ଏବେ ଭାଇରାଲ୍‌ ହେଉଛି। ଚାଲନ୍ତୁ ଦେଖିବା।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe