Advertisment

ହ୍ରିତିକ୍‌ଙ୍କ ସହ ସ୍କ୍ରିନ୍ ସେୟାର କରିବେ ଦୀପିକା

ମୁମ୍ୱାଇ: ହ୍ରିତିକ୍ ରୋଶନ୍‌ଙ୍କ ସହ ରୋମାନ୍ସ କରିବେ ଦୀପିକା ପାଦୁକୋନ୍। ଦୀପିକା ବଲିଉଡ୍‌ର ଅନେକ ଷ୍ଟାରଙ୍କ ସହ କାମ କରି ସାରି ଥିବା ବେଳେ ତାଙ୍କ ଫ୍ୟାନ୍ ତାଙ୍କୁ ହ୍ରିତିକଙ୍କ ସହ ପରଦାରେ ଦେଖିବାକୁ ଚାହୁଁଛନ୍ତି। ଖବୁଶୀଘ୍ର ପ୍ରଯୋଜକ ସାଜିଦ୍ ନାଦିୟାୱାଲା ତାଙ୍କ ଆଗାମୀ ଫିଲ୍ମ ହ୍ରିତିକ୍ ଓ ଦୀପିକାଙ୍କୁ ସାଇନ୍ କରିବାର ଯୋଜନା ରଖିଛନ୍ତି। ଖବର ଅନୁସାରେ ଏହି ଫିଲ୍ମକୁ ‘ବଜରଙ୍ଗୀ ଭାଇଜାନ୍‌’ର ନିର୍ଦ୍ଦେଶକ କବୀର  ଖାନ୍ ନିର୍ଦ୍ଦେଶନା ଦେଇପାରନ୍ତି। ନିର୍ଦ୍ଦେଶକ କବୀର ଖାନ୍ ଏହି […]

ବାହୁବଳୀ-୨ରେ ଆସିବେନି ଦୀପିକା!

deep-hri

Advertisment

ମୁମ୍ୱାଇ: ହ୍ରିତିକ୍ ରୋଶନ୍‌ଙ୍କ ସହ ରୋମାନ୍ସ କରିବେ ଦୀପିକା ପାଦୁକୋନ୍। ଦୀପିକା ବଲିଉଡ୍‌ର ଅନେକ ଷ୍ଟାରଙ୍କ ସହ କାମ କରି ସାରି ଥିବା ବେଳେ ତାଙ୍କ ଫ୍ୟାନ୍ ତାଙ୍କୁ ହ୍ରିତିକଙ୍କ ସହ ପରଦାରେ ଦେଖିବାକୁ ଚାହୁଁଛନ୍ତି।

Advertisment

ଖବୁଶୀଘ୍ର ପ୍ରଯୋଜକ ସାଜିଦ୍ ନାଦିୟାୱାଲା ତାଙ୍କ ଆଗାମୀ ଫିଲ୍ମ ହ୍ରିତିକ୍ ଓ ଦୀପିକାଙ୍କୁ ସାଇନ୍ କରିବାର ଯୋଜନା ରଖିଛନ୍ତି। ଖବର ଅନୁସାରେ ଏହି ଫିଲ୍ମକୁ ‘ବଜରଙ୍ଗୀ ଭାଇଜାନ୍‌’ର ନିର୍ଦ୍ଦେଶକ କବୀର  ଖାନ୍ ନିର୍ଦ୍ଦେଶନା ଦେଇପାରନ୍ତି। ନିର୍ଦ୍ଦେଶକ କବୀର ଖାନ୍ ଏହି ଦୁଇ ଜଣଙ୍କ ସହ କାମ କରିବାକୁ ଉତ୍ସାହିତ ଅଛନ୍ତି।

ହ୍ରିତିକ୍ ଏବେ ତାଙ୍କ ଆଗାମୀ ଫିଲ୍ମ ‘ମୋହେଞ୍ଜୋଦା’ ସୁଟିଂରେ ବ୍ୟସ୍ତ ଥିବା ବେଳେ ଦୀପିକା କାନାଡ଼ାରେ ତାଙ୍କ ହଲିଉଡ୍ ମୁଭି ସୁଟିଂରେ ବ୍ୟସ୍ତ ଅଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe