'ଛପାକ୍‌' ଟିମ୍‌ ଖୋଲାଖୋଲି ଭାବେ କିଣିଲେ ୨୪ ବୋତଲ ଏସିଡ୍

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ଛପାକ୍‌’କୁ ବକ୍ସ ଅଫିସ୍‌ରୁ ଭଲ ରେସପନ୍ସ ନ ମିଳିଥିଲେ ବି, ଫିଲ୍ମ କ୍ରିଟିକ୍‌ମାନଙ୍କଠୁ ବେଶ୍ ଭଲ ରେସପନ୍ସ ମିଳିଛି। ଏଥିରେ ଦୀପିକା ଜଣେ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କ ଭୂମକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମଟିରେ ଦୀପିକା ଏସିଡ୍‌ ଆକ୍ରମଣ ଓ ଏସିଡ୍‌ ବିକ୍ରି ବିରୁଦ୍ଧରେ କଡ଼ା ବର୍ତ୍ତା ଦେଇଛନ୍ତି। ନିକଟରେ ଦୀପିକା ନିଜ ଟିମ୍‌ ସହ ଏକ ଏକ୍ସପେରିମେଣ୍ଟ କରିଥିଲେ ଯାହାର ନା ଥିଲା #WontBuyWontSell। ‌ଏହା ଏପରି […]

acid

acid

Chinmayee Roy
  • Published: Thursday, 16 January 2020
  • Updated: 16 January 2020, 12:18 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ଛପାକ୍‌’କୁ ବକ୍ସ ଅଫିସ୍‌ରୁ ଭଲ ରେସପନ୍ସ ନ ମିଳିଥିଲେ ବି, ଫିଲ୍ମ କ୍ରିଟିକ୍‌ମାନଙ୍କଠୁ ବେଶ୍ ଭଲ ରେସପନ୍ସ ମିଳିଛି। ଏଥିରେ ଦୀପିକା ଜଣେ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କ ଭୂମକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମଟିରେ ଦୀପିକା ଏସିଡ୍‌ ଆକ୍ରମଣ ଓ ଏସିଡ୍‌ ବିକ୍ରି ବିରୁଦ୍ଧରେ କଡ଼ା ବର୍ତ୍ତା ଦେଇଛନ୍ତି।

ନିକଟରେ ଦୀପିକା ନିଜ ଟିମ୍‌ ସହ ଏକ ଏକ୍ସପେରିମେଣ୍ଟ କରିଥିଲେ ଯାହାର ନା ଥିଲା #WontBuyWontSell। ‌ଏହା ଏପରି ଏକ ଏକ୍ସପେରିମେଣ୍ଟ ଥିଲା ଯାହା ଦ୍ୱାରା ଦୀପିକାଙ୍କ ଟିମ୍‌ ପତ୍ତା ଲଗାଇଥିଲା ଯେ ମାର୍କେଟ୍‌ରେ ଏସିଡ୍‌ ସହଜରେ ମିଳୁଛି ନା ନାହିଁ। ଏହି ଏକ୍ସପେରିମେଣ୍ଟର ଭିଡିଓକୁ ଦୀପିକା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଭାରତରେ ଏସିଡ୍‌ ବିକ୍ରିକୁ ନିୟନ୍ତ୍ରଣ କରିବା ପାଇଁ ସୁପ୍ରିମ୍‌ କୋର୍ଟ ଅନେକ ସ୍ୱତନ୍ତ୍ର କଟକଣା ଲାଗୁ କରିବା ପରେ ବି କିଭଳି ଭାବେ ଏହା ଖୋଲାଖୋଲି ବିକ୍ରି ହେଉଛି।

https://www.instagram.com/tv/B7VGHKcjV33/?utm_source=ig_web_copy_link

ଭିଡିଓଟିକୁ ଶେଆର୍‌ କରି ଦୀପିକା ଲେଖିଛନ୍ତି, ‘ଏସିଡ୍‌ ବହୁତ ଲୋକଙ୍କ ଚେହେରା ବିଗାଡ଼ି ଦେଇଛି। ଅନେକ ଲୋକଙ୍କ ସ୍ୱପ୍ନ ଭାଙ୍ଗି ଦେଇଛି ଓ ଅନେକଙ୍କ ଭବିଷ୍ୟତରେ ଦାଗ ଲଗାଇଦେଇଛି।’ ଭିଡିଓଟି ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଓ ଲୋକମାନେ ମଧ୍ୟ ଏସିଡ୍‌ର ଖୋଲାଖୋଲି ବିକ୍ରି ଉପରେ ରୋକ୍‌ ଲଗାଇବାକୁ ଦାବି କରିଛନ୍ତି।

‘ଛପାକ୍‌’ ଏବେ ସାରା ଦେଶର ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିପାରିଛି। ଫିଲ୍ମଟିକୁ ୩ଟି ରାଜ୍ୟରେ ଟ୍ୟାକ୍ସ ଫ୍ରି ମଧ୍ୟ କରିଦିଆଗଲାଣି। ଫିଲ୍ମ ରିଲିଜ୍‌ ହେବାପରେ ଉତ୍ତରାଖଣ୍ଡ ସରକାର ଏସିଡ୍‌ ଆକ୍ରମଣ ପୀଡ଼ିତାମାନଙ୍କୁ ପେନ୍‌ସନ୍‌ ଦେବାକୁ ମଧ୍ୟ ପ୍ରସ୍ତାବ ଆଗତ କରିଛନ୍ତି। ଫିଲ୍ମଟି ଦେଶର ବହୁ ଏସିଡ୍‌ ଆକ୍ରାନ୍ତ ମହିଳାଙ୍କ ସଂଘର୍ଷର କାହାଣୀକୁ ପରଦା ଉପରେ ଦେଖାଇଛି।

https://www.instagram.com/p/B7LBHnyjN2O/?utm_source=ig_web_copy_link

ମେଘନା ଗୁଲଜାର୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଜାନୁଆରୀ ୧୦ ତାରିଖରେ ରିଲିଜ୍‌ ହୋଇଛି। ଏହି ଫିଲ୍ମଟିକୁ ବିଭିନ୍ନ ମହଲରୁ ଢେର ପ୍ରସଂସା ମିଳୁଛି। ଏହା ବ୍ୟତୀତ ଫିଲ୍ମରେ ଦୀପିକାଙ୍କ ଜବରଦସ୍ତ ଅଭିନୟ ସମସ୍ତଙ୍କ ମନ ଜିତୁଛି। ପୂରା ବଲିଉଡ୍‌ ଇଣ୍ଡଷ୍ଟ୍ରି ଏହି ଫିଲ୍ମର ପ୍ରଶଂସା କରୁଛି। ଦୀପିକାଙ୍କ ବ୍ୟତୀତ ଏହି ଫିଲ୍ମରେ ବିକ୍ରାନ୍ତ ମେସି ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ଦୀପିକା ଅଭିନୟ କରିବା ସହ ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ଡେବ୍ୟୁ କରିଛନ୍ତି।  ଏହି ଫିଲ୍ମଟି ଏସିଡ୍‌ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଜୀବନ ଉପରେ ତିଆରି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story