ସାମ୍ନାକୁ ଆସିଲା '83'ରୁ ଦୀପିକାଙ୍କ ପ୍ରଥମ ଲୁକ୍

ମୁମ୍ବାଇ: ଅଭିନେତା ରଣବୀର ସିଂହଙ୍କ ଅପ୍‌କମିଂ ଫିଲ୍ମ ‘83’କୁ ନେଇ ଏବେ ଚାଲିଛି ଜୋର୍‌ଦାର୍‌ ଚର୍ଚ୍ଚା। ଆଉ ତା’ ମଧ୍ୟରେ ଫିଲ୍ମର ଲିଡ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଯାଇଛି। ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଫଟୋଟିକୁ ପୋଷ୍ଟ କରିଛନ୍ତି। ଫିଲ୍ମରେ ସେ ମହାନ କ୍ରିକେଟ୍‌ର କପିଲ୍‌ ଦେବଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। https://www.instagram.com/p/B8u7p-ajVLO/?utm_source=ig_web_copy_link ଏହି ଫଟୋରେ ରଣବୀର ସିଂହ ଓ ସେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଲ୍‌ ଦେବ […]

deepika

deepika

Chinmayee Roy
  • Published: Wednesday, 19 February 2020
  • Updated: 19 February 2020, 12:49 PM IST

Sports

Latest News

ମୁମ୍ବାଇ: ଅଭିନେତା ରଣବୀର ସିଂହଙ୍କ ଅପ୍‌କମିଂ ଫିଲ୍ମ ‘83’କୁ ନେଇ ଏବେ ଚାଲିଛି ଜୋର୍‌ଦାର୍‌ ଚର୍ଚ୍ଚା। ଆଉ ତା’ ମଧ୍ୟରେ ଫିଲ୍ମର ଲିଡ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଯାଇଛି। ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଫଟୋଟିକୁ ପୋଷ୍ଟ କରିଛନ୍ତି। ଫିଲ୍ମରେ ସେ ମହାନ କ୍ରିକେଟ୍‌ର କପିଲ୍‌ ଦେବଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଛନ୍ତି।

https://www.instagram.com/p/B8u7p-ajVLO/?utm_source=ig_web_copy_link

ଏହି ଫଟୋରେ ରଣବୀର ସିଂହ ଓ ସେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଲ୍‌ ଦେବ ଓ ତାଙ୍କ ପତ୍ନୀ ରୋମି ଭାଟିୟାଙ୍କ ଲୁକ୍‌ରେ ନଜର ଆସିଛନ୍ତି। ଏଥିରେ ଦୀପିକାଙ୍କ ଲୁକ୍‌ ତାଙ୍କର ଅନ୍ୟସବୁ ଫିଲ୍ମର ଲୁକ୍‌ ଠାରୁ ପୂରା ହଟ୍‌କେ ହୋଇଛି। ସେ ଶର୍ଟ ହେୟାର୍‌ ଷ୍ଟାଇଲ୍‌ ଓ ହାଇନେକ୍‌ ଟପ୍‌ରେ ବେଶ୍ ଗର୍ଜିୟସ୍ ଲାଗୁଛନ୍ତି। ରଣବୀର ଓ ଦୀପିକୀଙ୍କ ଜବରଦସ୍ତ କେମେଷ୍ଟ୍ରୀ ବି ଦେଖିବାକୁ ମିଳିଛି ଏହି ଫଟୋରେ।

https://www.instagram.com/p/B69919-htMH/?utm_source=ig_web_copy_link

ଫିଲ୍ମରେ ଦୀପିକା ତାଙ୍କ ରୋଲ୍‌ ନେଇ କହିଛନ୍ତି, “ଖେଳ ଇତିହାସର ଏକ ଚର୍ଚ୍ଚିତ ତଥା ଗୌରବାନ୍ୱିତ ମୁହୂର୍ତ୍ତର ଭାଗୀଦାର ହେବା ବଡ଼ ଗର୍ବର କଥା। ସ୍ୱାମୀଙ୍କ ପେସାଗତ ଓ ବ୍ୟକ୍ତିଗତ ଆକାଂକ୍ଷାର ସଫଳତାରେ ପତ୍ନୀଙ୍କର କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ, ତାହା ମୁଁ ନିଜ ମା’ଙ୍କ କ୍ଷେତ୍ରରେ ଦେଖିଛି। ମୋ ହିସାବରେ ‘83’ ସେ ସମସ୍ତ ମହିଳାଙ୍କୁ ସମର୍ପିତ, ଯେଉଁମାନେ ନିଜ ସ୍ୱପ୍ନ ଅପେକ୍ଷା ସ୍ୱାମୀଙ୍କ ସ୍ୱପ୍ନକୁ ଗୁରୁତ୍ୱ ଦିଅନ୍ତି।”

https://www.instagram.com/p/B6999PjhVz-/?utm_source=ig_web_copy_link

ଫିଲ୍ମର ନିର୍ଦ୍ଦେଶକ କବୀର ଖାନ୍‌ କହିଛନ୍ତି, “ଦୀପିକା ଜଣେ ଚମତ୍କାର ଅଭିନେତ୍ରୀ।  ଯେତେବେଳେ ରୋମିଙ୍କ ଚରିତ୍ରରେ କିଏ ଅଭିନୟ କରିବେ ବୋଲି କଥା ଉଠିଲା ସେତେବେଳେ ମୋ ମୁଣ୍ଡକୁ କେବଳ ଦୀପିକାଙ୍କ ନାଁ ହିଁ ଆସିଥିଲା। ରୋମିଙ୍କ ରୋଲ୍‌କୁ ଦୀପିକା ବେଶ୍‌ ନିଖୁଣଭାବେ ତୁଲାଇଛନ୍ତି। ମୁଁ ଖୁସି ଯେ ଦୀପିକା  ‘83’ର ଜଣେ ଅଭିନ୍ନ ଅଙ୍ଗ।”

https://www.instagram.com/p/B7v2xFkhfTS/?utm_source=ig_web_copy_link

ସୂଚନାଯୋଗ୍ୟ, ଫିଲ୍ମ ’83’ ୧୯୮୩ ମସିହା କ୍ରିକେଟ୍ ବିଶ୍ୱକପ୍‌ ଉପରେ ଆଧାରିତ, ଯେଉଁଥିରେ ଭାରତ ବିଜୟୀ ହୋଇଥିଲା। ଏଥିରେ ରଣବୀର ପୂର୍ବତନ କ୍ୟାପ୍‌ଟେନ୍‌ ତଥା ମହାନ ଖେଳାଳି କପିଲ୍‌ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଦୀପିକା ଏଥିରେ ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିବା ସହ ଫିଲ୍ମର ପ୍ରଯୋଜନା ମଧ୍ୟ କରିଛନ୍ତି। ପ୍ରଯୋଜକ ଭାବେ ‘ଛପାକ୍‌’ ପରେ ଏହା ଦୀପିକାଙ୍କ ଦ୍ୱିତୀୟ ଫିଲ୍ମ। କବୀର ଖାନ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମଟି ଏପ୍ରିଲ୍‌ ୧୦ରେ ହିନ୍ଦୀ, ତାମିଲ୍ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story