Advertisment

ହଲିଉଡରେ ଚମକିବେ ଦୀପିକା

ମୁମ୍ବାଇ: ପ୍ରିୟଙ୍କାଙ୍କ ପରେ ଏବେ ହଲିଉଡରେ ଧୂମ ମଚାଇବାକୁ ଯାଉଛନ୍ତି ଆଉ ଜଣେ ବଲିଉଡ କୁଇନ୍‌। ସେ ହେଉଛନ୍ତି ଦୀପିକା ପାଦୁକୋନ। ହଲିଉଡ ଫିଲ୍ମ ‘ଏକ୍ସଏକ୍ସଏକ୍ସ: ରିଟର୍ଣ୍ଣ ଅଫ୍ ଜେଣ୍ଡର’ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପରଦାରେ ଫିଲ୍ମର ନୂଆ ଟିଜର ରିଲିଜ ହୋଇଛି। ଦୀପିକା ଏହି ଟିଜର ଭିଡିଓକୁ ଇନଷ୍ଟାଗ୍ରାମରେ ନିଜ ଫ୍ୟାନମାନଙ୍କୁ ପାଇଁ ସେୟାର କରିଛନ୍ତି। ଟିଜରକୁ ଦେଖି ଜଣାପଡ଼ୁଛି ଫିଲ୍ମରେ ଦୀପିକାଙ୍କ ଭୂମିକା ବେଶ ଦମ୍‌ଦାର ରହିଛି। ଏହି ଭିଡିଓରେ ଦୀପିକା ଓ ଭିନଙ୍କ […]

author-image
Rakesh Mallick
ହଲିଉଡରେ ଚମକିବେ ଦୀପିକା

deepika

ମୁମ୍ବାଇ: ପ୍ରିୟଙ୍କାଙ୍କ ପରେ ଏବେ ହଲିଉଡରେ ଧୂମ ମଚାଇବାକୁ ଯାଉଛନ୍ତି ଆଉ ଜଣେ ବଲିଉଡ କୁଇନ୍‌। ସେ ହେଉଛନ୍ତି ଦୀପିକା ପାଦୁକୋନ। ହଲିଉଡ ଫିଲ୍ମ ‘ଏକ୍ସଏକ୍ସଏକ୍ସ: ରିଟର୍ଣ୍ଣ ଅଫ୍ ଜେଣ୍ଡର’ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପରଦାରେ ଫିଲ୍ମର ନୂଆ ଟିଜର ରିଲିଜ ହୋଇଛି। ଦୀପିକା ଏହି ଟିଜର ଭିଡିଓକୁ ଇନଷ୍ଟାଗ୍ରାମରେ ନିଜ ଫ୍ୟାନମାନଙ୍କୁ ପାଇଁ ସେୟାର କରିଛନ୍ତି।

Advertisment

ଟିଜରକୁ ଦେଖି ଜଣାପଡ଼ୁଛି ଫିଲ୍ମରେ ଦୀପିକାଙ୍କ ଭୂମିକା ବେଶ ଦମ୍‌ଦାର ରହିଛି। ଏହି ଭିଡିଓରେ ଦୀପିକା ଓ ଭିନଙ୍କ ପରିଚୟ ନିର୍ଭୟ, ଖାମଖିଆଲି ଏବଂ ନିଷ୍ଠୁର ପରି ଶବ୍ଦ ମାଧ୍ୟମରେ କରାଯାଇଛି।