Advertisment

ଆସନ୍ତାକାଲି ରିଲିଜ୍ ହେବ ସଲିଳା ପରିଡ଼ାଙ୍କ ‘ଡିଜେୟାରସ ଅଫ୍ ହାର୍ଟ’

ଭୁବନେଶ୍ୱର: ଫିଲ୍ମ ଫ୍ରାଇଡେରେ ରିଲିଜ ହେବାକୁ ଯାଉଛି ହଲିଉଡ ଫିଲ୍ମ ‘ଡିଜେୟାରସ୍ ଅଫ୍ ହାର୍ଟ’। ସତୀଦାହ ପ୍ରଥା ଓ ପୁନର୍ଜନ୍ମ ଉପରେ ଆଧାରିତ କାହାଣୀକୁ ନେଇ ନିର୍ମିତ ଏହି ଚଳଚିତ୍ରର ପ୍ରଯୋଜନା କରିଛନ୍ତି ଆମେରିକାରେ ରହୁଥିବା ଓଡ଼ିଆ ପ୍ରଯୋଜିକା ସଲିଳା ପରିଡ଼ା। ଏଥିରେ ହଲିଉଡ ଅଭିନେତା ଅଭିନେତ୍ରୀଙ୍କ ସହ ବଲିଉଡର ଗୁଲସନ୍ ଗ୍ରୋଭରଙ୍କ ଭଳି କିଛି ବଲିଉଡ୍ କଳାକାର ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜେମ୍ସ କିକ୍ଲାଇଟର ଓ ରାଜେଶ ରାଠୀ। ଚଳଚିତ୍ରଟି […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ରିଲିଜ୍ ହେବ ସଲିଳା ପରିଡ଼ାଙ୍କ ‘ଡିଜେୟାରସ ଅଫ୍ ହାର୍ଟ’

salila parida1

Advertisment

[caption id="attachment_44160" align="alignleft" width="310"]salila parida2( ଓଡ଼ିଆ ପ୍ରଯୋଜିକା ସଲିଳା ପରିଡ଼ା)[/caption]

Advertisment

ଭୁବନେଶ୍ୱର: ଫିଲ୍ମ ଫ୍ରାଇଡେରେ ରିଲିଜ ହେବାକୁ ଯାଉଛି ହଲିଉଡ ଫିଲ୍ମ ‘ଡିଜେୟାରସ୍ ଅଫ୍ ହାର୍ଟ’। ସତୀଦାହ ପ୍ରଥା ଓ ପୁନର୍ଜନ୍ମ ଉପରେ ଆଧାରିତ କାହାଣୀକୁ ନେଇ ନିର୍ମିତ ଏହି ଚଳଚିତ୍ରର ପ୍ରଯୋଜନା କରିଛନ୍ତି ଆମେରିକାରେ ରହୁଥିବା ଓଡ଼ିଆ ପ୍ରଯୋଜିକା ସଲିଳା ପରିଡ଼ା। ଏଥିରେ ହଲିଉଡ ଅଭିନେତା ଅଭିନେତ୍ରୀଙ୍କ ସହ ବଲିଉଡର ଗୁଲସନ୍ ଗ୍ରୋଭରଙ୍କ ଭଳି କିଛି ବଲିଉଡ୍ କଳାକାର ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜେମ୍ସ କିକ୍ଲାଇଟର ଓ ରାଜେଶ ରାଠୀ। ଚଳଚିତ୍ରଟି ୬୭ତମ କେନ୍ସ ଫିଲ୍ମ ଫେଷ୍ଟିଭାଲ, ସେଡୋନା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ, ମାକୋନ ଫିଲ୍ମ ଫେଷ୍ଟିଭାଲ ଓ ହୋବୋକେନ ଫିଲ୍ମ ଫେଷ୍ଟିଭାଲ ଭଳି ଅନେକ ସ୍ଥାନରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଗତକାଲି ଭୁବନେଶ୍ୱରରେ ଏହାର ପ୍ରିମିୟର ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ମୁମ୍ୱାଇ, ଦିଲ୍ଲୀ, ବାଙ୍ଗ।ଲୋର, ଜୟପୁର ଓ ଭୁବନେଶ୍ୱରରେ ଏହି ଚଳଚିତ୍ର ମୁକ୍ତିଲାଭ କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe