/odisha-reporter/media/post_attachments/uploads/2016/10/divyanka_.jpg)
divyanka_
ମୁମ୍ବାଇ: ଗତ ଜୁଲାଇରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଟେଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଏଥର ପ୍ରଥମ କରୱାଚୌଥ କରିବାକୁ ଯାଉଛନ୍ତି। କିନ୍ତୁ ସେ ବତ୍ର ନ କରନ୍ତୁ ବୋଲି ତାଙ୍କ ସ୍ୱାମୀ ବିବେକ ଦାହିଆ ଚାହୁଁଛନ୍ତି। ଏ କଥା ଦିବ୍ୟାଙ୍କା ଏକ ସାକ୍ଷାତକାରରେ କହିଛନ୍ତି।
Advertisment
ସେ କହିଛନ୍ତି, “ବିବେକ ଏହି ବତ୍ର କରିବାକୁ ମନା କରୁଛନ୍ତି। ମୁଁ ଏହି ବ୍ରତ କରେ ସେ ଚାହୁଁ ନାହାନ୍ତି। ଆମେ ଦୁଇ ଜଣ ବହୁତ ଖୁସିରେ ଅଛୁ, ଏସବୁ କରିବା କ’ଣ ଆବଶ୍ୟକ ବୋଲି ସେ କହୁଛନ୍ତି। କିନ୍ତୁ ମୁଁ ଏହି ବ୍ରତ ନିଶ୍ଚିୟ କରିବି। ”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
