Advertisment

ଦିବ୍ୟାଙ୍କାଙ୍କୁ କରୱାଚୌଥ କରିବାକୁ ମନା କଲେ ବିବେକ

ମୁମ୍ବାଇ: ଗତ ଜୁଲାଇରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଟେଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ  ଏଥର ପ୍ରଥମ କରୱାଚୌଥ କରିବାକୁ ଯାଉଛନ୍ତି। କିନ୍ତୁ ସେ ବତ୍ର ନ କରନ୍ତୁ ବୋଲି ତାଙ୍କ ସ୍ୱାମୀ ବିବେକ ଦାହିଆ  ଚାହୁଁଛନ୍ତି। ଏ କଥା ଦିବ୍ୟାଙ୍କା ଏକ ସାକ୍ଷାତକାରରେ କହିଛନ୍ତି।  ସେ କହିଛନ୍ତି, “ବିବେକ ଏହି ବତ୍ର କରିବାକୁ ମନା କରୁଛନ୍ତି। ମୁଁ  ଏହି ବ୍ରତ କରେ ସେ ଚାହୁଁ ନାହାନ୍ତି। ଆମେ  ଦୁଇ ଜଣ ବହୁତ ଖୁସିରେ ଅଛୁ, ଏସବୁ  କରିବା […]

ଅଦ୍ୟତନ ହୋଇଛି
ଦିବ୍ୟାଙ୍କାଙ୍କୁ କରୱାଚୌଥ କରିବାକୁ ମନା କଲେ ବିବେକ

divyanka_

Advertisment

ମୁମ୍ବାଇ: ଗତ ଜୁଲାଇରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଟେଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ  ଏଥର ପ୍ରଥମ କରୱାଚୌଥ କରିବାକୁ ଯାଉଛନ୍ତି। କିନ୍ତୁ ସେ ବତ୍ର ନ କରନ୍ତୁ ବୋଲି ତାଙ୍କ ସ୍ୱାମୀ ବିବେକ ଦାହିଆ  ଚାହୁଁଛନ୍ତି। ଏ କଥା ଦିବ୍ୟାଙ୍କା ଏକ ସାକ୍ଷାତକାରରେ କହିଛନ୍ତି।

Advertisment

 ସେ କହିଛନ୍ତି, “ବିବେକ ଏହି ବତ୍ର କରିବାକୁ ମନା କରୁଛନ୍ତି। ମୁଁ  ଏହି ବ୍ରତ କରେ ସେ ଚାହୁଁ ନାହାନ୍ତି। ଆମେ  ଦୁଇ ଜଣ ବହୁତ ଖୁସିରେ ଅଛୁ, ଏସବୁ  କରିବା କ’ଣ ଆବଶ୍ୟକ ବୋଲି ସେ କହୁଛନ୍ତି। କିନ୍ତୁ ମୁଁ ଏହି  ବ୍ରତ ନିଶ୍ଚିୟ କରିବି। ”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe