/odisha-reporter/media/post_attachments/uploads/2019/05/dibyanka.jpg)
dibyanka
ମୁମ୍ବାଇ: ସମ୍ପର୍କ ସୁତାଖିଅ ପରି। ଗଢ଼ି ହେବା ଖୁବ୍ କଷ୍ଟ କିନ୍ତୁ ଭାଙ୍ଗିବା ଖୁବ୍ ସହଜ। ସତରେ ସମ୍ପର୍କ ଏମିତି ଏକ ଜିନିଷ ଯାହାର ସଫଳତା ଏଥିରୁ ଜଣା ପଡ଼େ ନାହିଁ ଯେ, କିଏ କେତେ ସଫଳ ଆଉ ଅସଫଳ। କି ଏଥିରୁ ବି ଜଣା ପଡ଼େ ନାହିଁ କିଏ ଭଲ ରୋଜଗାର କରୁଛି କି କିଏ କେତେ ଭଲ ଘର ଚଳାଇ ପାରୁଛି। ସମ୍ପର୍କକୁ ମଜଭୁଦ କରିବାକୁ ହେଲେ ଜଣଙ୍କୁ ଅନ୍ୟ ଜଣକୁ ବୁଝିବାକୁ ପଡ଼େ। ସବୁ କ୍ଷେତ୍ରରେ ପରସ୍ପର ମଧ୍ୟରେ ପ୍ରୋତ୍ସାହନ, ଭଲ ପାଇବା, ସହଯୋଗର ଆବଶ୍ୟକତା ଥାଏ।
Advertisment
ଏସବୁ ଦେଖିବାକୁ ମିଳିଛି ଟେଲିଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରୀପାଠି ଓ ତାଙ୍କ ସ୍ୱାମୀ ଅଭିନେତା ବିବେକଙ୍କ ମଧ୍ୟରେ। ଦୁହେଁ ରାଜୀବ ଖଣ୍ଡେଲ୍ୱାଲ୍ଙ୍କ ଶୋ’କୁ ଆସି ନିଜ ସମ୍ପର୍କର କିଛି ଅନୁଭୂତି ଦର୍ଶକଙ୍କ ଆଗରେ ଶେଆର କରିଛନ୍ତି। ଆସନ୍ତୁ ଦେଖିବା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
